Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Vanivakresvara Temple
ବାଣୀ ବକ୍ରେଶ୍ୱର ମନ୍ଦିର ବିଷୟରେ
वानीवक्रेश्वर मंदिर के बारे में
Vanivakresvara Temple, Sauria GP (Ghoradia), Puri
ବାଣୀ ବକ୍ରେଶ୍ୱର ମନ୍ଦିର, ସୌରିଆ(ଘୋରାଡ଼ିଆ), ପୁରୀ
वाणीवक्रेश्वर मंदिर, सौरिया जीपी (घोराडिया), पुरी
The Vani Vakresvara Temple, also known as Bani Bakreswar Temple, is a significant Hindu shrine located in Sauria village, under the Ghoradia Gram Panchayat (GP) in Puri district, Odisha, near Delang, known for its association with Lord Shiva (Bakresvara) and dedicated to the goddess Vani, serving as a local religious center in this area of Puri. It is listed among state-protected monuments in Puri District, indicating its historical and cultural importance. According to archaeological and cultural records, the temple dates back to the 13th century A.D., placing it in the period of the later Eastern Ganga dynasty, which is known for temple construction across Odisha.
ବାଣୀ ବକ୍ରେଶ୍ୱର ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଘୋରାଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୌରିଆ ଗ୍ରାମରେ ଅବସ୍ଥିତ। ଡେଲାଙ୍ଗ ନିକଟସ୍ଥ ଏହି ପ୍ରମୁଖ ହିନ୍ଦୁ ମନ୍ଦିର ଭଗବାନ ଶିବଙ୍କ (ବକ୍ରେଶ୍ୱର) ସହିତ ଜଡ଼ିତ ଏବଂ ଦେବୀ ବାଣୀଙ୍କୁ ଉତ୍ସର୍ଗୀକୃତ। ପୁରୀର ଏହି ଅଞ୍ଚଳ ଏକ ସ୍ଥାନୀୟ ଧାର୍ମିକ କେନ୍ଦ୍ର ଭାବରେ ପରିଚିତ। ଏହା ପୁରୀ ଜିଲ୍ଲାର ରାଜ୍ୟ-ସୁରକ୍ଷିତ ସ୍ମାରକୀ ମଧ୍ୟରେ ତାଲିକାଭୁକ୍ତ; ଯାହା ଏହାର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ଦର୍ଶାଏ। ପ୍ରତ୍ନତାତ୍ତ୍ୱିକ ଏବଂ ସାଂସ୍କୃତିକ ରେକର୍ଡ ଅନୁସାରେ, ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀର। ଏହାକୁ ପରବର୍ତ୍ତୀ ପୂର୍ବ ଗଙ୍ଗ ରାଜବଂଶ ସମୟର ବୋଲି ଅନୁମାନ କରାଯାଏ; ଯାହା ସମଗ୍ର ଓଡ଼ିଶାରେ ମନ୍ଦିର ନିର୍ମାଣ ପାଇଁ ଜଣାଶୁଣା।
वाणी वक्रेश्वर मंदिर, जिसे बानी बक्रेश्वर मंदिर के नाम से भी जाना जाता है, ओडिशा के पुरी जिले में डेलंग के पास, घोराडिया ग्राम पंचायत के अंतर्गत आने वाले सौरिया गांव में स्थित एक महत्वपूर्ण हिंदू तीर्थस्थल है। यह मंदिर भगवान शिव (बक्रेश्वर) से जुड़ाव के लिए प्रसिद्ध है और देवी वाणी को समर्पित है। यह पुरी क्षेत्र का एक स्थानीय धार्मिक केंद्र है। पुरी जिले में राज्य द्वारा संरक्षित स्मारकों में सूचीबद्ध यह मंदिर अपने ऐतिहासिक और सांस्कृतिक महत्व को दर्शाता है। पुरातात्विक और सांस्कृतिक अभिलेखों के अनुसार, यह मंदिर 13वीं शताब्दी ईस्वी पूर्व का है, जो इसे पूर्वी गंगा राजवंश के उत्तरार्ध के काल में रखता है, जो पूरे ओडिशा में मंदिर निर्माण के लिए प्रसिद्ध है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

19th Sep 2022

୧୯ ସେପ୍ଟେମ୍ବର ୨୦୨୨

19th Sep 2022

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Sauria GP (Ghoradia)

ସୌରିଆ ଗ୍ରାମ ପଞ୍ଚାୟତ (ଘୋରାଡ଼ିଆ)

सौरिया जीपी (घोराडिया)

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

13th C.A.D

ଖ୍ରୀଷ୍ଟାବ୍ଦ ୧୩ଶ ଶତାବ୍ଦୀ

13th C.A.D