Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Chandesvara Temple
ଚଣ୍ଡେଶ୍ୱର ମନ୍ଦିର ବିଷୟରେ
चंदेश्वर मंदिर के बारे में
Chandesvara Temple, Kurala, Nayagarh
ଚଣ୍ଡେଶ୍ୱର ମନ୍ଦିର, କୁରାଳ, ନୟାଗଡ଼
चंदेश्वर मंदिर, कुराला, नयागढ़
The Chandesvara Temple is a Hindu temple dedicated to Lord Shiva located in Kurala in Odagaon tehsil, Nayagarh district, Odisha. The shrine sits along Odagaon–Bhanjanagar Road near the village, and is well-known locally as a place of worship for devotees in and around Kurala. According to heritage documentation, the Chandesvara Siva Temple at Kurala is a traditional Odisha style temple featuring, Pidha vimana - the main sanctum with tiered pyramidal roofs typical of Odishan temple architecture, Jagamohana - the assembly hall before the sanctum and Flat-roofed mandapa - a congregation or ritual space attached to the temple. This blend of architectural elements indicates a late Orissan temple tradition, reflecting the region’s historic temple design styles. As a Shiva shrine, major festivals like Mahashivaratri and Shravana month observances are important occasions when devotees gather for special pujas and rituals.
ଚଣ୍ଡେଶ୍ୱର ମନ୍ଦିର ଓଡ଼ିଶାର ନୟାଗଡ଼ ଜିଲ୍ଲାର ଓଡ଼ଗାଁ ତହସିଲ ଅନ୍ତର୍ଗତ କୁରାଳ ଗ୍ରାମରେ ଅବସ୍ଥିତ ପ୍ରଭୁ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର। ଏହି ମନ୍ଦିରଟି ଗ୍ରାମ ନିକଟରେ ଓଡ଼ଗାଁ–ଭଞ୍ଜନଗର ରାସ୍ତା କଡ଼ରେ ଅବସ୍ଥିତ। କୁରାଳ ଏବଂ ଏହାର ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ପାଇଁ ଏହା ଏକ ପରିଚିତ ପୂଜାସ୍ଥଳୀ। ଐତିହ୍ୟ ସମ୍ପର୍କିତ ତଥ୍ୟ ଅନୁସାରେ, କୁରାଳସ୍ଥିତ ଚଣ୍ଡେଶ୍ୱର ଶିବ ମନ୍ଦିର ପାରମ୍ପରିକ ମନ୍ଦିର ସ୍ଥାପତ୍ୟ ଶୈଳୀର ଏକ ଉଲ୍ଲେଖନୀୟ ନିଦର୍ଶନ। ମନ୍ଦିରର ସ୍ଥାପତ୍ୟରେ ନିମ୍ନଲିଖିତ ପ୍ରମୁଖ ଅଂଶଗୁଡ଼ିକ ରହିଛି— ପୀଢ଼ା ବିମାନ – ମୁଖ୍ୟ ଗର୍ଭଗୃହ ଉପରେ ପର୍ଯ୍ୟାୟକ୍ରମେ ନିର୍ମିତ ପିରାମିଡ୍‌ ଆକୃତିର ଛାତ, ଯାହା ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ପ୍ରମୁଖ ବୈଶିଷ୍ଟ୍ୟ। ଜଗମୋହନ – ଗର୍ଭଗୃହ ସମ୍ମୁଖରେ ଥିବା ସଭାଗୃହ, ଯେଉଁଠାରେ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି। ସମତଳ ଛାତ ବିଶିଷ୍ଟ ମଣ୍ଡପ – ମନ୍ଦିର ସହ ସଂଲଗ୍ନ ଏକ ସମାବେଶ କିମ୍ବା ଧାର୍ମିକ ଅନୁଷ୍ଠାନ ପାଇଁ ବ୍ୟବହୃତ ସ୍ଥାନ। ଏହି ସ୍ଥାପତ୍ୟ ଉପାଦାନଗୁଡ଼ିକର ସମନ୍ୱୟ ଓଡ଼ିଶାର ପରବର୍ତ୍ତୀ ମନ୍ଦିର ସ୍ଥାପତ୍ୟ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ଏହି ଅଞ୍ଚଳର ଐତିହାସିକ ମନ୍ଦିର ନିର୍ମାଣ ଶୈଳୀର ଏକ ପରିଚୟ ପ୍ରଦାନ କରେ। ପ୍ରଭୁ ଶିବଙ୍କ ଏହି ପବିତ୍ର ଶୈବପୀଠରେ ମହାଶିବରାତ୍ରି ଏବଂ ଶ୍ରାବଣ ମାସର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିଶେଷ ଗୁରୁତ୍ୱ ବହନ କରେ। ଏହି ଅବସରରେ ବହୁ ଭକ୍ତ ଏକତ୍ରିତ ହୋଇ ବିଶେଷ ପୂଜା, ଅଭିଷେକ ଓ ବିଭିନ୍ନ ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥାନ୍ତି।
चंडेश्वर मंदिर भगवान शिव को समर्पित एक हिंदू मंदिर है, जो ओडिशा के नयागढ़ जिले की ओडागाँव तहसील के कुराला में स्थित है। यह मंदिर ओडागाँव-भंजनगर मार्ग पर गाँव के पास स्थित है और कुराला और आसपास के इलाकों के भक्तों के लिए एक प्रसिद्ध पूजा स्थल है। विरासत संबंधी दस्तावेजों के अनुसार, कुराला स्थित चंडेश्वर शिव मंदिर ओडिशा की पारंपरिक शैली का मंदिर है, जिसमें पिधा विमान (ओडिशा मंदिर वास्तुकला की विशेषता वाली पिरामिडनुमा छतों वाला मुख्य गर्भगृह), जगमोहन (गर्भगृह के सामने का सभा कक्ष) और समतल छत वाला मंडप (मंदिर से जुड़ा एक सभा या अनुष्ठान स्थल) शामिल हैं। स्थापत्य तत्वों का यह मिश्रण ओडिशा की मंदिर परंपरा के उत्तरार्ध को दर्शाता है, जो इस क्षेत्र की ऐतिहासिक मंदिर डिजाइन शैलियों को प्रतिबिंबित करता है। शिव मंदिर होने के नाते, महाशिवरात्रि और श्रावण माह जैसे प्रमुख त्योहार महत्वपूर्ण अवसर होते हैं जब भक्त विशेष पूजा और अनुष्ठानों के लिए एकत्रित होते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th June 2022

11th June 2022

11th June 2022

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kurala

କୁରାଳ

कुराला

District
ଜିଲ୍ଲା
जिला

Nayagarh

ନୟାଗଡ଼

नयागढ़

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE