Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhairabi Temple
ଭୈରବୀ ମନ୍ଦିର ବିଷୟରେ
भैरबी मंदिर के बारे में
Bhairabi Temple, Boriguma, Koraput
ଭୈରବୀ ମନ୍ଦିର, ବୋରିଗୁମ୍ମା, କୋରାପୁଟ
भैरबी मंदिर, बोरिगुमा, कोरापुट
The Bhairabi Temple in Boriguma, Koraput, is a historic, protected monument located, near Boriguma town, known for its ancient stone carvings and cultural significance, attracting devotees and tourists to this spiritually rich region of Odisha. Considered centuries old, the temple (sometimes called Bhairab Temple) is a notable landmark in the area, featuring ancient stonework that tells local history. The temple is devoted to Goddess Bhairabi, a form of Shakti associated with powerful protective energy in the Hindu tradition. Devotees visit here to offer puja, prayers, and offerings, particularly seeking protection, blessing, prosperity, and spiritual strength related to the Goddess. Bhairabi temples across Odisha are generally visited by devotees from nearby villages and towns, especially during Navratri and Durga Puja.
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ନିକଟରେ ଅବସ୍ଥିତ ଭୈରବୀ ମନ୍ଦିର ଏକ ପ୍ରାଚୀନ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ ସ୍ମାରକୀ । ପ୍ରାଚୀନ ପଥରର କାରୁକାର୍ଯ୍ୟ, ଐତିହାସିକ ଗୁରୁତ୍ୱ ଓ ସାଂସ୍କୃତିକ ମହତ୍ତ୍ୱ ପାଇଁ ଏହି ମନ୍ଦିର ପରିଚିତ। ଓଡ଼ିଶାର ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମୃଦ୍ଧ ଅଞ୍ଚଳକୁ ଏହା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏହି ମନ୍ଦିରଟି ଶତାବ୍ଦୀ ପୁରୁଣା ବୋଲି ବିବେଚିତ ହୁଏ। ସ୍ଥାନୀୟ ଭାବେ ଏହାକୁ ଭୈରବ ମନ୍ଦିର ନାମରେ ମଧ୍ୟ କୁହାଯାଏ। ମନ୍ଦିରର ପ୍ରାଚୀନ ପଥର ନିର୍ମାଣ ଓ କାରୁକାର୍ଯ୍ୟ ଏହି ଅଞ୍ଚଳର ପ୍ରାଚୀନ ଇତିହାସ ଓ ସ୍ଥାପତ୍ୟ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ନିଦର୍ଶନ ବହନ କରେ। ଏହା ଅଞ୍ଚଳର ଏକ ଉଲ୍ଲେଖନୀୟ ଐତିହାସିକ ସ୍ଥଳ ଭାବେ ପରିଗଣିତ। ମନ୍ଦିରର ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭୈରବୀ। ହିନ୍ଦୁ ଧର୍ମୀୟ ପରମ୍ପରାରେ ଭୈରବୀ ଦେବୀଙ୍କୁ ଶକ୍ତିର ଏକ ପ୍ରଭାବଶାଳୀ ରୂପ ଭାବେ ପୂଜା କରାଯାଏ ଏବଂ ସେ ସୁରକ୍ଷାଦାୟିନୀ ଶକ୍ତିର ପ୍ରତୀକ ଭାବେ ବିବେଚିତ। ଭକ୍ତମାନେ ଏଠାରେ ମା’ଙ୍କ ଦର୍ଶନ କରି ପୂଜା, ପ୍ରାର୍ଥନା ଓ ନୈବେଦ୍ୟ ଅର୍ପଣ କରନ୍ତି। ବିଶେଷକରି ଦୁର୍ଗା ଦେବୀଙ୍କ ଆଶୀର୍ବାଦରେ ସୁରକ୍ଷା, ମଙ୍ଗଳ, ସମୃଦ୍ଧି ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଭକ୍ତମାନେ ମା’ଙ୍କ ଶରଣାପନ୍ନ ହୋଇଥାନ୍ତି। ତଥାପି ଓଡ଼ିଶାର ବିଭିନ୍ନ ଭୈରବୀ ମନ୍ଦିର ଭଳି ଏଠାକୁ ମଧ୍ୟ ଆଖପାଖ ଗ୍ରାମ ଓ ସହରରୁ ଭକ୍ତମାନେ ନିୟମିତ ଭାବେ ଆସିଥାନ୍ତି। ବିଶେଷତଃ ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ଏଠାରେ ଭକ୍ତମାନଙ୍କର ସମାଗମ ହୋଇଥାଏ।
कोरापुट के बोरिगुमा में स्थित भैरबी मंदिर, बोरिगुमा कस्बे के पास स्थित एक ऐतिहासिक और संरक्षित स्मारक है। यह मंदिर अपनी प्राचीन पत्थर की नक्काशी और सांस्कृतिक महत्व के लिए जाना जाता है, जो ओडिशा के इस आध्यात्मिक रूप से समृद्ध क्षेत्र में श्रद्धालुओं और पर्यटकों को आकर्षित करता है। सदियों पुराना माना जाने वाला यह मंदिर (जिसे कभी-कभी भैरब मंदिर भी कहा जाता है) इस क्षेत्र का एक प्रमुख स्थल है, जिसमें प्राचीन पत्थर की नक्काशी स्थानीय इतिहास बयां करती है। यह मंदिर देवी भैरबी को समर्पित है, जो हिंदू परंपरा में शक्तिशाली सुरक्षात्मक ऊर्जा से जुड़ी शक्ति का एक रूप हैं। श्रद्धालु यहां पूजा-अर्चना और चढ़ावा चढ़ाने आते हैं, विशेष रूप से देवी से सुरक्षा, आशीर्वाद, समृद्धि और आध्यात्मिक शक्ति की कामना करते हैं। ओडिशा भर के भैरबी मंदिरों में आमतौर पर आसपास के गांवों और कस्बों से श्रद्धालु आते हैं, खासकर नवरात्रि और दुर्गा पूजा के दौरान।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

5th Dec 2016

5th Dec 2016

5th Dec 2016

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Boriguma

ବୋରିଗୁମ୍ମା

बोरीगुमा

District
ଜିଲ୍ଲା
जिला

Koraput

କୋରାପୁଟ

कोरापुट

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE