Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Dvarabasini Temple
ଦ୍ୱାରବାସିନୀ ମନ୍ଦିର ବିଷୟରେ
द्वारवाशिनी मंदिर के बारे में
The Sacred Tantra Peeth of Ekamra Kshetra’s Guardian Goddess
ଏକାମ୍ର କ୍ଷେତ୍ରର ରକ୍ଷକ ଦେବୀଙ୍କ ପବିତ୍ର ତାନ୍ତ୍ରିକ ପୀଠ
एकाम्र क्षेत्र की रक्षादेवी का पवित्र तांत्रिक पीठ
The Dwarbasini Temple in Bhubaneswar's Old Town, near Bindu Sagar pond is a significant ancient Tantric shrine dedicated to a form of Goddess Durga, one of the eight guardian goddesses (Chandis) of Ekamra Kshetra, with roots potentially dating back to the 11th century, though the present structure is modern, serving as a key Tantra Peeth. Mentioned in ancient texts like the Ekamra Purana, Ekamra Chandrika, and Swarnadri Mahodaya, identifying it as one of the eight Chandis of Ekamra Kshetra (Old Bhubaneswar). A major Tantra Peeth during historical periods, reflecting strong Tantric worship traditions.
ପୁରୁଣା ଭୁବନେଶ୍ୱରର ବିନ୍ଦୁ ସାଗର ପୁଷ୍କରିଣୀ ନିକଟରେ ଥିବା ‘ଦ୍ୱାରବାସିନୀ ମନ୍ଦିର’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ତନ୍ତ୍ରପୀଠ। ଏହି ମନ୍ଦିର ଦେବୀ ଦୁର୍ଗାଙ୍କ ଏକ ରୂପ ପ୍ରତି ଉତ୍ସର୍ଗୀକୃତ। ଏହି ଦେବୀ ଏକାମ୍ର କ୍ଷେତ୍ରର ଅଷ୍ଟ ରକ୍ଷକ ଦେବୀମାନଙ୍କ (ଚଣ୍ଡୀ) ମଧ୍ୟରୁ ଜଣେ। ମନ୍ଦିରଟି ସମ୍ଭବତଃ ୧୧ଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ଯଦିଓ ବର୍ତ୍ତମାନ ମନ୍ଦିରର ଗଠନ ଆଧୁନିକ, ତଥାପି ଏହା ଏକ ପ୍ରମୁଖ ତନ୍ତ୍ର ପୀଠ ଭାବରେ କାର୍ଯ୍ୟ କରେ। ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା ଏବଂ ସ୍ୱର୍ଣ୍ଣାଦ୍ରି ମହୋଦୟ ଭଳି ପ୍ରାଚୀନ ଗ୍ରନ୍ଥରେ ଏହା ବିଷୟରେ ଉଲ୍ଲେଖ ରହିଛି। ଯେଉଁଥିରେ ଏହାକୁ ଏକାମ୍ର କ୍ଷେତ୍ର (ପୁରୁଣା ଭୁବନେଶ୍ୱର)ର ଅଷ୍ଟ ଚଣ୍ଡୀଙ୍କ ମଧ୍ୟରେ ସ୍ଥାନିତ କରାଯାଇଛି। ପ୍ରାଚୀନ କାଳରେ ଏହା ଏକ ପ୍ରମୁଖ ତନ୍ତ୍ର ପୀଠ ଥିଲା; ଯାହା ତନ୍ତ୍ର ପୂଜାର ଶକ୍ତିଶାଳୀ ପରମ୍ପରାକୁ ପ୍ରତିଫଳିତ କରେ।
भुवनेश्वर के पुराने शहर में बिंदु सागर तालाब के पास बना द्वारवाशिनी मंदिर, एक महत्वपुर्ण पुराना मंदिर है, जो देवी दुर्गा के एक रूप को समर्पित है। देवी दुर्गा एकाम्र क्षेत्र की आठ रक्षक देवी (चंडियों) में से एक हैं। इसकी शुरुआत शायद 11वीं सदी में हुई थी, हालांकि अभी की बनावट मॉडर्न है, जो एक बड़े मंदिर के तौर पर काम करती है। इसका ज़िक्र एकाम्र पुराण, एकाम्र चंद्रक और झुलताद्री महादया जैसे पुराने ग्रंथों में मिलता है, जो इसे एकाम्र क्षेत्र (पुराना भुवनेश्वर) के आठ मंदिर में से एक बताते हैं। पुराने ज़माने का एक बड़ा मंदिर, जो मंदिर की पूजा की मज़बूत परंपरा को दिखाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a State Protected Hindu Monument by the Government of Odisha under the provisions of the Odisha Ancient Monuments Preservation Act.

ଓଡ଼ିଶା ପ୍ରାଚୀନ ସ୍ମାରକ ସଂରକ୍ଷଣ ଆଇନ ଅନୁସାରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସୁରକ୍ଷିତ ହିନ୍ଦୁ ସ୍ମାରକୀ ଘୋଷିତ।

ओडिशा प्राचीन स्मारक संरक्षण अधिनियम के अंतर्गत ओडिशा सरकार द्वारा इसे राज्य संरक्षित हिन्दू स्मारक घोषित किया गया है।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.238211653882974
Longitude: 85.8363222953476

ଅକ୍ଷାଂଶ: 20.238211653882974
ଦ୍ରାଘିମାଂଶ: 85.8363222953476

अक्षांश: 20.238211653882974
देशांतर: 85.8363222953476

Locality
ସ୍ଥାନ
स्थान

Garedipanchana

ପୁରୁଣା ଭୁବନେଶ୍ବର

गरेड़ीपंचना

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

19th C.A.D

୧୯ଶ ଖ୍ରୀଷ୍ଟାବ୍ଦ

19वीं शताब्दी ईस्वी