Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Sarvesvara Temple
ସର୍ବେଶ୍ୱର ମନ୍ଦିର ବିଷୟରେ
सर्वेश्वर मंदिर के बारे में
Sarvesvara Temple, Nandapur, Koraput
ସର୍ବେଶ୍ୱର ମନ୍ଦିର, ନନ୍ଦପୁର, କୋରାପୁଟ
सर्वेश्वर मंदिर, नंदपुर, कोरापुट
The Sarvesvara Temple in Nandapur, Koraput district, Odisha, is an ancient and significant Shiva shrine, historically associated with the Jeypore Kingdom's ruling dynasties. The temple is situated in Nandapur, an ancient capital of the Jeypore Kingdom, which is considered sacred by locals. It is a site of major historical importance, with relics pointing to the past prosperity of the region under various dynasties, including the Silas and Gajapatis. According to tradition, the founder of the Jeypore royal family, Vinayaka Deo, was directed by God Visweswara in a dream to go to Nandapur, where he later entered the Sarvesvara temple and ultimately secured the kingdom.
ଓଡ଼ିଶାର କୋରାପୁଟ ଜିଲ୍ଲାର ନନ୍ଦପୁରଠାରେ ଅବସ୍ଥିତ ସର୍ବେଶ୍ୱର ମନ୍ଦିର ଏକ ପ୍ରାଚୀନ ଓ ଐତିହାସିକ ଗୁରୁତ୍ୱସମ୍ପନ୍ନ ଶୈବପୀଠ। ଏହି ମନ୍ଦିରର ଇତିହାସ ଜୟପୁର ରାଜ୍ୟର ବିଭିନ୍ନ ଶାସକ ବଂଶ ସହିତ ସମ୍ପୃକ୍ତ ଥିବା କଥା ଉଲ୍ଲେଖ ମିଳେ। ଏହି ମନ୍ଦିରଟି ଜୟପୁର ରାଜ୍ୟର ପ୍ରାଚୀନ ରାଜଧାନୀ ନନ୍ଦପୁରରେ ଗଙ୍ଗେଶାଣୀ ନଦୀ କୂଳରେ ଅବସ୍ଥିତ। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି ନଦୀକୁ ଏକ ପବିତ୍ର ନଦୀ ଭାବେ ମାନ୍ୟତା ଦିଆଯାଏ। ସର୍ବେଶ୍ୱର ମନ୍ଦିର ନନ୍ଦପୁର ଅଞ୍ଚଳର ଅତୀତ ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକ। ଏଠାରେ ମିଳୁଥିବା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ଅବଶେଷ ଓ ଐତିହାସିକ ନିଦର୍ଶନରୁ ଏହି ଅଞ୍ଚଳ ବିଭିନ୍ନ ରାଜବଂଶ, ବିଶେଷକରି ଶିଳା ଓ ଗଜପତି ବଂଶର ଶାସନକାଳରେ ଏକ ସମୃଦ୍ଧ ଅଞ୍ଚଳ ଥିବାର ସୂଚନା ମିଳେ। ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ, ଜୟପୁର ରାଜପରିବାରର ପ୍ରତିଷ୍ଠାତା ବିନାୟକ ଦେଓଙ୍କୁ ସ୍ୱପ୍ନରେ ଭଗବାନ ବିଶ୍ୱେଶ୍ୱର ନନ୍ଦପୁର ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦିବ୍ୟ ନିର୍ଦ୍ଦେଶ ପାଇ ସେ ନନ୍ଦପୁରକୁ ଆସିଥିଲେ। ପରେ ସେ ସର୍ବେଶ୍ୱର ମନ୍ଦିରରେ ପ୍ରବେଶ କରିଥିଲେ ଏବଂ ଶେଷରେ ଜୟପୁର ରାଜ୍ୟର ରାଜତ୍ୱ ଲାଭ କରିଥିଲେ ବୋଲି ଲୋକପରମ୍ପରାରେ ବିଶ୍ୱାସ କରାଯାଏ ।
ओडिशा के कोरापुट जिले के नंदपुर में स्थित सर्वेश्वर मंदिर एक प्राचीन और महत्वपूर्ण शिव तीर्थस्थल है, जिसका ऐतिहासिक संबंध जयपुर साम्राज्य के शासक राजवंशों से है। यह मंदिर जयपुर साम्राज्य की प्राचीन राजधानी नंदपुर में स्थित है, जिसे स्थानीय लोग पवित्र मानते हैं। यह एक अत्यंत ऐतिहासिक महत्व का स्थल है, जहां शिला और गजपति राजवंशों सहित विभिन्न राजवंशों के शासनकाल में इस क्षेत्र की समृद्धि के प्रमाण मिलते हैं। परंपरा के अनुसार, जयपुर राजपरिवार के संस्थापक विनायक देव को भगवान विश्वेश्वर ने स्वप्न में नंदपुर जाने का निर्देश दिया था, जहां उन्होंने सर्वेश्वर मंदिर में प्रवेश किया और अंततः राज्य पर अधिकार प्राप्त किया।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

30th July 2021

30th July 2021

30th July 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Nandapur

ନନ୍ଦପୁର

नंदपुर

District
ଜିଲ୍ଲା
जिला

Koraput

କୋରାପୁଟ

कोरापुट

Date / Period
ତାରିଖ / କାଳ
तिथि / काल

18th-19th Century CE

18th-19th Century CE

18th-19th Century CE