Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Dadhivamana Temple
ଦଧିବାମନ ମନ୍ଦିର ବିଷୟରେ
दाधिवमन मंदिर के बारे में
Dadhivamana Temple, Khariar, Nuapada
ଦଧିବାମନ ମନ୍ଦିର, ଖରିଆର, ନୂଆପଡ଼ା
दधिवामन मंदिर, खरियार, नुआपाड़ा
The Dadhivamana Temple is an important historic Hindu temple located in Khariar town of Nuapada district, Odisha. It is listed as a State Protected Monument by the government of Odisha and represents one of the notable heritage temples in western Odisha. The temple housing a Daru (wooden) idol of Lord Jagannath (called Dadhivamana) and brass Radha-Krishna idols, known for its cultural heritage. The temple is dedicated to Lord Dadhivamana, a Vaishnava form of Lord Vishnu/Jagannath. The name “Dadhivamana” signifies a form of Vamana (an avatar of Vishnu) associated with dadhi (curd), highlighting the devotional tradition and folklore surrounding this manifestation of the Lord. In practice, this tradition often overlaps with Jagannath worship, where the deity in the shrine is revered in forms similar to Jagannath, Balabhadra, and Subhadra, with regional emphasis and ritual styles. Temples dedicated to Dadhivamana/Jagannath commonly observe festival celebrations similar to other Jagannath temples — including Ratha Yatra, Dola Yatra, and other Vaishnava festive occasions. Dadhivamana Temple dates to the 18th–19th century A.D., showing layers of regional temple architecture and devotional practices. Its designation as a State Protected Monument underscores its cultural and historical value within Nuapada’s temple heritage.
ଦଧିବାମନ ମନ୍ଦିର ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖରିଆର ସହରରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ହିନ୍ଦୁ ମନ୍ଦିର। ଏହି ମନ୍ଦିରଟି ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଂରକ୍ଷିତ ସ୍ମାରକୀ ଭାବେ ତାଲିକାଭୁକ୍ତ ହୋଇଛି ଏବଂ ପଶ୍ଚିମ ଓଡ଼ିଶାର ଉଲ୍ଲେଖନୀୟ ଐତିହ୍ୟସମ୍ପନ୍ନ ମନ୍ଦିରଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ଏକ ଦାରୁ (କାଠ) ବିଗ୍ରହ, ଯିଏ ଦଧିବାମନ ନାମରେ ପୂଜିତ, ଏବଂ ପିତ୍ତଳ ନିର୍ମିତ ରାଧା-କୃଷ୍ଣଙ୍କ ବିଗ୍ରହ ସ୍ଥାପିତ ଅଛି। ଏହି କାରଣରୁ ମନ୍ଦିରଟି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ବିଶେଷ ପରିଚିତ। ଏହି ମନ୍ଦିର ପ୍ରଭୁ ଦଧିବାମନଙ୍କୁ ସମର୍ପିତ। ଦଧିବାମନଙ୍କୁ ଭଗବାନ ବିଷ୍ଣୁ/ଜଗନ୍ନାଥଙ୍କର ଏକ ବୈଷ୍ଣବ ରୂପ ଭାବେ ପୂଜା କରାଯାଏ । ଏହା ପ୍ରଭୁଙ୍କ ଏହି ବିଶିଷ୍ଟ ରୂପକୁ ନେଇ ପ୍ରଚଳିତ ଭକ୍ତି ପରମ୍ପରା ଓ ଲୋକକଥାକୁ ପ୍ରତିଫଳିତ କରେ। ପ୍ରଚଳିତ ପୂଜା ପଦ୍ଧତିରେ ଏହି ପରମ୍ପରା