Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Manikesvari Temple
ମାଣିକେଶ୍ୱରୀ ମନ୍ଦିର ବିଷୟରେ
मणिकेश्वरी मंदिर के बारे में
Manikesvari Temple, Thuamul Rampur, Kalahandi
ମାଣିକେଶ୍ୱରୀ ମନ୍ଦିର, ଥୁଆମୂଳ ରାମପୁର, କଳାହାଣ୍ଡି
मणिकेश्वरी मंदिर, थुआमुल रामपुर, कालाहांडी
The Manikeswari Temple in Thuamul Rampur is a very important Hindu shrine dedicated to Goddess Manikeswari, a powerful regional form of Adi Shakti (Divine Mother) revered in Kalahandi district of Odisha. This temple is one of the major centers of Manikeswari worship in the region, alongside the famous temple in Bhawanipatna. Thuamul Rampur is a scenic town in southern Kalahandi, often called the “Kashmir of Kalahandi” due to its pleasant climate and surrounding hills. The Manikeswari shrine here holds deep cultural and spiritual importance for the local people and devotees from across the district. Presiding Deity: Goddess Manikeswari — regarded as a potent protective and benevolent mother goddess associated with strength, wealth, and welfare of her devotees. The goddess is an ancient Ishta Devi (community tutelary deity) of the people in parts of western Odisha, especially in the tribal and agrarian belts of Kalahandi. Historical worship of Manikeswari in the region dates back many centuries. Manikeswari is also worshipped in other places of Odisha such as Bhawanipatna (the district headquarters), Jugasaipatna, Kashipur (Rayagada), and Himgir (Sundargarh) — showing her widespread cultural significance across the state. The Manikeswari Temple at Thuamul Rampur is listed as a 19th-century temple.
ଥୁଆମୂଳ ରାମପୁରଠାରେ ଅବସ୍ଥିତ ମାଣିକେଶ୍ୱରୀ ମନ୍ଦିର ଦେବୀ ମାଣିକେଶ୍ୱରୀଙ୍କୁ ସମର୍ପିତ ଏକ ପ୍ରମୁଖ ହିନ୍ଦୁ ଉପାସନା ପୀଠ। ଦେବୀ ମାଣିକେଶ୍ୱରୀଙ୍କୁ ଆଦିଶକ୍ତିଙ୍କର ଏକ ଶକ୍ତିଶାଳୀ ସ୍ୱରୂପ ଭାବେ ପୂଜା କରାଯାଏ ଏବଂ କଳାହାଣ୍ଡି ଜିଲ୍ଲାରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଭକ୍ତି ରହିଛି। ଭବାନୀପାଟଣାର ପ୍ରସିଦ୍ଧ ମାଣିକେଶ୍ୱରୀ ମନ୍ଦିର ସହିତ ଥୁଆମୂଳ ରାମପୁରର ଏହି ମନ୍ଦିର ମଧ୍ୟ ଅଞ୍ଚଳର ମାଣିକେଶ୍ୱରୀ ଉପାସନାର ଏକ ପ୍ରମୁଖ କେନ୍ଦ୍ର। ଥୁଆମୂଳ ରାମପୁର ଦକ୍ଷିଣ କଳାହାଣ୍ଡିର ଏକ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଅଞ୍ଚଳ। ଏହାର ମନୋରମ ଜଳବାୟୁ ଓ ଚତୁଃପାର୍ଶ୍ୱରେ ଥିବା ପାହାଡ଼ପର୍ବତ ଯୋଗୁଁ ଏହାକୁ ପ୍ରାୟତଃ “କଳାହାଣ୍ଡିର କାଶ୍ମୀର” ବୋଲି କୁହାଯାଏ। ଏଠାକାର ମାଣିକେଶ୍ୱରୀ ମନ୍ଦିର ସ୍ଥାନୀୟ ଲୋକମାନଙ୍କ ସମେତ ସମଗ୍ର ଜିଲ୍ଲାର ଭକ୍ତମାନଙ୍କ ପାଇଁ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରେ। ଆରାଧ୍ୟ ଦେବୀ: ଦେବୀ ମାଣିକେଶ୍ୱରୀଙ୍କୁ ଜଣେ ଶକ୍ତିଶାଳୀ, ରକ୍ଷାକାରୀ ଓ ମଙ୍ଗଳମୟୀ ମାତୃଦେବୀ ଭାବେ ବିବେଚନା କରାଯାଏ। ସେ ତାଙ୍କ ଭକ୍ତମାନଙ୍କର ଶକ୍ତି, ସମୃଦ୍ଧି ଓ କଲ୍ୟାଣ ସହିତ ସମ୍ପୃକ୍ତ। ଦେବୀ ମାଣିକେଶ୍ୱରୀ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳର ଲୋକମାନଙ୍କର ଏକ ପ୍ରାଚୀନ ଇଷ୍ଟଦେବୀ (ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ) ଭାବେ ପୂଜିତ ହୋଇଆସୁଛନ୍ତି। ବିଶେଷକରି କଳାହାଣ୍ଡିର ଆଦିବାସୀ ଓ କୃଷିଭିତ୍ତିକ ଅଞ୍ଚଳଗୁଡ଼ିକରେ ତାଙ୍କ ଉପାସନାର ଦୀର୍ଘ ପରମ୍ପରା ରହିଛି। ଏହି ଅଞ୍ଚଳରେ ମାଣିକେଶ୍ୱରୀଙ୍କ ଐତିହାସିକ ଉପାସନା ବହୁ ଶତାବ୍ଦୀ ପୁରୁଣା ବୋଲି ବିବେଚନା କରାଯାଏ। ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ଉପାସନା ପ୍ରଚଳିତ ରହିଛି। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଭବାନୀପାଟଣା (ଜିଲ୍ଲା ସଦର ମହକୁମା), ଜୁଗସାଇପାଟଣା, କାଶୀପୁର (ରାୟଗଡ଼ା) ଏବଂ ହେମଗିର (ସୁନ୍ଦରଗଡ଼) ଅନ୍ୟତମ। ଏହା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେବୀ ମାଣିକେଶ୍ୱରୀଙ୍କ ବ୍ୟାପକ ସାଂସ୍କୃତିକ ମହତ୍ତ୍ୱକୁ ପ୍ରତିପାଦିତ କରେ। ଥୁଆମୂଳ ରାମପୁରର ମାଣିକେଶ୍ୱରୀ ମନ୍ଦିରକୁ ୧୯ଶ ଶତାବ୍ଦୀର ଏକ ମନ୍ଦିର ଭାବେ ତାଲିକାଭୁକ୍ତ କରାଯାଇଛି।
थुआमूल रामपुर में स्थित मानिकेश्वरी मंदिर, देवी मानिकेश्वरी को समर्पित एक अत्यंत महत्वपूर्ण हिंदू तीर्थस्थल है। मानिकेश्वरी ओडिशा के कालाहांडी जिले में पूजी जाने वाली आदि शक्ति (दिव्य माता) का एक शक्तिशाली क्षेत्रीय रूप हैं। भवानीपटना के प्रसिद्ध मंदिर के साथ-साथ यह मंदिर इस क्षेत्र में मानिकेश्वरी पूजा के प्रमुख केंद्रों में से एक है। थुआमूल रामपुर दक्षिणी कालाहांडी का एक सुरम्य शहर है, जिसे अपने सुखद मौसम और आसपास की पहाड़ियों के कारण अक्सर "कालाहांडी का कश्मीर" कहा जाता है। यहां स्थित मानिकेश्वरी मंदिर स्थानीय लोगों और जिले भर के भक्तों के लिए गहरा सांस्कृतिक और आध्यात्मिक महत्व रखता है। अधिष्ठाता देवी: देवी मानिकेश्वरी - जिन्हें अपने भक्तों की शक्ति, धन और कल्याण से जुड़ी एक शक्तिशाली रक्षक और दयालु मातृ देवी के रूप में माना जाता है। यह देवी पश्चिमी ओडिशा के कुछ हिस्सों, विशेष रूप से कालाहांडी के आदिवासी और कृषि क्षेत्रों में रहने वाले लोगों की एक प्राचीन इष्ट देवी (सामुदायिक संरक्षक देवी) हैं। इस क्षेत्र में मानिकेश्वरी की ऐतिहासिक पूजा कई शताब्दियों पुरानी है। ओडिशा के अन्य स्थानों जैसे भवानीपटना (जिला मुख्यालय), जुगासाईपटना, काशीपुर (रायगढ़) और हिमगीर (सुंदरगढ़) में भी मणिकेश्वरी की पूजा की जाती है, जो राज्य भर में उनके व्यापक सांस्कृतिक महत्व को दर्शाता है। थुआमूल रामपुर स्थित मणिकेश्वरी मंदिर को 19वीं शताब्दी का मंदिर माना जाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8th April 2015

8th April 2015

8th April 2015

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Thuamul Rampur

ଥୁଆମୂଳ ରାମପୁର

थुआमुल रामपुर

District
ଜିଲ୍ଲା
जिला

Kalahandi

କଳାହାଣ୍ଡି

कालाहांडी

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE