Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Vimalesvara Temple
ବିମଳେଶ୍ଵର ମନ୍ଦିର ବିଷୟରେ
विमलेश्वर मंदिर के बारे में
Vimalesvara Temple, Huma, Sambalpur
ବିମଳେଶ୍ଵର ମନ୍ଦିର, ହୁମା, ସମ୍ବଲପୁର
विमलेश्वर मंदिर, हुमा, संबलपुर
The Leaning Temple of Huma in Sambalpur is one of only a very few leaning temples in the world. It is located in Huma, a village situated on the bank of the Mahanadi, 23 km (14 mi) south of Sambalpur. The temple is dedicated to the Hindu God Lord Bimaleshwar. It is unknown if this structure is leaning by design or for another reason. Although the edifice leans, the pinnacle of the temple is perpendicular to the ground. The Leaning Temple, what makes this temple exceptionally notable is that the main temple structure and even other shrines and boundary walls in the complex are noticeably leaning, reminiscent of the Leaning Tower of Pisa, but unique in Indian temple architecture. This temple is one of the state protected monuments of Odisha. The Odisha State Archaeology carries out its conservation work from time to time. From an archaeological and tourism point of view, the conservation and protection of this historical site is very important for the future generations.
ସମ୍ବଲପୁର ଜିଲ୍ଲାର ହୁମାସ୍ଥିତ ବିମଳେଶ୍ଵର ମନ୍ଦିର ବିଶ୍ୱର ଅତ୍ୟନ୍ତ ଅଳ୍ପ ସଂଖ୍ୟକ ଢଳା ସ୍ଥାପତ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ମହାନଦୀ ନଦୀ କୂଳରେ ଅବସ୍ଥିତ ହୁମା ଗ୍ରାମରେ ରହିଛି, ଯାହା ସମ୍ବଲପୁର ସହରଠାରୁ ପ୍ରାୟ ୨୩ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ଏହି ମନ୍ଦିରଟି ହିନ୍ଦୁ ଦେବତା ଭଗବାନ ବିମଳେଶ୍ୱରଙ୍କୁ ସମର୍ପିତ। ମନ୍ଦିରଟି ଏପରି ଢଳା ଭାବରେ ନିର୍ମାଣ କରାଯାଇଛି କିମ୍ବା ଅନ୍ୟ କୌଣସି କାରଣରୁ ଏହା ଢଳିଛି, ତାହା ସ୍ପଷ୍ଟ ଭାବେ ଜଣା ନାହିଁ। ମନ୍ଦିରର ମୁଖ୍ୟ ନିର୍ମାଣଟି ଏକ ପାର୍ଶ୍ୱକୁ ଢଳି ରହିଥିଲେ ମଧ୍ୟ, ଏହାର ମସ୍ତକସ୍ଥିତ ଶିଖରଟି ଭୂମି ସହିତ ଲମ୍ବ ଭାବରେ ରହିଛି। ହୁମାର ଏହି ମନ୍ଦିରର ବିଶେଷତା ହେଉଛି, କେବଳ ମୁଖ୍ୟ ମନ୍ଦିର ନୁହେଁ, ପରିସରରେ ଥିବା ଅନ୍ୟାନ୍ୟ ଦେବାଳୟ ଏବଂ ସୀମାପ୍ରାଚୀରଗୁଡ଼ିକ ମଧ୍ୟ ସ୍ପଷ୍ଟ ଭାବେ ଏକ ପାର୍ଶ୍ୱକୁ ଢଳି ରହିଛି। ଏହି ବିଶିଷ୍ଟ ସ୍ଥାପତ୍ୟଗତ ବୈଶିଷ୍ଟ୍ୟ ଇଟାଲୀର ଲିନିଂ ଟାୱାର୍ ଅଫ୍ ପିସାକୁ ସ୍ମରଣ କରାଇଥାଏ। ତେବେ, ହୁମାର ମନ୍ଦିର ଭାରତୀୟ ମନ୍ଦିର ସ୍ଥାପତ୍ୟରେ ଏକ ସ୍ୱତନ୍ତ୍ର ଓ ବିରଳ ଦୃଷ୍ଟାନ୍ତ ଭାବେ ପରିଗଣିତ ହୁଏ। ଏହି ମନ୍ଦିରଟି ଓଡ଼ିଶାର ରାଜ୍ୟ ସଂରକ୍ଷିତ ସ୍ମାରକୀ ମଧ୍ୟରୁ ଅନ୍ୟତମ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସମୟ ସମୟରେ ଏହାର ସଂରକ୍ଷଣ କାର୍ଯ୍ୟ କରିଥାଏ । ପ୍ରତ୍ନତାତ୍ତ୍ୱିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ଐତିହାସିକ ସ୍ଥଳୀର ସଂରକ୍ଷଣ ଓ ସୁରକ୍ଷା ଭବିଷ୍ୟତ ପିଢ଼ି ପାଇଁ ଅତ୍ୟନ୍ତ ଆବଶ୍ୟକ।
संबलपुर में स्थित हुमा का झुका हुआ मंदिर विश्व के कुछ गिने-चुने झुके हुए मंदिरों में से एक है। यह मंदिर महानदी के किनारे बसे हुमा गांव में स्थित है, जो संबलपुर से 23 किमी (14 मील) दक्षिण में है। यह मंदिर हिंदू देवता भीमलेश्वर को समर्पित है। यह ज्ञात नहीं है कि यह संरचना जानबूझकर झुकी हुई है या किसी अन्य कारण से। हालांकि यह इमारत झुकी हुई है, मंदिर का शिखर जमीन के लंबवत है। इस झुके हुए मंदिर की खासियत यह है कि इसकी मुख्य संरचना, यहां तक ​​कि परिसर में स्थित अन्य मंदिर और चारदीवारी भी स्पष्ट रूप से झुकी हुई हैं, जो पीसा की झुकी हुई मीनार की याद दिलाती हैं, लेकिन भारतीय मंदिर वास्तुकला में यह एक अनूठी विशेषता है। यह मंदिर ओडिशा राज्य के संरक्षित स्मारकों में से एक है। ओडिशा राज्य पुरातत्व विभाग समय-समय पर इसका संरक्षण कार्य करता है। पुरातत्व और पर्यटन की दृष्टि से, इस ऐतिहासिक स्थल का संरक्षण और सुरक्षा भावी पीढ़ियों के लिए अत्यंत महत्वपूर्ण है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th July 2003

11th July 2003

11th July 2003

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Huma

ହୁମା

हुमा

District
ଜିଲ୍ଲା
जिला

Sambalpur

ସମ୍ବଲପୁର

संबलपुर

Date / Period
ତାରିଖ / କାଳ
तिथि / काल

14th Century CE

14th Century CE

14th Century CE