Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jaina Temple
ଜୈନ ମନ୍ଦିର ବିଷୟରେ
जैन मंदिर के बारे में
Jaina Temple, Subai, Koraput
ଜୈନ ମନ୍ଦିର, ସୁବାଇ, କୋରାପୁଟ
जैन मंदिर, सुबाई, कोरापुट
The Jain Temple at Subai, Koraput, Odisha, is an ancient complex of five temples built by Jain devotees, showcasing Triratha architecture and housing idols of Mahavira, Parshwanath, and Rishabhanatha, serving as a historical hub and spiritual site. Believed to date back to the 4th-12th centuries, highlighting Jainism's historical presence in the region. The site is on the Koraput–Nandapur road in southern Odisha, about 34 km from Koraput town and roughly 15 km from Semiliguda. The Subai site is a medieval Jain centre where Jain traders and settlers once flourished, likely drawn to the region by gemstone and trade routes connecting central India with the east. Archaeological evidence shows that the temple complex dates back to early centuries (traditionally as early as 4th century CE), although precise dates vary between sources. Historically, there were about five to ten small Jain temples (shrines) within a compound near Panagiri/Pangiri hill, though only six remain visible today.
ଓଡ଼ିଶାର କୋରାପୁଟ ଜିଲ୍ଲାର ସୁବାଇଠାରେ ଅବସ୍ଥିତ ଜୈନ ମନ୍ଦିରସମୂହ ଏକ ପ୍ରାଚୀନ ଐତିହାସିକ ଓ ଧାର୍ମିକ ସ୍ଥଳ। ଏହି ପରିସରରେ ଜୈନମାନଙ୍କ ଦ୍ୱାରା ନିର୍ମିତ ପାଞ୍ଚଟି ମନ୍ଦିର ଥିବା କଥା ଉଲ୍ଲେଖ ମିଳେ। ମନ୍ଦିରଗୁଡ଼ିକରେ ତ୍ରିରଥ ସ୍ଥାପତ୍ୟଶୈଳୀର ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ। ଏଠାରେ ଭଗବାନ ମହାବୀର, ପାର୍ଶ୍ୱନାଥ ଓ ଋଷଭନାଥଙ୍କ ପ୍ରତିମା ପୂଜିତ ହେଉଥିବା ସହିତ ସୂକ୍ଷ୍ମ ପଥର କାରୁକାର୍ଯ୍ୟ ଏହି ପରିସରର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ। ଏଠାରେ ମିଳୁଥିବା ଏକ ଅନନ୍ୟ ମୂର୍ତ୍ତି ମଧ୍ୟ ଏହି ସ୍ଥଳର ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱକୁ ବଝାଇଥାଏ। ସ୍ଥାନୀୟ ଭାବେ ଏଠାରେ ପରବ ଭଳି ପର୍ବପର୍ବାଣୀ ମଧ୍ୟ ପାଳିତ ହୋଇଥାଏ। ଏହି ମନ୍ଦିରସମୂହ ଖ୍ରୀଷ୍ଟାବ୍ଦ ୪ର୍ଥରୁ ୧୨ଶ ଶତାବ୍ଦୀ ମଧ୍ୟର ସମୟକାଳର ବୋଲି ବିଶ୍ୱାସ କରାଯାଏ। ଏହା ଦକ୍ଷିଣ ଓଡ଼ିଶାରେ ଜୈନ ଧର୍ମର ପ୍ରାଚୀନ ଐତିହାସିକ ଉପସ୍ଥିତିର ଏକ ଗୁରୁତ୍ୱପୂର୍ଣ୍ଣ ନିଦର୍ଶନ। ସୁବାଇ କୋରାପୁଟ–ନନ୍ଦପୁର ରାସ୍ତାରେ ଅବସ୍ଥିତ ଏବଂ କୋରାପୁଟ ସହରଠାରୁ ପ୍ରାୟ ୩୪ କିଲୋମିଟର ଓ ସେମିଳିଗୁଡ଼ାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି। ସୁବାଇ ଏକ ମଧ୍ୟଯୁଗୀୟ ଜୈନ ଧାର୍ମିକ କେନ୍ଦ୍ର ଭାବେ ପରିଚିତ ଥିଲା। ଏଠାରେ ଏକ ସମୟରେ ଜୈନ ବ୍ୟବସାୟୀ ଓ ଜୈନ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ। ରତ୍ନ ବ୍ୟବସାୟ ଏବଂ ମଧ୍ୟଭାରତକୁ ପୂର୍ବ ଭାରତ ସହିତ ସଂଯୋଗ କରୁଥିବା ପ୍ରାଚୀନ ବାଣିଜ୍ୟ ପଥଗୁଡ଼ିକ ଯୋଗୁଁ ଏହି ଅଞ୍ଚଳ ଜୈନ ବ୍ୟବସାୟୀ ଓ ବସତିକାରୀମାନଙ୍କୁ ଆକର୍ଷିତ କରିଥିବା ସମ୍ଭାବନା ରହିଛି। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁଯାୟୀ, ଏହି ମନ୍ଦିର ପରିସରର ଇତିହାସ ପ୍ରାଚୀନ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟାପ୍ତ। କେତେକ ପରମ୍ପରାଗତ ମତାନୁସାରେ ଏହାକୁ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ବୋଲି ବିବେଚନା କରାଯାଏ। ତେବେ, ବିଭିନ୍ନ ସ୍ରୋତରେ ଏହାର ନିର୍ମାଣକାଳ ସମ୍ପର୍କରେ ଭିନ୍ନ ମତ ଦେଖିବାକୁ ମିଳେ। ଇତିହାସରେ ପଣାଗିରି/ପାଙ୍ଗିରି ପାହାଡ଼ ନିକଟସ୍ଥ ଏକ ପରିସରରେ ପ୍ରାୟ ୫ରୁ ୧୦ଟି କ୍ଷୁଦ୍ର ଜୈନ ମନ୍ଦିର ବା ଉପାସନାସ୍ଥଳୀ ଥିବା କଥା ଉଲ୍ଲେଖ ରହିଛି। ବର୍ତ୍ତମାନ ସେଥିମଧ୍ୟରୁ ପ୍ରାୟ ୬ଟି ମନ୍ଦିରର ଅବଶେଷ ଦୃଶ୍ୟମାନ ରହିଛି ।
ओडिशा के कोरापुट जिले में स्थित सुबाई जैन मंदिर, जैन भक्तों द्वारा निर्मित पांच मंदिरों का एक प्राचीन परिसर है, जो त्रिरथ वास्तुकला का उदाहरण प्रस्तुत करता है और इसमें महावीर, पार्श्वनाथ और ऋषभनाथ की मूर्तियां स्थापित हैं। यह एक ऐतिहासिक केंद्र और आध्यात्मिक स्थल के रूप में कार्य करता है। माना जाता है कि यह मंदिर चौथी से बारहवीं शताब्दी का है, जो इस क्षेत्र में जैन धर्म की ऐतिहासिक उपस्थिति को दर्शाता है। यह स्थल दक्षिणी ओडिशा में कोरापुट-नंदापुर मार्ग पर स्थित है, जो कोरापुट शहर से लगभग 34 किमी और सेमिलिगुडा से लगभग 15 किमी दूर है। सुबाई स्थल एक मध्ययुगीन जैन केंद्र है जहां जैन व्यापारी और निवासी कभी फले-फूले थे, जो संभवतः मध्य भारत को पूर्व से जोड़ने वाले रत्न और व्यापार मार्गों से आकर्षित होकर इस क्षेत्र में आए थे। पुरातात्विक साक्ष्य बताते हैं कि मंदिर परिसर प्रारंभिक शताब्दियों (परंपरागत रूप से चौथी शताब्दी ईस्वी तक) का है, हालांकि सटीक तिथियां विभिन्न स्रोतों में भिन्न हैं। ऐतिहासिक रूप से, पनागिरी/पंगिरी पहाड़ी के पास एक परिसर में लगभग पांच से दस छोटे जैन मंदिर (तीर्थस्थल) थे, हालांकि आज केवल छह ही दिखाई देते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Jain monuments/sites

ଜୈନ ସ୍ମାରକ/ସ୍ଥଳ

जैन स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

23rd April 2020

23rd April 2020

23rd April 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Subai

ସୁବାଇ

सुबाई

District
ଜିଲ୍ଲା
जिला

Koraput

କୋରାପୁଟ

कोरापुट

Date / Period
ତାରିଖ / କାଳ
तिथि / काल

4th Century CE

4th Century CE

4th Century CE