Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gopinatha Temple
ଗୋପୀନାଥ ମନ୍ଦିର ବିଷୟରେ
गोपीनाथ मंदिर के बारे में
A Glorious Vaishnavite Masterpiece of the Kalinga Era
କଳିଙ୍ଗ ଯୁଗର ଗୌରବମୟ ବୈଷ୍ଣବ ଶିଳ୍ପ କୃତି
कालिंग युग की गौरवशाली वैष्णव शिल्प कृति
The Gopinath Temple is a significant 13th-century Kalinga-style temple dedicated to Lord Vishnu (Gopinath), known for its intricate stone carvings and floral patterns featuring Parsvadevatas like Varaha, Narasimha, and Vamana. It has Classic Kalinga style, typical of the Eastern Ganga period. Lord Vishnu worshipped here. Temple includes Beautiful stone carvings, including flowers, beads, and elephants, though some sculptures are weathered. It's an important Vaishnavite monument and an archaeological site showcasing ancient Odishan art.
ଗୋପୀନାଥ ମନ୍ଦିର ହେଉଛି ୧୩ଶ ଶତାବ୍ଦୀରେ ନିର୍ମିତ କଳିଙ୍ଗ ଶୈଳୀର ଏକ ପ୍ରମୁଖ ମନ୍ଦିର; ଯାହା ଭଗବାନ ବିଷ୍ଣୁ (ଗୋପୀନାଥ)ଙ୍କୁ ଉତ୍ସର୍ଗୀକୃତ। ମନ୍ଦିରରେ ଥିବା ବରାହ, ନରସିଂହ ଏବଂ ବାମନଙ୍କ ଭଳି ପାର୍ଶ୍ଵଦେବତାଙ୍କ ପୁଷ୍ପ ଅଳଙ୍କାରରେ ସୂକ୍ଷ୍ମ ପଥର କାରୁକାର୍ଯ୍ୟ ବେଶ ଆକର୍ଷିତ କରିଥାଏ। ଏଥିରେ ପୂର୍ବ ଗଙ୍ଗ ଯୁଗର ପାରମ୍ପରିକ କଳିଙ୍ଗ ଶୈଳୀ ଦେଖିବାକୁ ମିଳେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଯଦିଓ ମନ୍ଦିରର କିଛି ମୂର୍ତ୍ତି ସମୟକ୍ରମେ ନଷ୍ଟ ହୋଇଯାଇଛି, ତଥାପି ଏଥିରେ ଫୁଲ, ମଣିମାଳା ସଦୃଶ ଅଳଙ୍କାର ଏବଂ ହାତୀର ମୂର୍ତ୍ତି ପରି ସୁନ୍ଦର ପଥର କାରୁକାର୍ଯ୍ୟ ଶୋଭା ପାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଷ୍ଣବ ସ୍ମାରକୀ ଏବଂ ଓଡ଼ିଶାର ପ୍ରାଚୀନ କଳା, ସ୍ଥାପତ୍ୟକୁ ପ୍ରଦର୍ଶନ କରୁଥିବା ଏକ ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସ୍ଥାନ।
गोपीनाथ मंदिर 13वीं सदी का कलिंग-शैली का एक महत्वपूर्ण मंदिर है जो भगवान विष्णु (गोपीनाथ) को समर्पित है। यह मंदिर अपनी बारीक पत्थर की नक्काशी और वराह, नरसिंह और वामन जैसे पार्श्व देवताओं से जुड़े फूलों की डिज़ाइन के लिए जाना जाता है। यह गंगा से पहले के क्लासिकल कलिंग शैली का एक खास उदाहरण है। यहां भगवान विष्णु की पूजा की जाती थी। मंदिर में फूलों, रत्नों और हाथियों सहित सुंदर पत्थर की नक्काशी है, हालांकि कुछ मूर्तियां खराब हो गई हैं। यह एक ज़रूरी वैष्णव स्मारक और पुरानी उड़ीसा कला दिखाने वाली एक प्रत्नातात्विक साइट है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a State Protected Monument by the Government of Odisha under the Odisha Ancient Monuments Preservation Act.

ଓଡ଼ିଶା ପ୍ରାଚୀନ ସ୍ମାରକ ସଂରକ୍ଷଣ ଆଇନ ଅନୁସାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଏହା ରାଜ୍ୟ ସୁରକ୍ଷିତ ସ୍ମାରକୀ।

ओडिशा प्राचीन स्मारक संरक्षण अधिनियम के अंतर्गत ओडिशा सरकार द्वारा इसे राज्य संरक्षित स्मारक घोषित किया गया है।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.24972329745172
Longitude: 85.9230630444323

ଅକ୍ଷାଂଶ: 20.24972329745172
ଦ୍ରାଘିମାଂଶ: 85.9230630444323

अक्षांश: 20.24972329745172
देशांतर: 85.9230630444323

Locality
ସ୍ଥାନ
स्थान

Garedipanchana

ପୁରୁଣା ଭୁବନେଶ୍ଵର

गरेड़ीपंचना

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

13th C.A.D

୧୩ଶ ଖ୍ରୀଷ୍ଟାବ୍ଦ

13वीं शताब्दी ईस्वी