Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Harachandi Temple
ହରଚଣ୍ଡି ମନ୍ଦିର ବିଷୟରେ
हरचंडी मंदिर के बारे में
Harachandi Temple, Sriramchandrapur, Puri
ହରଚଣ୍ଡୀ ମନ୍ଦିର, ଶ୍ରୀରାମଚନ୍ଦ୍ରପୁର, ପୁରୀ
हरचंडी मंदिर, श्रीरामचंद्रपुर, पुरी
Harachandi Temple at Sriramchandrapur is a historic and religious shrine dedicated to Goddess Harachandi (a form of Goddess Durga). It is officially listed as a protected monument in Odisha’s archaeological heritage records, confirming its cultural importance in Puri district. It is located on a sandy hill by the sea at the mouth of the Bhargavi River, famous for its scenic beauty, picnic spot, and worship of the eight-armed Mahisamardini Durga, revered by fishermen for protection, and it's an important site for Navaratri and Durga Puja. It's situated southwest of Puri, near Palanka village which offers a peaceful, natural setting with beautiful sunrise/sunset views.
ଶ୍ରୀରାମଚନ୍ଦ୍ରପୁରର ହରଚଣ୍ଡୀ ମନ୍ଦିର ଦେବୀ ହରଚଣ୍ଡୀଙ୍କୁ ଉତ୍ସର୍ଗୀକୃତ ଏକ ଐତିହାସିକ ଏବଂ ଧାର୍ମିକ ତୀର୍ଥ ସ୍ଥଳ। ଏହା ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ତାଲିକାରେ ଏକ ସଂରକ୍ଷିତ ସ୍ମାରକୀ ଭାବେ ସ୍ଥାନିତ; ଯାହା ପୁରୀ ଜିଲ୍ଲାରେ ଏହାର ସାଂସ୍କୃତିକ ଗୁରୁତ୍ୱକୁ ବହନ କରେ। ଏହି ମନ୍ଦିର ଭାର୍ଗବୀ ନଦୀ ମୁହାଣ ପାଖରେ ସମୁଦ୍ର କୂଳରେ ଥିବା ଏକ ବାଲୁକା ପାହାଡ଼ ଉପରେ ଅବସ୍ଥିତ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ ହୋଇଥିବାରୁ ବଣଭୋଜି ପାଇଁ ଏହି ସ୍ଥାନଟି ପ୍ରସିଦ୍ଧି ଲାଭ କରିଛି। ସୁରକ୍ଷା ପାଇଁ ମତ୍ସ୍ୟଜୀବୀମାନେ ଏହି ମନ୍ଦିରରେ ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ମା' ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏଠାରେ ନବରାତ୍ରି ଏବଂ ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଏ। ପୁରୀର ଦକ୍ଷିଣ-ପଶ୍ଚିମ ଦିଗରେ, ପାଲଙ୍କା ଗ୍ରାମ ନିକଟରେ ଏହା ଅବସ୍ଥିତ। ଏଠାରେ ସୁନ୍ଦର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ଦେଖିବାକୁ ମିଳେ।
श्रीरामचंद्रपुर स्थित हरचंडी मंदिर एक ऐतिहासिक और धार्मिक तीर्थस्थल है जो देवी हरचंडी (देवी दुर्गा का एक रूप) को समर्पित है। ओडिशा के पुरातात्विक धरोहर अभिलेखों में इसे आधिकारिक तौर पर संरक्षित स्मारक के रूप में सूचीबद्ध किया गया है, जो पुरी जिले में इसके सांस्कृतिक महत्व की पुष्टि करता है। यह भार्गवी नदी के मुहाने पर समुद्र के किनारे एक रेतीली पहाड़ी पर स्थित है, जो अपनी प्राकृतिक सुंदरता, पिकनिक स्थल और आठ भुजाओं वाली महिषमर्दिनी दुर्गा की पूजा के लिए प्रसिद्ध है। मछुआरे सुरक्षा के लिए महिषमर्दिनी दुर्गा की पूजा करते हैं और यह नवरात्रि और दुर्गा पूजा के लिए एक महत्वपूर्ण स्थल है। यह पुरी के दक्षिण-पश्चिम में, पलांका गांव के पास स्थित है, जो सुंदर सूर्योदय/सूर्यास्त के दृश्यों के साथ एक शांत, प्राकृतिक वातावरण प्रदान करता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

17th Sep 2023

୧୭ ସେପ୍ଟେମ୍ବର ୨୦୨୩

17th Sep 2023

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Sriramchandrapur

ଶ୍ରୀରାମଚନ୍ଦ୍ରପୁର

श्रीरामचंद्रपुर

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

18th-19th C.A.D

୧୮ଶ-୧୯ଶ ଖ୍ରୀଷ୍ଟାବ୍ଦ

18th-19th C.A.D