Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Somanatha Temple
ସୋମନାଥ ମନ୍ଦିର ବିଷୟରେ
सोमनाथ मंदिर के बारे में
Somanatha Temple, Subarnapur, Gop, Puri.
ସୋମନାଥ ମନ୍ଦିର, ସୁବର୍ଣ୍ଣପୁର, ଗୋପ, ପୁରୀ
सोमनाथ मंदिर, सुबर्णपुर, गोप, पुरी
Somanatha Temple at Subarnapur village under Gop in Puri district, Odisha is a modest but culturally significant Shaiva shrine that reflects the long continuity of rural temple traditions in coastal Odisha. Dedicated to Lord Somanatha, a form of Shiva associated with the moon and cosmic rhythm, the temple serves as an important centre of daily worship and seasonal festivals for the surrounding agrarian communities. The shrine follows the regional Kalinga style of temple architecture, though executed on a small village scale. The principal structure is the sanctum (deul), which houses a stone Shiva linga set within a circular yoni pitha. Based on stylistic and constructional features, the temple likely originated in the late medieval to early modern period (around 15th–17th century CE).
ପୁରୀ ଜିଲ୍ଲାର ଗୋପ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ସୋମନାଥ ମନ୍ଦିର ସାଂସ୍କୃତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଶୈବ ମନ୍ଦିର। ଏହା ଉପକୂଳ ଓଡ଼ିଶାର ଗ୍ରାମୀଣ ମନ୍ଦିର ପରମ୍ପରାର ଦୀର୍ଘ ନିରନ୍ତରତାକୁ ପ୍ରତିଫଳିତ କରେ। ଏହା ଶିବଙ୍କ ଏକ ରୂପ ‘ଭଗବାନ ସୋମନାଥ’ଙ୍କୁ ଉତ୍ସର୍ଗୀକୃତ। ଏହି ମନ୍ଦିର ଆଖପାଖର କୃଷକ ସମ୍ପ୍ରଦାୟ ପାଇଁ ଦୈନନ୍ଦିନ ପୂଜା ଏବଂ ଋତୁକାଳୀନ ପର୍ବଗୁଡ଼ିକର ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରେ। ମନ୍ଦିରଟି ଆଞ୍ଚଳିକ କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟକୁ ଅନୁସରଣ କରିଥାଏ; ଯଦିଓ ଏହା ଏକ ଛୋଟ ଗ୍ରାମରେ ଅବସ୍ଥିତ। ମନ୍ଦିରର ମୁଖ୍ୟ ଗଠନ ହେଉଛି ଗର୍ଭଗୃହ (ଦେଉଳ); ଯେଉଁଥିରେ ଏକ ବୃତ୍ତାକାର ଯୋନିପୀଠ ମଧ୍ୟରେ ଏକ ପଥର ଶିବଲିଙ୍ଗ ସ୍ଥାପନ କରାଯାଇଛି। ସ୍ଥାପତ୍ୟ ଶୈଳୀ ଏବଂ ନିର୍ମାଣ ବୈଶିଷ୍ଟ୍ୟକୁ ଦେଖିଲେ ଜଣାଯାଏ, ମନ୍ଦିରଟି ସମ୍ଭବତଃ ମଧ୍ୟଯୁଗର ଶେଷରୁ ପ୍ରାରମ୍ଭିକ ଆଧୁନିକ ସମୟ (ପ୍ରାୟ ୧୫ଶ-୧୭ଶ ଶତାବ୍ଦୀ) ମଧ୍ୟରେ ଆରମ୍ଭ ହୋଇଥିଲା।
ओडिशा के पुरी जिले के गोप के सुबर्णपुर गांव में स्थित सोमनाथ मंदिर एक साधारण लेकिन सांस्कृतिक रूप से महत्वपूर्ण शैव तीर्थस्थल है, जो तटीय ओडिशा में ग्रामीण मंदिर परंपराओं की लंबी निरंतरता को दर्शाता है। भगवान सोमनाथ को समर्पित यह मंदिर, जो शिव का एक रूप हैं और चंद्रमा तथा ब्रह्मांडीय लय से जुड़े हैं, आसपास के कृषि प्रधान समुदायों के लिए दैनिक पूजा और मौसमी त्योहारों का एक महत्वपूर्ण केंद्र है। यह मंदिर क्षेत्रीय कलिंग शैली की वास्तुकला का अनुसरण करता है, हालांकि इसे छोटे ग्रामीण पैमाने पर बनाया गया है। मुख्य संरचना गर्भगृह (देउल) है, जिसमें एक गोलाकार योनि पीठ के भीतर एक पत्थर का शिवलिंग स्थापित है। शैलीगत और निर्माण संबंधी विशेषताओं के आधार पर, मंदिर की उत्पत्ति संभवतः मध्ययुग के उत्तरार्ध से आधुनिक काल के प्रारंभ (लगभग 15वीं-17वीं शताब्दी ईस्वी) में हुई थी।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th June 2020

୧୧ ଜୁନ ୨୦୨୦

11th June 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Subarnapur, Gop, Puri

ସୁବର୍ଣ୍ଣପୁର, ଗୋପ, ପୁରୀ

सुबर्णपुर, गोप, पुरी

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

17th-18th C.A.D

ଖ୍ରୀଷ୍ଟାବ୍ଦ ୧୭ଶ-୧୮ଶ ଶତାବ୍ଦୀ

17th-18th C.A.D