Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Buddhanatha Temple
ବୁଦ୍ଧନାଥ ମନ୍ଦିର ବିଷୟରେ
बुद्धनाथ मंदिर के बारे में
Buddhanatha Temple, Alanda, Puri
ବୁଦ୍ଧନାଥ ମନ୍ଦିର, ଅଲଣ୍ଡା, ପୁରୀ
बुद्धनाथ मंदिर, अलंदा, पुरी
Buddhanatha Temple is recognised as a state-protected monument in the Alanda area (Nimapada block) of Puri district, Odisha. It’s listed in the official register of protected heritage sites maintained for Odisha’s temples and monuments, which helps confirm its cultural and historical value. The temple structure dates roughly to the 10th–11th century A.D., placing it within the early medieval period of Odisha’s temple architecture. The name “Buddhanatha” typically suggests a temple dedicated to Lord Shiva in local traditions. Alanda can be reached by road from Puri town (about 30–40 km to the southwest) and from Bhubaneswar (about 70–80 km north), making it feasible as a day-trip location for temple heritage enthusiasts.
ବୁଦ୍ଧନାଥ ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାର ଅଲଣ୍ଡା ଅଞ୍ଚଳ (ନିମାପଡ଼ା ବ୍ଲକ)ରେ ଅବସ୍ଥିତ। ଏହା ଏକ ରାଜ୍ୟ-ସୁରକ୍ଷିତ ସ୍ମାରକୀ ଭାବରେ ସ୍ୱୀକୃତିପ୍ରାପ୍ତ। ମନ୍ଦିର ଗଠନ ପ୍ରାୟ ୧୦ମ-୧୧ଶ ଶତାବ୍ଦୀର, ଏହାକୁ ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ପ୍ରାରମ୍ଭିକ ମଧ୍ୟଯୁଗୀୟ ସମୟର ବୋଲି କୁହାଯାଇପାରିବ। ‘ବୁଦ୍ଧନାଥ’ ନାମ ସାଧାରଣତଃ ସ୍ଥାନୀୟ ପରମ୍ପରାରେ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିରକୁ ସୂଚିତ କରେ। ଓଡ଼ିଶାର ବୁଦ୍ଧନାଥ ମନ୍ଦିରଗୁଡ଼ିକ ସାଧାରଣତଃ ଏକ ଶିବ ମନ୍ଦିରକୁ ବୁଝାଏ; ଯେଉଁଠାରେ ଭଗବାନ ଶିବ ପୂଜା ପାଆନ୍ତି। ପୁରୀ ସହର (ଦକ୍ଷିଣପଶ୍ଚିମକୁ ପ୍ରାୟ ୩୦-୪୦ କି.ମି) ଏବଂ ଭୁବନେଶ୍ୱର (ଉତ୍ତରରେ ପ୍ରାୟ ୭୦-୮୦ କି.ମି)ରୁ ସଡ଼କ ପଥରେ ଅଲଣ୍ଡା ପହଞ୍ଚି ହେବ। ତେଣୁ ମନ୍ଦିର ଐତିହ୍ୟ ପ୍ରେମୀଙ୍କ ଲାଗି ଏକ ଦିନିକିଆ ଯାତ୍ରା ଭାବେ ଏହି ସ୍ଥାନ ବେଶ ଉପଯୁକ୍ତ।
बुद्धनाथ मंदिर ओडिशा के पुरी जिले के अलंदा क्षेत्र (निमापाड़ा ब्लॉक) में स्थित एक राज्य-संरक्षित स्मारक है। यह ओडिशा के मंदिरों और स्मारकों के लिए बनाए गए संरक्षित विरासत स्थलों के आधिकारिक रजिस्टर में सूचीबद्ध है, जो इसके सांस्कृतिक और ऐतिहासिक महत्व की पुष्टि करता है। मंदिर की संरचना लगभग 10वीं-11वीं शताब्दी ईस्वी की है, जो इसे ओडिशा की मंदिर वास्तुकला के प्रारंभिक मध्ययुगीन काल में रखती है। स्थानीय परंपराओं में "बुद्धनाथ" नाम आमतौर पर भगवान शिव को समर्पित मंदिर को दर्शाता है। अलंदा पुरी शहर (दक्षिण-पश्चिम में लगभग 30-40 किमी) और भुवनेश्वर (उत्तर में लगभग 70-80 किमी) से सड़क मार्ग से पहुँचा जा सकता है, जिससे यह मंदिर विरासत प्रेमियों के लिए एक दिन की यात्रा का सुविधाजनक स्थान बन जाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th June 2025

୬ ଜୁନ ୨୦୨୫

6th June 2025

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Alanda

ଅଲଣ୍ଡା

अलंदा

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th–11th century A.D

୯ମ-୧୦ମ ଶତାବ୍ଦୀ

10th–11th century A.D