Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Chandesvara Temple
ଚଣ୍ଡେଶ୍ୱର ମହାଦେବ ମନ୍ଦିର ବିଷୟରେ
चंदेश्वर महादेव मंदिर के बारे में
A Sacred Kalinga Shrine Adorned with the Majestic Mahisamardini
ମହିଷାମର୍ଦ୍ଦିନୀଙ୍କ ମାହାତ୍ମ୍ୟରେ ଶୋଭିତ ପବିତ୍ର କଳିଙ୍ଗ ଶୈଳୀ ଦେଉଳ
महिषासुरमर्दिनी की दिव्य आभा से अलंकृत पवित्र कालिंग शैली का धाम
The Chandesvar Mahadeva temple is situated in Chandesvar village at a distance of 28 miles from Khurda on the left side of the section of National highway between Bhubaneswar and Berhampur. It a protected monument under Odisha State Archaeology. The main temple complex consisted of a rekha deula and possibly a pyramidal jagamohana on a common platform as the alignments show. The main entrance to the premises is located in the eastern side. Devotees after washing their body in the nearby tank usually approach the deity through this door. The rectangular structure in front of the jagamohana preserves an eight-armed Mahisamardini Durga firmly embedded to its inner back wall. Durga here is carved striding over demon Mahisasura who fights with her weilding a sharp sword and circular shield. The demon is shown in human body with a buffalo head. Iconographically such Mahisamardini figures are generally placed in the Bhaumakara period of Orissa history. Her decorative costumes and ornaments have weathered due to continuous application of vermilion.
ଚଣ୍ଡେଶ୍ୱର ମହାଦେବ ମନ୍ଦିର ଖୋର୍ଦ୍ଧାରୁ ୨୮ ମାଇଲ ଦୂରରେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ଜାତୀୟ ରାଜପଥର ବାମ ପାର୍ଶ୍ୱରେ ଥିବା ଚଣ୍ଡେଶ୍ୱର ଗ୍ରାମରେ ଅବସ୍ଥିତ। ଏହା ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଏକ ସଂରକ୍ଷିତ ସ୍ମାରକୀ। ମନ୍ଦିରର ସଂରଚନାକୁ ଦେଖିଲେ ଜଣାପଡେ, ମୁଖ୍ୟ ମନ୍ଦିର ପରିସରରେ ଏକ ରେଖା ଦେଉଳ ଏବଂ ସମ୍ଭବତଃ ଏକ ପିରାମିଡ୍ ଆକୃତିର ଜଗମୋହନ ରହିଥିଲା। ପରିସରର ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ପାର୍ଶ୍ୱରେ ରହିଛି। ଭକ୍ତମାନେ ନିକଟସ୍ଥ କୁଣ୍ଡରେ ଶ୍ନାନ କରିବା ପରେ ସାଧାରଣତଃ ଏହି ଦ୍ୱାର ଦେଇ ଦେବତାଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ଜଗମୋହନର ସମ୍ମୁଖରେ ଥିବା ଆୟତାକାର ସଂରଚନାର ଭିତର ପଛ କାନ୍ଥରେ ଅଷ୍ଟଭୁଜା ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ଶୋଭା ପାଉଛି। ଏଥିରେ ଦେବୀ ଦୁର୍ଗା ମହିଷାସୁର ରାକ୍ଷସ ଉପରେ ଖୋଦିତ ହୋଇଛନ୍ତି; ଯିଏ ଏକ ତୀକ୍ଷ୍ଣ ଖଣ୍ଡା ଏବଂ ବୃତ୍ତାକାର ଢାଲ ଧରି ଯୁଦ୍ଧ କରୁଛି। ଏହି ରାକ୍ଷସର ଶରୀର ମଣିଷ ଭଳି ହୋଇଥିବା ବେଳେ ମୁଣ୍ଡଟି ମଇଁଷିର। ପ୍ରତୀକାତ୍ମକ ଭାବରେ ଏପରି ମହିଷାମର୍ଦ୍ଦିନୀ ପ୍ରତିମାଗୁଡ଼ିକୁ ସାଧାରଣତଃ ଓଡ଼ିଶା ଇତିହାସର ଭୌମକର ଯୁଗରେ ସ୍ଥାନିତ କରାଯାଇଛି। କ୍ରମାଗତ ଭାବେ ସିନ୍ଦୁରର ବ୍ୟବହାର ଯୋଗୁଁ ଦେବୀଙ୍କ ସୁସଜ୍ଜିତ ପୋଷାକ ଏବଂ ଅଳଙ୍କାରଗୁଡ଼ିକ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥାଏ।
चंदेश्वर महादेव मंदिर, खोरधा से 28 मील दूर, भुवनेश्वर और ब्रह्मपुर के बीच जातीय राजपथके बाईं ओर, चंदेश्वर गाँव में है। यह ओडिशा राज्य पुरातत्वके तहत एक सुरक्षित स्मारक है। मुख्य मंदिर परिसर में एक रेखा मंदिर और शायद एक पिरामिडनुमा जगमोहन था, जैसा कि ढाँचे में देखा जा सकता है। परिसर का मुख्य दरवाज़ा पूरब की तरफ है। पास के कुंड में नहानेके बाद, भक्त आमतौर पर इसी दरवाज़े से भगवान के पास जाते हैं। जगमोहन के सामने आयताकार ढांचे में एक आठ कोनों वाली महिषमर्दिनी दुर्गा की मूर्ति है जो अंदर और बाहर की दीवारों पर मज़बूती से बनी हुई है। यहाँ दुर्गा को राक्षस महिषासुर पर उकेरा गया है जो एक तेज़ तलवार और एक गोल ढाल पहनकर लढती हैं। राक्षस को महिषासुर के सिर वाले इंसानी शरीर में दिखाया गया है। सांकेतिक रूप से, ऐसी महिषमर्दिनी मूर्तियाँ आमतौर पर ओडिशा के इतिहास के भामक युग में रखी जाती हैं। सिंदूर के लगातार इस्तेमाल से उनके सजावटी कपड़े और गहने खराब हो गए हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

12th Century

୧୨ ଶତାବ୍ଦୀ

12वीं शताब्दी

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 19.895292243503885
Longitude: 85.36909622294597

ଅକ୍ଷାଂଶ: 19.895292243503885
ଦ୍ରାଘିମାଂଶ: 85.36909622294597

अक्षांश: 19.895292243503885
देशांतर: 85.36909622294597

Locality
ସ୍ଥାନ
स्थान

Garedipanchana

ଚଣ୍ଡେଶ୍ୱର

गरेड़ीपंचना

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

12th Century

୧୨ ଶତାବ୍ଦୀ

12वीं शताब्दी