Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Sabhamandap
ସଭାମଣ୍ଡପ ବିଷୟରେ
सभामंडप के बारे में
Sabhamandap, Bhanapur(Tulasipur), Puri
ସଭାମଣ୍ଡପ, ଭାଣପୁର (ତୁଳସୀପୁର), ପୁରୀ
सभामंडप, भानापुर (तुलसीपुर), पुरी
The Sabhamandap at Bhanapur (Tulasipur) is a detached pillared hall associated with a temple complex, locally used for religious assemblies, rituals, and community gatherings. Architecturally, it reflects the Kalinga temple tradition, typically comprising a square or rectangular plan supported by stone pillars and a low pyramidal roof (Pidha type). The structure is noted for its functional layout rather than elaborate ornamentation, indicating its role as a congregational space complementing the main shrine.
ଭାଣପୁରରେ ଥିବା ସଭାମଣ୍ଡପ (ତୁଳସୀପୁର)ହେଉଛି ଏକ ସ୍ବତନ୍ତ୍ର ସ୍ତମ୍ଭବିଶିଷ୍ଟ ମୁଣ୍ଡପ; ଯାହା ଏକ ମନ୍ଦିର ପରିସର ମଧ୍ୟରେ ରହିଛି। ସ୍ଥାନୀୟ ଭାବେ ଏହା ଧାର୍ମିକ ସଭା, ରୀତିନୀତି ଏବଂ ସାମୁହିକ ସମାବେଶ ପାଇଁ ବ୍ୟବହୃତ ହୁଏ। ସ୍ଥାପତ୍ୟ ଦୃଷ୍ଟିରୁ, ଏହା କଳିଙ୍ଗ ମନ୍ଦିର ପରମ୍ପରାକୁ ପ୍ରତିଫଳିତ କରେ। ସାଧାରଣତଃ ଏହା ପଥର ସ୍ତମ୍ଭ ଏବଂ ଏକ ନିମ୍ନ ପିରାମିଡ୍ ଛାତ ଦ୍ୱାରା ସମର୍ଥିତ ଏକ ବର୍ଗାକାର କିମ୍ବା ଆୟତାକାର ଯୋଜନାରେ ନିର୍ମାଣ ହୋଇଛି। ମନ୍ଦିରଟି ନିଜ ଆକୃତି ବିନ୍ୟାସ ପାଇଁ ପ୍ରସିଦ୍ଧ; ଯାହା ମୁଖ୍ୟ ମନ୍ଦିରର ପରିପୂରକ ଭାବେ ସାମୁଦାୟିକ ସଭାସ୍ଥଳ ରୂପେ କାର୍ଯ୍ୟ କରୁଥିବା ସୂଚାଇଥାଏ।
भानपुर (तुलसीपुर) का सभामंडप एक मंदिर परिसर से जुड़ा हुआ स्तंभों वाला एक अलग हॉल है, जिसका उपयोग स्थानीय रूप से धार्मिक सभाओं, अनुष्ठानों और सामुदायिक समारोहों के लिए किया जाता है। स्थापत्य की दृष्टि से, यह कलिंग मंदिर परंपरा को दर्शाता है, जिसमें आमतौर पर पत्थर के स्तंभों द्वारा समर्थित एक वर्गाकार या आयताकार योजना और एक कम पिरामिडनुमा छत (पिधा प्रकार) होती है। यह संरचना विस्तृत अलंकरण के बजाय अपने कार्यात्मक लेआउट के लिए जानी जाती है, जो मुख्य मंदिर के पूरक एक सभा स्थल के रूप में इसकी भूमिका को इंगित करती है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

15th Nov 2021

୧୫ ନଭେମ୍ବର ୨୦୨୧

15th Nov 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Bhanapur

ଭାଣପୁର

भानापुर

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th-11th C.A.D

ଖ୍ରୀଷ୍ଟାବ୍ଦ ୧୦ମ-୧୧ଶ ଶତାବ୍ଦୀ

10th-11th C.A.D