Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Mallikesvara Temple (Padmapur)and Nilakanthesvara Temple (Kuapada)
ମଲ୍ଲିକେଶ୍ୱର ମନ୍ଦିର (ପଦ୍ମପୁର) ଓ ନୀଳକଣ୍ଠେଶ୍ୱର ମନ୍ଦିର (କୁଆପଡ଼ା) ବିଷୟରେ
मल्लिकेश्वर मंदिर (पद्मपुर) और नीलकंठेश्वर मंदिर (कुआपाड़ा) के बारे में
Mallikesvara Temple (Padmapur)and Nilakanthesvara Temple (Kuapada), Rayagada
ମଲ୍ଲିକେଶ୍ୱର ମନ୍ଦିର (ପଦ୍ମପୁର) ଓ ନୀଳକଣ୍ଠେଶ୍ୱର ମନ୍ଦିର (କୁଆପଡ଼ା), ରାୟଗଡ଼ା
मल्लिकेश्वर मंदिर (पद्मपुर) और नीलकंठेश्वर मंदिर (कुआपाड़ा), रायगढ़
The Mallikesvara Temple (Padmapur) and Nilakantheswar Temple (Kuapada) in Rayagada, Odisha, are significant ancient religious sites, particularly famous for their association with Lord Shiva and historical Buddhist connections, with the Nilakantheswar Temple often cited as a 9th-century Buddhist shrine built on rocks, alongside other Shiva temples like Mallikeswar on the same hill, making Padmapur a key tourist spot in the district known for its temples. Nilakantheswar Temple is an early pidha temple from the 9th century AD, built on seven large rocks and Mallikesvara Temple is another ancient Shiva temple located on the same hillock as Nilakantheswar.
ଓଡ଼ିଶାର ରାୟଗଡ଼ା ଜିଲ୍ଲାର ମଲ୍ଲିକେଶ୍ୱର ମନ୍ଦିର (ପଦ୍ମପୁର) ଏବଂ ନୀଳକଣ୍ଠେଶ୍ୱର ମନ୍ଦିର (କୁଆପଡ଼ା) ଦୁଇଟି ପ୍ରମୁଖ ପ୍ରାଚୀନ ଧାର୍ମିକ ଓ ଐତିହାସିକ ସ୍ଥଳୀ। ଏହି ଦୁଇଟି ସ୍ଥାନ ପ୍ରଭୁ ଶିବଙ୍କ ଉପାସନା ସହିତ ଜଡ଼ିତ ଥିବା ସହିତ ଏହି ଅଞ୍ଚଳର ପ୍ରାଚୀନ ବୌଦ୍ଧ ପରମ୍ପରା ସହିତ ମଧ୍ୟ ସମ୍ପର୍କିତ ବୋଲି ଉଲ୍ଲେଖ କରାଯାଏ। ନୀଳକଣ୍ଠେଶ୍ୱର ମନ୍ଦିରକୁ ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀର ଏକ ପ୍ରାଚୀନ ବୌଦ୍ଧ ଦେବାଳୟ ବୋଲି ମନେ କରାଯାଏ। ଏହି ମନ୍ଦିରଟି ସାତଟି ବିଶାଳ ପ୍ରାକୃତିକ ଶିଳାଖଣ୍ଡ ଉପରେ ନିର୍ମିତ ବୋଲି ଉଲ୍ଲେଖ ରହିଛି। ପରବର୍ତ୍ତୀ କାଳରେ ଏହି ସ୍ଥାନଟି ଶୈବ ଉପାସନା ସହିତ ମଧ୍ୟ ଜଡ଼ିତ ହୋଇଥିବା ପରିଲକ୍ଷିତ ହୁଏ। ଅନ୍ୟପକ୍ଷରେ, ମଲ୍ଲିକେଶ୍ୱର ମନ୍ଦିର ମଧ୍ୟ ଏକ ପ୍ରାଚୀନ ଶିବ ମନ୍ଦିର, ଯାହା ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ ସେହି ପାହାଡ଼ିଆ ଟିକିରି ଉପରେ ଅବସ୍ଥିତ। ଏହି ଦୁଇଟି ଧାର୍ମିକ ସ୍ଥଳୀର ଏକତ୍ର ଉପସ୍ଥିତି ପଦ୍ମପୁର ଅଞ୍ଚଳର ପ୍ରାଚୀନ ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ପରମ୍ପରାର ଏକ ବିଶେଷ ପରିଚୟ ପ୍ରଦାନ କରେ। ମନ୍ଦିରଗୁଡ଼ିକର ପ୍ରାଚୀନତା, ଶୈବ ଉପାସନା ପରମ୍ପରା ଏବଂ କଳିଙ୍ଗ ଶୈଳୀ ଐତିହ୍ୟ ସହିତ ସମ୍ପର୍କ ହେତୁ ପଦ୍ମପୁର ରାୟଗଡ଼ା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ। ଏଠାକାର ପ୍ରାଚୀନ ମନ୍ଦିର ଓ ପାହାଡ଼ିଆ ପରିବେଶ ଏହି ଅଞ୍ଚଳର ଐତିହାସିକ ଓ ଧାର୍ମିକ ମହତ୍ତ୍ୱକୁ ଅଧିକ ସମୃଦ୍ଧ କରିଛି।
ओडिशा के रायगढ़ा जिले में स्थित मल्लिकेश्वर मंदिर (पद्मपुर) और नीलकंठेश्वर मंदिर (कुआपाड़ा) महत्वपूर्ण प्राचीन धार्मिक स्थल हैं, जो विशेष रूप से भगवान शिव से जुड़ाव और बौद्ध धर्म से ऐतिहासिक संबंधों के लिए प्रसिद्ध हैं। नीलकंठेश्वर मंदिर को अक्सर चट्टानों पर निर्मित 9वीं शताब्दी का बौद्ध तीर्थस्थल माना जाता है। इसी पहाड़ी पर मल्लिकेश्वर जैसे अन्य शिव मंदिर भी स्थित हैं, जो पद्मपुर को मंदिरों के लिए प्रसिद्ध जिले का एक प्रमुख पर्यटन स्थल बनाते हैं। नीलकंठेश्वर मंदिर 9वीं शताब्दी ईस्वी का एक प्रारंभिक पिधा मंदिर है, जो सात विशाल चट्टानों पर निर्मित है, और मल्लिकेश्वर मंदिर एक अन्य प्राचीन शिव मंदिर है जो नीलकंठेश्वर मंदिर के समान ही पहाड़ी पर स्थित है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

28th April 2019

28th April 2019

28th April 2019

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kuapada

କୁଆପଡ଼ା

कुआपाड़ा

District
ଜିଲ୍ଲା
जिला

Rayagada

ରାୟଗଡ଼ା

रायगढ़

Date / Period
ତାରିଖ / କାଳ
तिथि / काल

9th -10th Century CE

9th -10th Century CE

9th -10th Century CE