Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Akhandalamani Temple
ଆଖଣ୍ଡଳମଣି ମନ୍ଦିର ବିଷୟରେ
अखंडलामणि मंदिर के बारे में
Preserving Faith, Celebrating Tradition
ଆସ୍ଥା ଓ ଆଧ୍ୟାତ୍ମିକତାର ପବିତ୍ର ଯାତ୍ରା
आस्था और आध्यात्मिक पवित्र यात्रा
Akhandalamani Shiva Temple is situated in a picturesque location on the banks of the holy Baitarani River. Lord Shiva is worshipped here. The temple and Jagmohan are built in the Pidha order of the Kalinga temple style. The temple was built by the kings of the Bhanja ruling family of the erstwhile Kanika kingdom. The stone used in the construction of this temple is said to have been brought from Ratnagiri and Udayagiri areas of Jajpur district through the Baitarani River. People visit this temple to seek healing from snake bites.
ଆଖଣ୍ଡଳମଣି ଶିବ ମନ୍ଦିର ପବିତ୍ର ବୈତରଣୀ ନଦୀ କୂଳରେ ଏକ ମନୋରମ ପରିବେଶରେ ଅବସ୍ଥିତ। ଏଠାରେ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରାଯାଏ। ମନ୍ଦିର ଏବଂ ଜଗମୋହନ କଳିଙ୍ଗ ମନ୍ଦିର ଶୈଳୀ ଅନ୍ତର୍ଗତ ପିଢ଼ା କ୍ରମରେ ନିର୍ମିତ। ପୂର୍ବତନ କନିକା ରାଜ୍ୟର ଭଞ୍ଜ ରାଜାମାନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଇଛି। ଏଥିରେ ବ୍ୟବହୃତ ପଥର ଯାଜପୁର ଜିଲ୍ଲାର ରତ୍ନଗିରି ଏବଂ ଉଦୟଗିରି ଅଞ୍ଚଳରୁ ବୈତରଣୀ ନଦୀ ଦେଇ ଅଣାଯାଇଥିବା କୁହାଯାଏ। ବିଶ୍ବାସ ରହିଛି, ସାପ କାମୁଡିଥିବା ବ୍ୟକ୍ତି ଏଠାକୁ ଆସି ସୁସ୍ଥ ହୋଇଥାନ୍ତି।
अखंडलामणि शिव मंदिर पवित्र बैतरणी नदी के किनारे एक खूबसूरत जगह पर है। यहां भगवान शिव की पूजा की जाती है। मंदिर और जगमोहन कलिंग मंदिर शैली के पीढ़ा प्रकार में बने हैं। यह मंदिर पहले के कनिका राज्य के भांजा शासक परिवार के राजाओं ने बनवाया था। कहा जाता है कि इस मंदिर को बनाने में इस्तेमाल किया गया पत्थर जाजपुर जिले के रत्नागिरी और उदयगिरी इलाकों से बैतरणी नदी के रास्ते लाया गया था। लोग सांप के काटने से ठीक होने के लिए इस मंदिर में आते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 12th March 1985.

୧୨ ମାର୍ଚ୍ଚ ୧୯୮୫ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

12 मार्च 1985 को ओडिशा सरकार द्वारा संरक्षित हिन्दू स्मारक घोषित।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.8118° N
Longitude: 86.6552° E

ଅକ୍ଷାଂଶ: 20.8118° N
ଦ୍ରାଘିମାଂଶ: 86.6552° E

अक्षांश: 20.8118° N
देशांतर: 86.6552° E

Locality
ସ୍ଥାନ
स्थान

Aradi

ଆରଡ଼ି

आड़ाड़ी

District
ଜିଲ୍ଲା
जिला

Bhadrak

ଭଦ୍ରକ

भद्रक

Date / Period
ତାରିଖ / କାଳ
तिथि / काल

Between 1830 and 1840 AD

୧୮୩୦-୧୮୪୦ ଖ୍ରୀଷ୍ଟାବ୍ଦ

1830–1840 ईस्वी