Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Yavana Haridas Temple
ଯବନ ହରିଦାସ ମନ୍ଦିର ବିଷୟରେ
यवन हरिदास मंदिर के बारे में
Yavana Haridas Temple, (Siddhabakula Matha), Balisahi, Puri
ଯବନ ହରିଦାସ ମନ୍ଦିର, (ସିଦ୍ଧ ବକୁଳ ମଠ), ବାଲିସାହି, ପୁରୀ
यवन हरिदास मंदिर, (सिद्धबकुला मठ), बालिसाही, पुरी
Siddha Bakula Matha is a sacred matha located in Bali Sahi, Puri, Odisha, associated with Srila Haridas Thakur, a famed devotee of Sri Chaitanya Mahaprabhu. Haridas Thakur used to chant the Hare Krishna mantra 300,000 times daily and lived here under a sacred bakula tree. Sri Chaitanya Mahaprabhu himself visited Haridas Thakur here and is traditionally believed to have planted the bakula twig (which grew into the Siddha Bakula tree) to provide him shelter. This site is an important pilgrimage spot for followers of Gaudiya Vaishnavism and devotees of Namasankirtana (chanting of the holy names).
ସିଦ୍ଧ ବକୁଳ ମଠ ହେଉଛି ଓଡ଼ିଶାର ପୁରୀ ବାଲି ସାହିରେ ଅବସ୍ଥିତ ଏକ ପବିତ୍ର ମଠ; ଯାହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପରମ ଭକ୍ତ ଶ୍ରୀଲ ହରିଦାସ ଠାକୁରଙ୍କ ସହ ଜଡ଼ିତ। ହରିଦାସ ଠାକୁର ପ୍ରତିଦିନ ୩୦୦,୦୦୦ ଥର ‘ହରେ କୃଷ୍ଣ’ ମହାମନ୍ତ୍ର ଜପ କରୁଥିଲେ ଏବଂ ଏଠାରେ ଏକ ପବିତ୍ର ବକୁଳ ଗଛ ତଳେ ରହୁଥିଲେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ନିଜେ ଏଠାରେ ହରିଦାସ ଠାକୁରଙ୍କୁ ଦର୍ଶନ ଦେଇଥିଲେ। ବିଶ୍ବାସ କରାଯାଏ, ଯେ ହରିଦାସ ଠାକୁରଙ୍କୁ ଆଶ୍ରୟ ଦେବା ପାଇଁ ଶ୍ରୀଚୈତନ୍ୟ ମହାପ୍ରଭୁ ଏଠାରେ ଏକ ବକୁଳ ଡାଳ (ଯାହା ସିଦ୍ଧ ବକୁଳ ଗଛରେ ପରିଣତ ହୋଇଥିଲା) ରୋପଣ କରିଥିଲେ। ଏହି ସ୍ଥାନ ଗୌଡ଼ୀୟ ବୈଷ୍ଣବ ଧର୍ମର ଅନୁଗାମୀ ଏବଂ ନାମସଂକୀର୍ତ୍ତନ (ପବିତ୍ର ନାମ ଜପ) କରୁଥିବା ଭକ୍ତମାନଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥଳ।
सिद्ध बकुला मठ, ओडिशा के पुरी जिले के बाली साही में स्थित एक पवित्र मठ है, जो श्री चैतन्य महाप्रभु के प्रसिद्ध भक्त श्रील हरिदास ठाकुर से जुड़ा हुआ है। हरिदास ठाकुर प्रतिदिन 300,000 बार हरे कृष्ण मंत्र का जाप करते थे और एक पवित्र बकुला वृक्ष के नीचे निवास करते थे। स्वयं श्री चैतन्य महाप्रभु ने हरिदास ठाकुर से मिलने यहाँ दर्शन किए थे और ऐसा माना जाता है कि उन्होंने ही बकुला की टहनी (जो बाद में सिद्ध बकुला वृक्ष बन गई) को उन्हें आश्रय देने के लिए रोपा था। यह स्थान गौड़ीय वैष्णव धर्म के अनुयायियों और नामसंकीर्तन (पवित्र नामों का जप) करने वाले भक्तों के लिए एक महत्वपूर्ण तीर्थस्थल है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th July 2021

୯ ଜୁଲାଇ ୨୦୨୧

9th July 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Balisahi

ବାଲିସାହି

बालिसाही

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th-11th C.A.D

ଖ୍ରୀଷ୍ଟାବ୍ଦ ୧୦ମ-୧୧ଶ ଶତାବ୍ଦୀ

10th-11th C.A.D