Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Nilakanthesvara Temple
ନୀଳକଣ୍ଠେଶ୍ୱର ମନ୍ଦିର ବିଷୟରେ
नीलकंठेश्वर मंदिर के बारे में
Nilakanthesvara Temple, Papadahandi, Nawarangapur
ନୀଳକଣ୍ଠେଶ୍ୱର ମନ୍ଦିର, ପାପଡ଼ାହାଣ୍ଡି, ନବରଙ୍ଗପୁର
नीलकंठेश्वर मंदिर, पापदाहांडी, नवरंगपुर
The Nilakantheswar Temple in Papadahandi, Nabarangpur, Odisha is an ancient Shiva temple, and it has association with hinduism, featuring unique kalinga-style architecture, located near the Turi River, and is a popular pilgrimage site, especially during Maha Shivaratri, with local attractions like the Champa garden and Sahid Stambha. A blend of styles, featuring a square vimana (sanctum) and pidha deul (tiered roof) with distinct bada, gandi, and mastaka sections, adorned with Udyota simha (lion figures). The temple is dedicated to Lord Nilakanthesvara (a form of Shiva) and functions as a living place of worship for devotees throughout the year. It is an important centre of Shaivism in the region, with Mahashivaratri being one of the biggest annual festivals when devotees flock here for darshan and rituals.
ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ଏକ ପ୍ରାଚୀନ ଶିବ ମନ୍ଦିର। ଏହାର ଐତିହାସିକ ମହତ୍ତ୍ୱ ରହିଛି । ଏହି ମନ୍ଦିରର ଇତିହାସ ହିନ୍ଦୁ ପରମ୍ପରା ସହିତ ମଧ୍ୟ ସମ୍ପୃକ୍ତ ବୋଲି ଉଲ୍ଲେଖ ମିଳେ। ତୁରୀ ନଦୀ ନିକଟରେ ଅବସ୍ଥିତ ଏହି ମନ୍ଦିର ଏହାର ସ୍ୱତନ୍ତ୍ର ପୀଢ଼ା ଶୈଳୀର ସ୍ଥାପତ୍ୟ ପାଇଁ ପରିଚିତ। ଏହା ଏକ ଲୋକପ୍ରିୟ ତୀର୍ଥସ୍ଥଳୀ ଏବଂ ବିଶେଷକରି ମହାଶିବରାତ୍ରି ସମୟରେ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ। ମନ୍ଦିରର ସ୍ଥାପତ୍ୟରେ ବିଭିନ୍ନ ଶୈଳୀର ସମନ୍ୱୟ ଦେଖିବାକୁ ମିଳେ। ଏହାର ବର୍ଗାକାର ବିମାନ (ଗର୍ଭଗୃହ) ଏବଂ ପୀଢ଼ା ଦେଉଳ ବିଶେଷ ଉଲ୍ଲେଖନୀୟ। ମନ୍ଦିରର ସ୍ଥାପତ୍ୟରେ ପାରମ୍ପରିକ ବଡ଼, ଗଣ୍ଡି ଓ ମସ୍ତକ ଭଳି ପ୍ରମୁଖ ଅଂଶ ରହିଛି। ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ନୀଳକଣ୍ଠେଶ୍ୱର, ଯିଏ ପ୍ରଭୁ ଶିବଙ୍କର ଏକ ରୂପ। ବର୍ଷସାରା ଏଠାରେ ଭକ୍ତମାନେ ପୂଜା, ଦର୍ଶନ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ କରିଥାନ୍ତି। ଏହି ମନ୍ଦିର ଏହି ଅଞ୍ଚଳର ଶୈବ ପରମ୍ପରାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ। ପ୍ରତିବର୍ଷ ପାଳିତ ମହାଶିବରାତ୍ରି ଏଠାକାର ପ୍ରମୁଖ ପର୍ବଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଅବସରରେ ଦୂରଦୂରାନ୍ତରୁ ବହୁ ଭକ୍ତ ମନ୍ଦିରକୁ ଆସି ପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜା ଓ ବିଭିନ୍ନ ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରନ୍ତି। ଚମ୍ପା ଉଦ୍ୟାନ ଏବଂ ଶହୀଦ ସ୍ତମ୍ଭ ଭଳି ସ୍ଥାନୀୟ ଆକର୍ଷଣଗୁଡ଼ିକ ମଧ୍ୟ ପାପଡ଼ାହାଣ୍ଡିର ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱକୁ ବଢ଼ାଇଥାଏ।
ओडिशा के नबरंगपुर जिले के पापदहांडी में स्थित नीलकंठेश्वर मंदिर एक प्राचीन शिव मंदिर है, जिसका हिंदू धर्म से गहरा संबंध है। यह मंदिर अपनी अनूठी कलिंग शैली की वास्तुकला के लिए जाना जाता है और तुरी नदी के निकट स्थित है। यह एक लोकप्रिय तीर्थस्थल है, विशेष रूप से महाशिवरात्रि के दौरान, जहां चंपा उद्यान और शहीद स्तंभ जैसे स्थानीय आकर्षण मौजूद हैं। मंदिर में विभिन्न शैलियों का मिश्रण देखने को मिलता है, जिसमें एक वर्गाकार विमान (गर्भगृह) और पिधा देउल (स्तरीय छत) है, जिसमें अलग-अलग बाड़ा, गंडी और मस्तक खंड हैं, जो उद्योत सिंह (शेर की आकृतियाँ) से सुशोभित हैं। यह मंदिर भगवान नीलकंठेश्वर (शिव का एक रूप) को समर्पित है और वर्ष भर भक्तों के लिए एक जीवंत पूजा स्थल के रूप में कार्य करता है। यह क्षेत्र में शैव धर्म का एक महत्वपूर्ण केंद्र है, जहां महाशिवरात्रि सबसे बड़े वार्षिक त्योहारों में से एक है, जब भक्त दर्शन और अनुष्ठानों के लिए यहां आते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8th Dec 2023

8th Dec 2023

8th Dec 2023

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Papadahandi

ପାପଡ଼ାହାଣ୍ଡି

उपहार दिया जाएगा

District
ଜିଲ୍ଲା
जिला

Nawarangapur

ନବରଙ୍ଗପୁର

नवरंगपुर

Date / Period
ତାରିଖ / କାଳ
तिथि / काल

16th Century CE

16th Century CE

16th Century CE