Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Biranchinarayana Temple
ବିରଞ୍ଚିନାରାୟଣ ମନ୍ଦିର ବିଷୟରେ
बिरंचनारायण मंदिर के बारे में
Biranchinarayana Temple – A Timeless Abode of the Sun God & Divine Sculptures
ବିରଞ୍ଚିନାରାୟଣ ମନ୍ଦିର – ସୂର୍ଯ୍ୟ ଭଗବାନ ଓ ଦିବ୍ୟ ମୂର୍ତ୍ତିମାନଙ୍କର ଶାଶ୍ୱତ ଅବସ୍ଥାନ
बिरंचनारायण मंदिर – सूर्य भगवान और दिव्य मूर्तियों का शाश्वत स्थल
This temple dedicated to God Surya known as Biranchinarayana. The sculptures and carvings of the door-jambs are of the type we find in Siva temples of Bhubaneswar and Khiching during 10th C.A.D. Inside the temple the idol of Sun god is installed, popularly known as Biranchinarayana. On a square sized stone altar slightly tapering towards the top are carved four images of the Sun god on the four sides. The temple has the unique distinction of four door entrances, absence of installation of the jagamohana, provision of a platform and installation of the God Biranchinarayana facing to all directions. Inside the sanctum, figures of Anantasayi Vishnu and Krishna lifting mount Govardhana are kept. They were probably obtained from some other site and conveniently kept here for worship.
ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିର ସମର୍ପିତ, ଯାହାଙ୍କୁ ବିରଞ୍ଚିନାରାୟଣ ନାମରେ ମଧ୍ୟ ଜଣାଯାଏ। ମନ୍ଦିରର ଦ୍ଵାର-ଖମ୍ବଗୁଡ଼ିକରେ ଥିବା ମୂର୍ତ୍ତି ଓ କାରୁକାର୍ଯ୍ୟ ଭୁବନେଶ୍ୱର ଏବଂ ଖିଚିଂରେ ଥିବା ଦଶମ ଖ୍ରୀଷ୍ଟାବ୍ଦର ଶିବ ମନ୍ଦିରଗୁଡ଼ିକର ଶୈଳୀ ସହିତ ସାମଞ୍ଜସ୍ୟ ରଖିଥାଏ। ମନ୍ଦିର ଭିତରେ ସୂର୍ଯ୍ୟଦେବଙ୍କ ପ୍ରତିମା ସ୍ଥାପିତ ହୋଇଛି। ଏକ ବର୍ଗାକାର ପଥର ବେଦୀ ଉପରେ ଉପର ଆଡ଼କୁ ସାମାନ୍ୟ ସଙ୍କୁଚିତ ହୋଇ ଚାରି ପାର୍ଶ୍ୱରେ ସୂର୍ଯ୍ୟଦେବଙ୍କ ଚାରି ପ୍ରତିମା ଏଠାରେ ଖୋଦିତ ହୋଇଛି। ମନ୍ଦିରର ଚାରିଟି ପ୍ରବେଶ ଦ୍ୱାର, ଜଗମୋହନର ଅନୁପସ୍ଥିତି ଏବଂ ଗୋଟିଏ ବେଦୀ ଉପରେ ସମସ୍ତ ଦିଗକୁ ମୁହଁ କରି ଭଗବାନ ବିରଞ୍ଚିନାରାୟଣଙ୍କ ସ୍ଥାପନ ହିଁ ଏହାକୁ ସ୍ଵତନ୍ତ୍ର କରିଛି। ଗର୍ଭଗୃହ ଭିତରେ ଅନନ୍ତଶାୟୀ ବିଷ୍ଣୁ ଏବଂ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇବାର ପ୍ରତିମା ରଖାଯାଇଛି। ସେଗୁଡ଼ିକ ସମ୍ଭବତଃ ଅନ୍ୟ କୌଣସି ସ୍ଥାନରୁ ପ୍ରାପ୍ତ ହୋଇ ଏଠାରେ ପୂଜା ପାଇଁ ସ୍ଥାପନ କରାଯାଇଛି।
यह मंदिर भगवान सूर्य को समर्पित है, जिन्हें बिरंचिनारायण के नाम से भी जाना जाता है। दरवाज़ों के चौखट पर की गई नक्काशी और नक्काशी 10वीं सदी AD में भुवनेश्वर और खिचिंग के शिव मंदिरों में पाई जाने वाली नक्काशी जैसी है। मंदिर के अंदर, सूर्य की एक मूर्ति, जिसे बिरंचिनारायण के नाम से जाना जाता है, स्थापित है। एक चौकोर पत्थर की वेदी पर, जो थोड़ी ऊपर की ओर दबी हुई है, चारों तरफ सूर्य की चार मूर्तियाँ खुदी हुई हैं। यह मंदिर चार दरवाज़ों, जगमोहन की स्थापना की कमी, एक चबूतरे की व्यवस्था और सभी दिशाओं का सामना करते हुए भगवान बिरंचिनारायण की स्थापना के कारण अनोखा है। गर्भगृह के अंदर, अनंतसाई विष्णु और कृष्ण की गोवर्धन पहाड़ी उठाते हुए मूर्तियाँ स्थापित हैं। वे शायद कहीं और मिली थीं और उन्हें आसानी से पूजा करने के लिए यहाँ रखा गया था।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 10th October 1982.

୧୦ ଅକ୍ଟୋବର ୧୯୮୨ ରେ ଓଡ଼ିଶା ସରକାର ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

10 अक्टूबर 1982 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 21°1′39″N
Longitude: 86°36′40″E

ଅକ୍ଷାଂଶ: 21°1′39″N
ଦ୍ରାଘିମାଂଶ: 86°36′40″E

अक्षांश: 21°1′39″N
देशांतर: 86°36′40″E

Locality
ସ୍ଥାନ
स्थान

Palia

ପାଳିଆ

पालिया

District
ଜିଲ୍ଲା
जिला

Bhadrak

ଭଦ୍ରକ

भद्रक

Date / Period
ତାରିଖ / କାଳ
तिथि / काल

11th C.A.D

୧୧ଶ ଖ୍ରୀଷ୍ଟାବ୍ଦ

11वीं शताब्दी ईस्वी