Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jagatarmohana Temple
ଜଗତମୋହନ ମନ୍ଦିର ବିଷୟରେ
जगतर्मोहन मंदिर के बारे में
Jagatarmohana Temple, Rameswar, Khordha
ଜଗତମୋହନ ମନ୍ଦିର, ରାମେଶ୍ୱର, ଖୋର୍ଦ୍ଧା
जगतर्मोहन मंदिर, रामेश्वर, खोरधा
The Jagat Mohan Temple in Rameswar, Khurda, Odisha, is a significant historical and religious site, known for its well-preserved assembly hall (Jagamohan) with intricate Kalinga-style architecture, featuring carved wheels that function as sundials, offering a glimpse into ancient Odisha's blend of art, astronomy, and spirituality, despite the main sanctum's collapse. Located in Rameswar (Balarampur), this ancient Shiva temple showcases detailed sculptures on its pillars and walls, drawing devotees and history enthusiasts alike. Intricate carvings adorn the wheels, spokes, and outer walls, depicting mythological scenes and daily life from 13th-century Odisha.
ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରର ଜଗତମୋହନ ମନ୍ଦିର ଏକ ପ୍ରମୁଖ ଐତିହାସିକ ଏବଂ ଧାର୍ମିକ ସ୍ଥଳ; ଯାହାକି ସୁସଂରକ୍ଷିତ ସଭା ମଣ୍ଡପ (ଜଗମୋହନ) ପାଇଁ ଜଣାଶୁଣା। ଏଥିରେ ସମୃଦ୍ଧ କଳିଙ୍ଗ ଶୈଳୀର ସ୍ଥାପତ୍ୟ ରହିଛି। ଏଠାରେ ଖୋଦିତ ଚକଗୁଡ଼ିକ ସୂର୍ଯ୍ୟଘଡ଼ି ଭାବରେ କାର୍ଯ୍ୟ କରେ। ଏହାର ମୁଖ୍ୟ ଗର୍ଭଗୃହ ଭାଙ୍ଗି ଯାଇଥିବା ସତ୍ତ୍ୱେ ଏହା ପ୍ରାଚୀନ ଓଡ଼ିଶାର କଳା, ଜ୍ୟୋତିର୍ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଝଲକ ପ୍ରଦାନ କରେ। ରାମେଶ୍ୱରରେ ଅବସ୍ଥିତ, ଏହି ପ୍ରାଚୀନ ଶିବ ମନ୍ଦିର ଏହାର ସ୍ତମ୍ଭ ଏବଂ କାନ୍ଥରେ ବିସ୍ତୃତ ମୂର୍ତ୍ତି ପାଇଁ ପ୍ରସିଦ୍ଧ; ଯାହା ଭକ୍ତ ଏବଂ ଇତିହାସ ପ୍ରେମୀଙ୍କୁ ଆକର୍ଷିତ କରିଥାଏ। ମନ୍ଦିରର ଚକ ଏବଂ ବାହ୍ୟ କାନ୍ଥରେ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀର ଓଡ଼ିଶାର ପୌରାଣିକ ଦୃଶ୍ୟ ଏବଂ ଦୈନନ୍ଦିନ ଜୀବନକୁ ଦର୍ଶାଏ।
ओडिशा के खुर्दा जिले के रामेश्वर में स्थित जगत मोहन मंदिर एक महत्वपूर्ण ऐतिहासिक और धार्मिक स्थल है। यह अपने सुस्थापित सभा कक्ष (जगमोहन) के लिए प्रसिद्ध है, जिसमें कलिंग शैली की जटिल वास्तुकला है और सूर्यघड़ी के रूप में कार्य करने वाले नक्काशीदार पहिये हैं। गर्भगृह के ढह जाने के बावजूद, यह प्राचीन ओडिशा की कला, खगोल विज्ञान और आध्यात्मिकता के मिश्रण की झलक प्रस्तुत करता है। रामेश्वर (बलरामपुर) में स्थित यह प्राचीन शिव मंदिर अपने स्तंभों और दीवारों पर उकेरी गई विस्तृत मूर्तियों से सुसज्जित है, जो भक्तों और इतिहास प्रेमियों दोनों को आकर्षित करती हैं। पहियों, तीलियों और बाहरी दीवारों पर जटिल नक्काशी की गई है, जो 13वीं शताब्दी के ओडिशा के पौराणिक दृश्यों और दैनिक जीवन को दर्शाती है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th Oct 2020

୬ ଅକ୍ଟୋବର ୨୦୨୦

6th Oct 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Rameswar

ରାମେଶ୍ୱର

रामेश्वर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

19th C.A.D

୧୯ଶ ଖ୍ରୀଷ୍ଟାବ୍ଦ

19th C.A.D