Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Somanath Temple
ସୋମନାଥ ମନ୍ଦିର ବିଷୟରେ
सोमनाथ मंदिर के बारे में
The Sacred Abode of the Self-Manifested Shiva in Timeless Kalinga Glory
କଳିଙ୍ଗ ଐତିହ୍ୟରେ ସ୍ୱୟଂଭୂ ଶିବଙ୍କ ପବିତ୍ର ଧାମ
कालिंग वैभव में स्वयंभू शिव का पवित्र धाम
The Somnath Temple in Budhapada, Khordha, Odisha, is a 13th-century Kalingan-style Shiva temple, contemporary to the Konark Sun Temple, known for its intricate stone carvings, wish chambers, and ancient architecture. it features unique sculptural details and is a significant historical and spiritual site in the region. Presides over a patalaphuta Sivalinga (a self-emerged lingam from the earth). A popular spot for Shaiva festivals like Mahashivaratri, with offerings including chudaghasa and dalma.
ଓଡ଼ିଶା ଖୋର୍ଦ୍ଧାରେ ଥିବା ବୁଢ଼ାପଡ଼ାର ସୋମନାଥ ମନ୍ଦିର ହେଉଛି ୧୩ଶ ଶତାବ୍ଦୀର କଳିଙ୍ଗ ଶୈଳୀର ଏକ ଶିବ ମନ୍ଦିର। ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରର ସମସାମୟିକ। ମନ୍ଦିରଟି ସୂକ୍ଷ୍ମ ପଥର କାରୁକାର୍ଯ୍ୟ, ମନସ୍କାମନା ପୂରଣ କକ୍ଷ ଏବଂ ପ୍ରାଚୀନ ସ୍ଥାପତ୍ୟ କଳା ପାଇଁ ଜଣାଶୁଣା। ଏଥିରେ ଅନନ୍ୟ ମୂର୍ତ୍ତିକଳା ଦେଖିବାକୁ ମିଳେ। ଏହା ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ଆଧ୍ୟାତ୍ମିକ ସ୍ଥଳ। ଏଠାରେ ପାତାଳଫୁଟା ଶିବଲିଙ୍ଗ (ଭୂମିରୁ ସ୍ୱୟଂ-ଉଦ୍ଭବ ଲିଙ୍ଗ) ପୂଜା ପାଇଥାନ୍ତି। ମହାଶିବରାତ୍ରି ଭଳି ଶୈବ ପର୍ବଗୁଡ଼ିକ ପାଇଁ ଏହା ଏକ ଲୋକପ୍ରିୟ ସ୍ଥାନ। ଏଠାରେ ପ୍ରମୁଖ ନୈବେଦ୍ୟ ଭାବେ ଚୁଡ଼ାଘଷା ଓ ଡାଲମା ଅର୍ପଣ କରାଯାଏ।
ओडिशा के खोरधा के बुधपारा में सोमनाथ मंदिर 13वीं सदी का कलिंग-स्टाइल का शिव मंदिर है, जो कोणार्क सूर्य मंदिर के समय का है। यह अपने बारीक पत्थर के काम, इच्छा कमरा और पुराने आर्किटेक्चर के लिए जाना जाता है। इसमें अनोखी मूर्तिकला की सुचना हैं और यह इस इलाके की एक ज़रूरी ऐतिहासिक और आध्यात्मिक जगह है। इसमें एक पातालफुटा शिवलिंग (धरती से निकलने वाला शिवलिंग) है। यह महाशिवरात्रि जैसे शैव त्योहारों के लिए एक लोकप्रिय जगह है, जिसके दौरान चूड़ाघाशा और दलमा जैसे प्रसाद चढ़ाए जाते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a State Protected Monument by the Government of Odisha under the Odisha Ancient Monuments Preservation Act.

ଓଡ଼ିଶା ପ୍ରାଚୀନ ସ୍ମାରକ ସଂରକ୍ଷଣ ଆଇନ ଅନୁସାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ ରାଜ୍ୟ ସୁରକ୍ଷିତ ସ୍ମାରକୀ।

ओडिशा प्राचीन स्मारक संरक्षण अधिनियम के अंतर्गत ओडिशा सरकार द्वारा इसे राज्य संरक्षित स्मारक घोषित किया गया है।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.144839996356964
Longitude: 85.75292318248117

ଅକ୍ଷାଂଶ: 20.144839996356964
ଦ୍ରାଘିମାଂଶ: 85.75292318248117

अक्षांश: 20.144839996356964
देशांतर: 85.75292318248117

Locality
ସ୍ଥାନ
स्थान

Old Town

ବୁଢ଼ାପଡ଼ା

पुराना शहर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

9th C.A.D

୯ମ ଖ୍ରୀଷ୍ଟାବ୍ଦ

13वीं शताब्दी ईस्वी