ଅନେକ ସମୟରେ ଜଗନ୍ନାଥ ଉପାସନା ସହିତ ଅନ୍ତଃସମ୍ପର୍କିତ ହୋଇଥାଏ। ଏଠାରେ ପୂଜିତ ଦେବତାଙ୍କୁ ଅଞ୍ଚଳୀୟ ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସଦୃଶ ରୂପରେ ଶ୍ରଦ୍ଧା ଓ ଭକ୍ତିର ସହିତ ଉପାସନା କରାଯାଏ। ଦଧିବାମନ/ଜଗନ୍ନାଥଙ୍କୁ ସମର୍ପିତ ମନ୍ଦିରଗୁଡ଼ିକରେ ସାଧାରଣତଃ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରଗୁଡ଼ିକ ଭଳି ବିଭିନ୍ନ ବୈଷ୍ଣବ ପର୍ବପର୍ବାଣି ପାଳନ କରାଯାଏ। ଏଥିମଧ୍ୟରେ ରଥଯାତ୍ରା, ଦୋଳଯାତ୍ରା ଓ ଅନ୍ୟାନ୍ୟ ବୈଷ୍ଣବ ଧାର୍ମିକ ଉତ୍ସବ ଅନ୍ତର୍ଭୁକ୍ତ। ଦଧିବାମନ ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୮ଶ–୧୯ଶ ଶତାବ୍ଦୀର ବୋଲି ଉଲ୍ଲେଖ କରାଯାଇଛି। ମନ୍ଦିରର ସ୍ଥାପତ୍ୟରେ ଅଞ୍ଚଳୀୟ ମନ୍ଦିର ନିର୍ମାଣ ଶୈଳୀ ଓ ଭକ୍ତି ପରମ୍ପରାର ବିଭିନ୍ନ ସ୍ତର ପରିଲକ୍ଷିତ ହୁଏ। ରାଜ୍ୟ ସଂରକ୍ଷିତ କୀର୍ତ୍ତି ଭାବେ ଏହାର ମାନ୍ୟତା ନୂଆପଡ଼ା ଜିଲ୍ଲାର ମନ୍ଦିର ଐତିହ୍ୟ ମଧ୍ୟରେ ଏହାର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱକୁ ପ୍ରତିପାଦିତ କରେ।
दधिवमन मंदिर ओडिशा के नुआपड़ा जिले के खारियार कस्बे में स्थित एक महत्वपूर्ण ऐतिहासिक हिंदू मंदिर है। इसे ओडिशा सरकार द्वारा राज्य संरक्षित स्मारक के रूप में सूचीबद्ध किया गया है और यह पश्चिमी ओडिशा के उल्लेखनीय विरासत मंदिरों में से एक है। यह मंदिर भगवान जगन्नाथ (जिन्हें दधिवमन कहा जाता है) की दारू (लकड़ी) की मूर्ति और राधा-कृष्ण की पीतल की मूर्तियों से सुशोभित है, जो अपनी सांस्कृतिक विरासत के लिए प्रसिद्ध है। यह मंदिर भगवान दधिवमन को समर्पित है, जो भगवान विष्णु/जगन्नाथ का वैष्णव रूप हैं। "दधिवमन" नाम वामन (विष्णु का एक अवतार) के उस रूप को दर्शाता है जो दही से जुड़ा है, और भगवान के इस रूप से जुड़ी भक्ति परंपरा और लोककथाओं को उजागर करता है। व्यवहार में, यह परंपरा अक्सर जगन्नाथ पूजा के साथ मेल खाती है, जहां मंदिर में देवता की पूजा जगन्नाथ, बलभद्र और सुभद्रा के समान रूपों में की जाती है, जिसमें क्षेत्रीय जोर और अनुष्ठान शैली का प्रयोग होता है। दधिवमन/जगन्नाथ को समर्पित मंदिर अन्य जगन्नाथ मंदिरों की तरह ही रथ यात्रा, डोला यात्रा और अन्य वैष्णव उत्सवों सहित कई प्रकार के समारोह मनाते हैं। दधिवमन मंदिर 18वीं-19वीं शताब्दी ईस्वी का है, जो क्षेत्रीय मंदिर वास्तुकला और भक्ति प्रथाओं की विभिन्न परतों को दर्शाता है। इसे राज्य संरक्षित स्मारक घोषित करना नुआपड़ा की मंदिर विरासत में इसके सांस्कृतिक और ऐतिहासिक महत्व को रेखांकित करता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th July 2020

11th July 2020

11th July 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Khariar

ଖରିଆର

खारियर

District
ଜିଲ୍ଲା
जिला

Nuapada

ନୂଆପଡ଼ା

नुआपाड़ा

Date / Period
ତାରିଖ / କାଳ
तिथि / काल

18th–19th Century CE

18th–19th Century CE

18th–19th Century CE