Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gopinatha Temple
ଗୋପୀନାଥ ମନ୍ଦିର ବିଷୟରେ
गोपीनाथ मंदिर के बारे में
Gopinatha Temple, Kakudia, Puri
ଗୋପୀନାଥ ମନ୍ଦିର, କାକୁଡିଆ, ପୁରୀ
गोपीनाथ मंदिर, काकुड़िया, पुरी
The temple is located in Village Kakudia, in Puri district. The temple stands near the right bank of the Daya River, about 4 km east of Jatni and 7 km from . The main deity in the temple is Lord Gopinatha — a form of Lord Krishna (Vaishnava tradition). The temple dates to around the 12th–13th century A.D., placing it within the Ganga dynasty period of Odisha’s temple history. The temple was built in Kalinga style, the main deula (towered shrine) is a pancharatha rekha deula (pillar-structured vertical shrine) constructed of Baulamala sandstone. Although parts of the temple (like the jagamohana/mandapa) have collapsed over time, significant sculptural details and elements of the main structure remain visible till today.
ଏହି ମନ୍ଦିରଟି ପୁରୀ ଜିଲ୍ଲାର କାକୁଡିଆ ଗ୍ରାମରେ ଦୟା ନଦୀର ଡାହାଣ ପାର୍ଶ୍ଵ କୂଳରେ ଅବସ୍ଥିତ। ଜଟଣୀରୁ ଏହା ୪ କିମି ଦୂର। ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ଗୋପୀନାଥ; ଯିଏକି ଭଗବାନ କୃଷ୍ଣଙ୍କ ଏକ ରୂପ। ମନ୍ଦିରଟି ପ୍ରାୟ ୧୨ଶ-୧୩ଶ ଖ୍ରୀଷ୍ଟାବ୍ଦର, ଏହାକୁ ଓଡ଼ିଶା ମନ୍ଦିର ଇତିହାସର ଗଙ୍ଗ ରାଜବଂଶ ସମୟ ମଧ୍ୟରେ ସ୍ଥାନିତ କରାଯାଇଛି। କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରର ମୁଖ୍ୟ ଦେଉଳଟି ବାଉଳମାଳା ବାଲିପଥରରେ ନିର୍ମିତ ଏକ ପଞ୍ଚରଥ ରେଖା ଦେଉଳ। ଯଦିଓ ମନ୍ଦିରର କିଛି ଅଂଶ ସମୟ ସହିତ ଭୁଶୁଡ଼ି ପଡ଼ିଛି, ତଥାପି ଗୁରୁତ୍ୱପୂର୍ଣ୍ଣ ମୂର୍ତ୍ତିକଳା ବିବରଣୀ ଏବଂ ମୁଖ୍ୟ ଢାଞ୍ଚାର ଉପାଦାନଗୁଡ଼ିକ ଆଜି ପର୍ଯ୍ୟନ୍ତ ଦୃଶ୍ୟମାନ ରହିଛି।
यह मंदिर पुरी जिले के काकुड़िया गांव में स्थित है। यह मंदिर दया नदी के दाहिने किनारे के निकट, जटनी से लगभग 4 किमी पूर्व और से 7 किमी दूर स्थित है। मंदिर के मुख्य देवता भगवान गोपीनाथ हैं, जो भगवान कृष्ण का एक रूप हैं (वैष्णव परंपरा के अनुसार)। यह मंदिर लगभग 12वीं-13वीं शताब्दी ईस्वी का है, जो इसे ओडिशा के मंदिर इतिहास के गंगा राजवंश काल में रखता है। मंदिर का निर्माण कलिंग शैली में हुआ था, और मुख्य देउला (मीनारयुक्त मंदिर) बाउलमाला बलुआ पत्थर से निर्मित पंचरथ रेखा देउला (स्तंभ-संरचित ऊर्ध्वाधर मंदिर) है। यद्यपि मंदिर के कुछ हिस्से (जैसे जगमोहन/मंडप) समय के साथ ढह गए हैं, फिर भी मुख्य संरचना के महत्वपूर्ण मूर्तिकला संबंधी विवरण और तत्व आज भी दिखाई देते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

4th April 2009

୪ ଅପ୍ରେଲ ୨୦୦୯

4th April 2009

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kakudia

କାକୁଡିଆ

काकुड़िया

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

12th–13th C.A.D

୧୨ଶ-୧୩ଶ ଖ୍ରୀଷ୍ଟାବ୍ଦ

12th–13th C.A.D