Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Somanatha Temple
ସୋମନାଥ ମନ୍ଦିର ବିଷୟରେ
सोमनाथ मंदिर के बारे में
Somanatha Temple, Birabalabhadrapur, Puri
ସୋମନାଥ ମନ୍ଦିର, ବୀରବଳଭଦ୍ରପୁର, ପୁରୀ
सोमनाथ मंदिर, बीरबलभद्रपुर, पुरी
Somanatha Temple at Birabalabhadrapur in Puri district, Odisha is a small but significant Shaiva shrine that illustrates the persistence of traditional temple building and worship practices in the rural landscape of coastal Odisha. Dedicated to Lord Somanatha, a revered aspect of Shiva symbolising cosmic order and rejuvenation, the temple functions as an active centre of devotion for the local community and nearby villages. The temple is constructed in the regional Kalinga architectural idiom. The religious life of the temple is closely integrated with the agrarian cycle and local customs. The festival of Mahashivaratri is observed with particular devotion, drawing large numbers of worshippers for night-long prayer, fasting, and communal celebration.
ଓଡ଼ିଶାର ପୁରୀ ଜିଲ୍ଲାର ବୀରବଳଭଦ୍ରପୁରରେ ଥିବା ସୋମନାଥ ମନ୍ଦିର ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏକ ପ୍ରସିଦ୍ଧ ଶୈବ ମନ୍ଦିର। ଏହା ଉପକୂଳ ଓଡ଼ିଶାର ଗ୍ରାମୀଣ ପରିବେଶରେ ପାରମ୍ପରିକ ମନ୍ଦିର ନିର୍ମାଣ ଏବଂ ପୂଜା ପ୍ରଥାର ସ୍ଥାୟୀତ୍ୱକୁ ଦର୍ଶାଏ। ଏହି ମନ୍ଦିର ସୃଷ୍ଟିର ସମନ୍ଵୟ ଏବଂ ପୁନର୍ଜୀବନର ପ୍ରତୀକ ସ୍ୱରୂପ ଶିବଙ୍କ ଏକ ପୂଜ୍ୟ ରୂପ ଭଗବାନ 'ସୋମନାଥ'ଙ୍କୁ ଉତ୍ସର୍ଗୀକୃତ। ମନ୍ଦିରଟି ସ୍ଥାନୀୟ ସମ୍ପ୍ରଦାୟ ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ଏକ ସକ୍ରିୟ ଭକ୍ତି କେନ୍ଦ୍ର ଭାବରେ କାର୍ଯ୍ୟ କରେ। ଏହା ଆଞ୍ଚଳିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ମନ୍ଦିରର ଧାର୍ମିକ ଜୀବନ ସ୍ଥାନୀୟ କୃଷି ଚକ୍ର ଓ ଗ୍ରାମୀଣ ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏଠାରେ ମହାଶିବରାତ୍ରି ପର୍ବକୁ ବିଶେଷ ଭକ୍ତି ସହକାରେ ପାଳନ କରାଯାଏ। ଏହି ସମୟରେ ରାତି ସାରା ଜାଗରଣ, ପୂଜା, ଉପବାସ ଏବଂ ସାମୁହିକ ଉତ୍ସବ ଲାଗି ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ଜମିଥାଏ।
ओडिशा के पुरी जिले के बीरबलभद्रपुर में स्थित सोमनाथ मंदिर एक छोटा लेकिन महत्वपूर्ण शैव तीर्थस्थल है, जो तटीय ओडिशा के ग्रामीण इलाकों में पारंपरिक मंदिर निर्माण और पूजा पद्धतियों की निरंतरता को दर्शाता है। भगवान सोमनाथ को समर्पित यह मंदिर, शिव के एक पूजनीय रूप को समर्पित है, जो ब्रह्मांडीय व्यवस्था और पुनर्जन्म का प्रतीक हैं। यह मंदिर स्थानीय समुदाय और आसपास के गांवों के लिए भक्ति का एक सक्रिय केंद्र है। मंदिर का निर्माण क्षेत्रीय कलिंग वास्तुकला शैली में किया गया है। मंदिर का धार्मिक जीवन कृषि चक्र और स्थानीय रीति-रिवाजों से गहराई से जुड़ा हुआ है। महाशिवरात्रि का त्योहार विशेष श्रद्धा के साथ मनाया जाता है, जिसमें बड़ी संख्या में श्रद्धालु रात भर प्रार्थना, उपवास और सामूहिक उत्सव में भाग लेते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th Oct 2021

୬ ଅକ୍ଟୋବର ୨୦୨୧

6th Oct 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Birabalabhadrapur, Puri

ବୀରବଳଭଦ୍ରପୁର, ପୁରୀ

बीरबलभद्रपुर, पुरी

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

19th CAD

ଖ୍ରୀଷ୍ଟାବ୍ଦ ୧୯ଶ ଶତାବ୍ଦୀ

19th CAD