Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gangesvari Temple
ଗଙ୍ଗେଶ୍ୱରୀ ମନ୍ଦିର ବିଷୟରେ
गंगेश्वरी मंदिर के बारे में
Gangesvari Temple, Bayalishbati, Puri
ଗଙ୍ଗେଶ୍ୱରୀ ମନ୍ଦିର,ବୟାଳିଶବାଟି, ପୁରୀ
गंगेश्वरी मंदिर, बयालिस बटी, पुरी
The Gangeswari Temple in Bayalish Bati, near Gop in Puri district, is a significant 13th-century Kalinga-style temple, often considered a precursor or model for the Konark Sun Temple, featuring sandstone construction, intricate carvings, and a Khakhara shrine with a Jagamohana (porch). Dedicated to Goddess Gangeswari (a family deity), it showcases exquisite sculptures, including Varahi as a guardian figure, and reflects the architectural brilliance of the Eastern Ganga Dynasty. It was built in the distinctive Kalinga style, the temple features a Khakhara-style vimana (sanctum) and a pidha jagamohana (assembly hall). It was Constructed during the reign of the Eastern Ganga Dynasty in the 13th century. It resides over Goddess Gangeswari, a significant Shakti deity. It Adorned with carvings of Dikpalas, Nayikas, Gajas, and other mythological scenes, with a notable Varahi sculpture.
ପୁରୀ ଜିଲ୍ଲାର ଗୋପ ନିକଟବର୍ତ୍ତୀ ବାୟାଲିଶ ବାଟିରେ ଥିବା ଗଙ୍ଗେଶ୍ୱରୀ ମନ୍ଦିର ହେଉଛି ୧୩ଶ ଶତାବ୍ଦୀର ଏକ ପ୍ରମୁଖ କଳିଙ୍ଗ-ଶୈଳୀର ମନ୍ଦିର। ଏହି ମନ୍ଦିରର ସ୍ଥାପତ୍ୟ ଶୈଳୀକୁ ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ମଡେଲ ଭାବରେ ବିବେଚନା କରାଯାଏ। ଏଥିରେ ବାଲିପଥରର ନିର୍ମାଣ, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଜଗମୋହନ (ପ୍ରବେଶ ମଣ୍ଡପ) ସହିତ ଏକ ଖାଖରା ମନ୍ଦିର ରହିଛି। ଏହି ମନ୍ଦିର ଦେବୀ ଗଙ୍ଗେଶ୍ୱରୀଙ୍କୁ ଉତ୍ସର୍ଗୀକୃତ। ଏଠାରେ ରକ୍ଷକ ଦେବୀ ଭାବେ ଥିବା ବାରାହୀ ଦେବୀଙ୍କ ଶିଳ୍ପ ମୂର୍ତ୍ତି ଭଳି ଅନେକ ଉକୃଷ୍ଟ ଶିଳ୍ପକଳା ଶୋଭା ପାଇଥାଏ। ଏହି ମନ୍ଦିର ପୂର୍ବ ଗଙ୍ଗ ରାଜବଂଶର ସ୍ଥାପତ୍ୟ ଚମତ୍କାରିତାକୁ ପ୍ରତିଫଳିତ କରେ। ସ୍ୱତନ୍ତ୍ର କଳିଙ୍ଗ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରରେ ଖାଖରା-ଶୈଳୀର ବିମାନ ଏବଂ ଏକ ପିଢା ଶୈଳୀର ଜଗମୋହନ ରହିଛି। ଏହା ୧୩ଶ ଶତାବ୍ଦୀରେ ପୂର୍ବ ଗଙ୍ଗ ରାଜବଂଶର ରାଜତ୍ୱ ସମୟରେ ନିର୍ମାଣ ହୋଇଥିଲା। ଏହା ଦିଗପାଳ, ନାୟକ, ଗଜ ଏବଂ ଅନ୍ୟାନ୍ୟ ପୌରାଣିକ ଦୃଶ୍ୟର କାରୁକାର୍ଯ୍ୟରେ ସଜ୍ଜିତ। ଏଠାରେ ଏକ ଭବ୍ୟ ବାରାହୀ ମୂର୍ତ୍ତି ଶୋଭା ପାଇଥାଏ।
पुरी जिले के गोप के पास बायलिश बाटी में स्थित गंगेश्वरी मंदिर, 13वीं शताब्दी का एक महत्वपूर्ण कलिंग शैली का मंदिर है, जिसे अक्सर कोणार्क सूर्य मंदिर का पूर्ववर्ती या आदर्श माना जाता है। बलुआ पत्थर से निर्मित, जटिल नक्काशी और जगमोहन (पोर्च) के साथ एक खखरा गर्भगृह इसकी विशेषता है। कुलदेवी, देवी गंगेश्वरी को समर्पित, यह मंदिर संरक्षक के रूप में वराही सहित उत्कृष्ट मूर्तियों को प्रदर्शित करता है और पूर्वी गंगा राजवंश की स्थापत्य कला की प्रतिभा को दर्शाता है। विशिष्ट कलिंग शैली में निर्मित, इस मंदिर में खखरा शैली का विमान (गर्भगृह) और एक पिधा जगमोहन (सभा कक्ष) है। इसका निर्माण 13वीं शताब्दी में पूर्वी गंगा राजवंश के शासनकाल के दौरान हुआ था। यह मंदिर शक्ति की एक महत्वपूर्ण देवी, देवी गंगेश्वरी को समर्पित है। यह दिक्पालों, नायिकाओं, गजों और अन्य पौराणिक दृश्यों की नक्काशी से सुशोभित है, जिसमें वराही की एक उल्लेखनीय मूर्ति भी शामिल है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

13th C.A.D

୧୩ଶ ଖ୍ରୀଷ୍ଟାବ୍ଦ

13th C.A.D

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 13th C.A.D
Longitude: 13th C.A.D

ଅକ୍ଷାଂଶ: 13th C.A.D
ଦ୍ରାଘିମାଂଶ: 13th C.A.D

अक्षांश: 13th C.A.D
देशांतर: 13th C.A.D

Locality
ସ୍ଥାନ
स्थान

Bayalishbati

ବୟାଳିଶବାଟି

13th C.A.D

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

13th C.A.D

୧୩ଶ ଖ୍ରୀଷ୍ଟାବ୍ଦ

13th C.A.D