Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Baliharchandi Temple
ବାଲିହରଚଣ୍ଡୀ ମନ୍ଦିର ବିଷୟରେ
बलिहारचंडी मंदिर के बारे में
Baliharchandi Temple, Bramhagiri, Puri
ବାଲିହରଚଣ୍ଡୀ ମନ୍ଦିର, ବ୍ରହ୍ମଗିରି, ପୁରୀ
बलिहरचंडी मंदिर, ब्रम्हगिरि, पुरी
serving as a spiritual site, a scenic spot for picnics, and a protected monument. It's known for its natural beauty, serene beach, and connection to Lord Jagannath rituals, making it popular for devotees and tourists seeking peace and natural splendor. Here Goddess Durga, worshipped as Asta-Bhuja Mahisamardini Durga (Eight-Armed slayer of the buffalo demon). It is considered one of Odisha's Asta-Saktis, a major Sakta Pitha, and a place with rituals linked to the Puri Jagannath Temple. This complex Beautiful beach, scenic views (sunrise/sunset), casuarina groves, and a blend of spirituality and nature. Here devotees celebrates major festivals like Navratri, Durga Puja, and Ramanavami.
ପୁରୀର ବ୍ରହ୍ମଗିରି ନିକଟରେ ଥିବା ବାଲିହରଚଣ୍ଡୀ ମନ୍ଦିର ହେଉଛି ଦେବୀ ଦୁର୍ଗା (ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ଦୁର୍ଗା)ଙ୍କୁ ସମର୍ପିତ ଏକ ପ୍ରମୁଖ ଶକ୍ତିପୀଠ। ଏହା ବଙ୍ଗୋପସାଗର ନିକଟରେ ଏକ ବାଲୁକାମୟ ପାହାଡ଼ ଉପରେ ଅବସ୍ଥିତ; ଯେଉଁଠାରେ ଭାର୍ଗବୀ ନଦୀ ସମୁଦ୍ର ସହିତ ମିଶିଛି। ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ବେଳାଭୂମି ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହିତ ସଂଯୋଗ ପାଇଁ ଜଣାଶୁଣା। ଏହି କାରଣରୁ ଶାନ୍ତି ଏବଂ ପ୍ରାକୃତିକ ବୈଭବ ଖୋଜୁଥିବା ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଆଧ୍ୟାତ୍ମିକ ଓ ମନୋରମ ସ୍ଥାନ। ଏଠାରେ ଦେବୀ ଦୁର୍ଗାଙ୍କୁ ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ମା’ ଦୁର୍ଗା ଭାବରେ ପୂଜା କରାଯାଏ। ମନ୍ଦିରଟିକୁ ଓଡ଼ିଶାର ଅଷ୍ଟଶକ୍ତିମାନଙ୍କ ମଧ୍ୟରୁ ଅନ୍ଯତମ, ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ। ଏଠାରେ ଭକ୍ତମାନେ ନବରାତ୍ରି, ଦୁର୍ଗା ପୂଜା ଏବଂ ରାମନବମୀ ଭଳି ପ୍ରମୁଖ ଉତ୍ସବ ପାଳନ କରନ୍ତି।
यह एक आध्यात्मिक स्थल, सुंदर पिकनिक स्थल और संरक्षित स्मारक है। अपनी प्राकृतिक सुंदरता, शांत समुद्र तट और भगवान जगन्नाथ के अनुष्ठानों से जुड़ाव के लिए प्रसिद्ध यह स्थान शांति और प्राकृतिक वैभव की तलाश करने वाले भक्तों और पर्यटकों के बीच लोकप्रिय है। यहां देवी दुर्गा की पूजा अष्टभुजा महिषमर्दिनी दुर्गा (भैंस राक्षस का वध करने वाली आठ भुजाओं वाली देवी) के रूप में की जाती है। इसे ओडिशा के अष्टशक्ति में से एक, एक प्रमुख शाक्त पीठ और पुरी जगन्नाथ मंदिर से जुड़े अनुष्ठानों वाला स्थान माना जाता है। इस परिसर में सुंदर समुद्र तट, मनोरम दृश्य (सूर्योदय/सूर्यास्त), कैसुआरिना के वन और आध्यात्मिकता और प्रकृति का अद्भुत संगम है। यहां भक्त नवरात्रि, दुर्गा पूजा और रामनवमी जैसे प्रमुख त्योहार मनाते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

12th May 2020

୧୨ ମଇ ୨୦୨୦

12th May 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Bramhagiri

ବ୍ରହ୍ମଗିରି

ब्रम्हगीरी

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

19th CAD

୧୯ଶ ଶତାବ୍ଦୀ

19th CAD