Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Kumaresvara Temple
କୁମାରେଶ୍ୱର ମନ୍ଦିର ବିଷୟରେ
कुमारेश्वर मंदिर के बारे में
Kumaresvara Temple, Indipur-Deuli, Puri
କୁମାରେଶ୍ୱର ମନ୍ଦିର, ଇନ୍ଦିପୁର-ଦେଉଳି, ପୁରୀ
कुमारेश्वर मंदिर, इंदीपुर-देउली, पुरी
Kumaresvara Temple is a historic Hindu temple located in the Indipur-Deuli area of Puri district, Odisha. It is officially listed among the state-protected monuments in the region, showing its importance as part of the local temple heritage. Often referenced in listings as Kumareswar Temple, Sripurushotamapur, Indipurdeuli, Puri, and is recognized as a local temple site within the community. It’s inclusion on the state heritage list suggests architectural and historic value consistent with Odishan temple traditions. Temples like Kumaresvara generally feature Kalinga-style elements, such as a rekha deula (sanctum tower) and a jagamohana (assembly hall) built in stone, although local village temples may be smaller and less ornamented than major shrines.
କୁମାରେଶ୍ୱର ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାର ଇନ୍ଦିପୁର-ଦେଉଳି ଅଞ୍ଚଳରେ ଅବସ୍ଥିତ ଏକ ଐତିହାସିକ ହିନ୍ଦୁ ମନ୍ଦିର। ଏହା ଓଡ଼ିଶା ସରକାରଙ୍କ ରାଜ୍ୟ ସୁରକ୍ଷିତ ସ୍ମାରକୀ ତାଲିକାରେ ଅନ୍ତର୍ଭୁକ୍ତ; ଯାହା ସ୍ଥାନୀୟ ମନ୍ଦିର ଐତିହ୍ୟର ଏକ ଅଂଶ ଭାବରେ ଏହାର ଗୁରୁତ୍ୱକୁ ଦର୍ଶାଇଥାଏ। ପ୍ରାୟତଃ ତାଲିକାରେ ଏହି ମନ୍ଦିରକୁ କୁମାରେଶ୍ୱର ମନ୍ଦିର, ଶ୍ରୀପୁରୁଷୋତ୍ତମପୁର, ଇନ୍ଦିପୁର-ଦେଉଳି ବୋଲି ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ପବିତ୍ର ଧାର୍ମିକ ସ୍ଥଳ। ରାଜ୍ୟ ଐତିହ୍ୟ ତାଲିକାରେ ଏହାର ଅନ୍ତର୍ଭୁକ୍ତି ଓଡ଼ିଶା ମନ୍ଦିର ପରମ୍ପରା ସହିତ ସ୍ଥାପତ୍ୟ ଏବଂ ଐତିହାସିକ ଗୁରୁତ୍ୱକୁ ପ୍ରଦର୍ଶନ କରିଥାଏ। କୁମାରେଶ୍ୱର ଭଳି ମନ୍ଦିରଗୁଡ଼ିକରେ ସାଧାରଣତଃ କଳିଙ୍ଗ ଶୈଳୀର ସ୍ଥାପତ୍ୟ ଦେଖିବାକୁ ମିଳେ। ଏପରି ମନ୍ଦିରରେ ରେଖା ଦେଉଳ ଏବଂ ପଥରରେ ନିର୍ମିତ ଜଗମୋହନ ଥାଏ। ଗ୍ରାମାଞ୍ଚଳର ମନ୍ଦିରଗୁଡ଼ିକ ବଡ଼ ମନ୍ଦିର ତୁଳନାରେ ଆକାରରେ ଛୋଟ ଓ କମ ସୁସଜ୍ଜିତ ହୋଇଥାଏ।
कुमारेश्वर मंदिर ओडिशा के पुरी जिले के इंदिरापुर-देउली क्षेत्र में स्थित एक ऐतिहासिक हिंदू मंदिर है। यह आधिकारिक तौर पर इस क्षेत्र के राज्य-संरक्षित स्मारकों में सूचीबद्ध है, जो स्थानीय मंदिर विरासत में इसके महत्व को दर्शाता है। इसे अक्सर कुमारेश्वर मंदिर, श्रीपुरुषोत्तमपुर, इंदिरापुरदेउली, पुरी के नाम से जाना जाता है और इसे समुदाय के भीतर एक स्थानीय मंदिर स्थल के रूप में मान्यता प्राप्त है। राज्य विरासत सूची में इसका समावेश ओडिशा की मंदिर परंपराओं के अनुरूप स्थापत्य और ऐतिहासिक महत्व को दर्शाता है। कुमारेश्वर जैसे मंदिरों में आमतौर पर कलिंग शैली के तत्व होते हैं, जैसे पत्थर से निर्मित रेखा देउला (गर्भगृह) और जगमोहन (सभा कक्ष), हालांकि स्थानीय ग्रामीण मंदिर प्रमुख मंदिरों की तुलना में छोटे और कम अलंकृत हो सकते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

31st Dec 2022

୩୧ ଡିସେମ୍ବର ୨୦୨୨

31st Dec 2022

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Indipur-Deuli

ଇନ୍ଦିପୁର-ଦେଉଳି

इंदीपुर-देउली

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th-11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10th-11th C.A.D