Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jalesvara Temple
ଜଳେଶ୍ୱର ମନ୍ଦିର ବିଷୟରେ
जलेश्वर मंदिर के बारे में
Jalesvara Temple, Golbai, Khordha
ଜଳେଶ୍ୱର ମନ୍ଦିର,ଗୋଳବାଇ, ଖୋର୍ଦ୍ଧା
जलेश्वर मंदिर, गोलबाई, खोरधा
The Jaleswar Temple in Golabai, Khordha, Odisha, is a historic Hindu temple dedicated to Lord Shiva (Jaleswar), known for its ancient Kalinga architecture and peaceful setting, often linked with Lord Lingaraj, offering spiritual significance and cultural insights into Odisha's heritage, situated near Bhubaneswar and part of the region's rich temple tapestry. Believed to be an ancient structure, possibly 7th century.
ଓଡ଼ିଶାର ଖୋର୍ଦ୍ଧାର ଗୋଳବାଇରେ ଥିବା ଜଳେଶ୍ୱର ମନ୍ଦିର ହେଉଛି ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ଐତିହାସିକ ହିନ୍ଦୁ ମନ୍ଦିର, ଯାହା ଏହାର ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ଜଣାଶୁଣା, ପ୍ରାୟତଃ ଭଗବାନ ଲିଙ୍ଗରାଜଙ୍କ କିମ୍ବଦନ୍ତୀ ସହିତ ଜଡିତ, ଭୁବନେଶ୍ୱର ନିକଟରେ ଅବସ୍ଥିତ ଏବଂ ଏହି ଅଞ୍ଚଳର ସମୃଦ୍ଧ ମନ୍ଦିର ଐତିହର ଏକ ଅଂଶ, ଓଡ଼ିଶାର ଐତିହ୍ୟ ବିଷୟରେ ଆଧ୍ୟାତ୍ମିକ ଗୁରୁତ୍ୱ ଏବଂ ସାଂସ୍କୃତିକ ଅନ୍ତର୍ଦୃଷ୍ଟି ପ୍ରଦାନ କରେ। ଏହା ଏକ ପ୍ରାଚୀନ ସ୍ଥାପତ୍ୟ ବୋଲି ବିଶ୍ୱାସ କରାଯାଏ, ସମ୍ଭବତଃ ୭ମ ଶତାବ୍ଦୀର । ଏହି ମନ୍ଦିର ଓଡ଼ିଶାର ରାଜ୍ୟ-ସଂରକ୍ଷିତ ସ୍ମାରକୀ ମଧ୍ୟରେ ତାଲିକାଭୁକ୍ତ, ଯାହା ସୂଚିତ କରେ ଯେ, ଏହି ମନ୍ଦିରର ଐତିହାସିକ ଗୁରୁତ୍ୱ ଅନେକ ରହିଛି।
ओडिशा के खुर्दा जिले के गोलाबाई में स्थित जलेश्वर मंदिर, भगवान शिव (जलेश्वर) को समर्पित एक ऐतिहासिक हिंदू मंदिर है। यह मंदिर अपनी प्राचीन कलिंग वास्तुकला और शांत वातावरण के लिए प्रसिद्ध है। इसे अक्सर भगवान लिंगराज से जोड़ा जाता है और यह ओडिशा की सांस्कृतिक विरासत की आध्यात्मिक झलक और अंतर्दृष्टि प्रदान करता है। भुवनेश्वर के निकट स्थित यह मंदिर इस क्षेत्र की समृद्ध मंदिर परंपरा का हिस्सा है। माना जाता है कि यह एक प्राचीन संरचना है, संभवतः 7वीं शताब्दी की।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th Feb 2006

9th Feb 2006

9th Feb 2006

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Golbai

ଗୋଳବାଇ

गोलबाई

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

10th-11th Century CE

10th-11th Century CE

10th-11th Century CE