Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Kunjabihari Temple
କୁଞ୍ଜବିହାରୀ ମନ୍ଦିର ବିଷୟରେ
कुंजाबिहारी मंदिर के बारे में
Kunjabihari Temple, Raktapada, Puri
କୁଞ୍ଜାବିହାରୀ ମନ୍ଦିର, ରକ୍ତପଡ଼ା, ପୁରୀ
कुंजबिहारी मंदिर, रक्तपाड़ा, पुरी
Kunjabihari Temple is a state-protected heritage shrine located in Raktapada, in the Kanasa block of Puri district, Odisha. It is officially listed as one of the protected monuments in the district by the Odisha government. The temple is dedicated to Kunjabihari, a sacred form of the divine whose worship is rooted in local Vaishnava traditions. The name Kunjabihari is often associated with Lord Krishna and Vishnu-related worship in Odisha (derived from Kunja meaning grove and Bihari implying the one who delights or wanders). It is officially recorded as a protected monument in the Puri district’s list of archaeology and heritage sites maintained by the Odisha government, reflecting its cultural and historical value. The temple is dated broadly to the 18th–19th century A.D., indicating a later medieval to early modern phase of temple building in the region, distinct from the early medieval temples of coastal Odisha.
କୁଞ୍ଜବିହାରୀ ମନ୍ଦିର ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ରକ୍ତପଡ଼ାରେ ଅବସ୍ଥିତ ଏକ ରାଜ୍ୟ-ସଂରକ୍ଷିତ ଐତିହ୍ୟ ମନ୍ଦିର। ଏହାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରୀ ଜିଲ୍ଲାର ସଂରକ୍ଷିତ ସ୍ମାରକୀ ମଧ୍ୟରୁ ଗୋଟିଏ ଭାବରେ ତାଲିକାଭୁକ୍ତ କରାଯାଇଛି। ଏହି ମନ୍ଦିରଟି କୁଞ୍ଜବିହାରୀଙ୍କୁ ଉତ୍ସର୍ଗୀକୃତ; ଯିଏକି ଦିବ୍ୟତାର ଏକ ପବିତ୍ର ରୂପ। ସ୍ଥାନୀୟ ବୈଷ୍ଣବ ପରମ୍ପରା ଅନୁସାରେ ସେ ପୂଜା ପାଆନ୍ତି। ଓଡ଼ିଶାରେ କୁଞ୍ଜବିହାରୀ ନାମଟି ପ୍ରାୟତଃ ଭଗବାନ କୃଷ୍ଣ ଏବଂ ବିଷ୍ଣୁଙ୍କ ସହ ଜଡ଼ିତ। ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ପ୍ରତ୍ନତତ୍ତ୍ୱ ଏବଂ ଐତିହ୍ୟ ସ୍ଥଳ ତାଲିକାରେ ଏକ ସଂରକ୍ଷିତ ସ୍ମାରକୀ ଭାବେ ସ୍ଥାନିତ ହୋଇଛି। ଏହା ମନ୍ଦିରର ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ଵକୁ ପ୍ରତିଫଳିତ କରେ। ମନ୍ଦିରଟି ପ୍ରାୟତଃ ଖ୍ରୀଷ୍ଟାବ୍ଦ ୧୮ଶ-୧୯ଶ ଶତାବ୍ଦୀର ବୋଲି ଧରାଯାଏ। ଏହା ଉପକୂଳ ଓଡ଼ିଶାର ପ୍ରାରମ୍ଭିକ ମଧ୍ୟଯୁଗୀୟ ମନ୍ଦିରଗୁଡ଼ିକଠାରୁ ଭିନ୍ନ। ମନ୍ଦିରଟି ଏହି ଅଞ୍ଚଳରେ ପରବର୍ତ୍ତୀ ମଧ୍ୟଯୁଗ ଓ ପ୍ରାରମ୍ଭିକ ଆଧୁନିକ ଯୁଗର ମନ୍ଦିର ନିର୍ମାଣ ସମୟକୁ ସୂଚିତ କରିଥାଏ।
कुंजाबिहारी मंदिर ओडिशा के पुरी जिले के कनसा ब्लॉक के रक्तपाड़ा में स्थित एक राज्य-संरक्षित विरासत स्थल है। इसे ओडिशा सरकार द्वारा जिले के संरक्षित स्मारकों में से एक के रूप में आधिकारिक तौर पर सूचीबद्ध किया गया है। यह मंदिर कुंजाबिहारी को समर्पित है, जो भगवान का एक पवित्र रूप हैं जिनकी पूजा स्थानीय वैष्णव परंपराओं में निहित है। ओडिशा में कुंजाबिहारी नाम अक्सर भगवान कृष्ण और विष्णु से संबंधित पूजा से जुड़ा होता है (यह कुंजा से लिया गया है जिसका अर्थ है उपवन और बिहारी का अर्थ है आनंद लेने वाला या घूमने वाला)। ओडिशा सरकार द्वारा अनुरक्षित पुरी जिले के पुरातत्व और विरासत स्थलों की सूची में इसे आधिकारिक तौर पर एक संरक्षित स्मारक के रूप में दर्ज किया गया है, जो इसके सांस्कृतिक और ऐतिहासिक महत्व को दर्शाता है। मंदिर का निर्माण मोटे तौर पर 18वीं-19वीं शताब्दी ईस्वी में हुआ माना जाता है, जो इस क्षेत्र में मंदिर निर्माण के उत्तर मध्यकालीन से प्रारंभिक आधुनिक चरण को इंगित करता है, जो तटीय ओडिशा के प्रारंभिक मध्यकालीन मंदिरों से भिन्न है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

28th May 2016

୨୮ ମଇ ୨୦୧୬

28th May 2016

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Raktapada

ରକ୍ତପଡ଼ା

रक्तपदा

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

18th–19th C.A.D

୧୮ଶ-୧୯ଶ ଖ୍ରୀଷ୍ଟାବ୍ଦ

18th–19th C.A.D