Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Raghunatha Jew Temple
ରଘୁନାଥ ଜିଉ ମନ୍ଦିର ବିଷୟରେ
रघुनाथ यहूदी मंदिर के बारे में
Raghunatha Jew Temple, Chausathipada, Marijitpur, Jajpur
ରଘୁନାଥ ଜିଉ ମନ୍ଦିର , ଚଉଷଠିପଦା, ମାରିଜିତପୁର, ଯାଜପୁର
रघुनाथ यहूदी मंदिर, चौसाठीपाड़ा, मारिजितपुर, जाजपुर
The Raghunatha Jew Temple is a Vaishnavite shrine dedicated to Lord Rama (Raghunatha). It represents one of the many satellite temples that developed around ancient Jajpur (Viraja Kshetra) to serve local settlements and pilgrimage routes. Presiding Deity: Raghunatha Jew (Lord Rama), often worshipped with Sita and Lakshmana in Odishan Vaishnava tradition. The honorific “Jew/Jiu” denotes the living presence of the deity and is common in Odisha’s temple nomenclature. Built in the Kalinga temple tradition, likely comprising a rekha deula (vimana) with a jagamohana (assembly hall). Presently partially preserved / altered, with later repairs and local renovations; original stone elements and proportions suggest medieval construction. The surrounding area yields architectural fragments indicative of an older sacred precinct.
ରଘୁନାଥ ଜିଉ ମନ୍ଦିର ଭଗବାନ ଶ୍ରୀରାମ (ରଘୁନାଥ)ଙ୍କୁ ସମର୍ପିତ ଏକ ବୈଷ୍ଣବ ଉପାସନା ପୀଠ। ପ୍ରାଚୀନ ଯାଜପୁର (ବିରଜା କ୍ଷେତ୍ର) ଚାରିପାଖରେ ସ୍ଥାନୀୟ ଜନବସତି ଓ ତୀର୍ଥଯାତ୍ରା ପଥଗୁଡ଼ିକର ଧାର୍ମିକ ଆବଶ୍ୟକତା ପୂରଣ ପାଇଁ ଗଢ଼ିଉଠିଥିବା ଅନେକ ଶାଖା ମନ୍ଦିର ମଧ୍ୟରୁ ଏହା ଅନ୍ୟତମ। ଆରାଧ୍ୟ ଦେବତା ହେଉଛନ୍ତି ରଘୁନାଥ ଜିଉ (ଭଗବାନ ଶ୍ରୀରାମ)। ଓଡ଼ିଶାର ବୈଷ୍ଣବ ପରମ୍ପରା ଅନୁଯାୟୀ ଏଠାରେ ଶ୍ରୀରାମଙ୍କ ସହିତ ସୀତା ଓ ଲକ୍ଷ୍ମଣଙ୍କୁ ମଧ୍ୟ ପୂଜା କରାଯାଏ। ଓଡ଼ିଶାର ମନ୍ଦିର ନାମକରଣ ପରମ୍ପରାରେ ଏହାର ବ୍ୟାପକ ପ୍ରଚଳନ ରହିଛି। ଏହି ମନ୍ଦିର କଳିଙ୍ଗ ମନ୍ଦିର ସ୍ଥାପତ୍ୟ ପରମ୍ପରା ଅନୁସାରେ ନିର୍ମିତ ହୋଇଛି । ଏଥିରେ ସମ୍ଭବତଃ ଏକ ରେଖ ଦେଉଳ ସହିତ ଜଗମୋହନ ରହିଥିଲା। ବର୍ତ୍ତମାନ ମନ୍ଦିରଟି ଆଂଶିକ ଭାବେ ସଂରକ୍ଷିତ ରହିଛି ଏବଂ ପରବର୍ତ୍ତୀ ସମୟରେ ଏଥିରେ ବିଭିନ୍ନ ମରାମତି ଓ ସ୍ଥାନୀୟ ନବୀକରଣ କାର୍ଯ୍ୟ କରାଯାଇଛି। ତଥାପି, ମୂଳ ପଥର ଉପାଦାନ ଓ ସ୍ଥାପତ୍ୟଗତ ଅନୁପାତ ଏହାର ମଧ୍ୟଯୁଗୀୟ ନିର୍ମାଣକାଳକୁ ସୂଚିତ କରେ। ମନ୍ଦିରର ଆଖପାଖ ଅଞ୍ଚଳରୁ ମିଳୁଥିବା ବିଭିନ୍ନ ସ୍ଥାପତ୍ୟ ଖଣ୍ଡ ଏକ ପୁରାତନ ଧାର୍ମିକ ପରିସରର ଅସ୍ତିତ୍ୱକୁ ସୂଚାଇଥାଏ।
रघुनाथ ज्यू मंदिर भगवान राम (रघुनाथ) को समर्पित एक वैष्णव तीर्थस्थल है। यह प्राचीन जाजपुर (विराज क्षेत्र) के आसपास विकसित हुए कई उप-मंदिरों में से एक है, जो स्थानीय बस्तियों और तीर्थयात्रा मार्गों की सेवा के लिए बनाए गए थे। मुख्य देवता: रघुनाथ ज्यू (भगवान राम), जिनकी ओडिशा की वैष्णव परंपरा में सीता और लक्ष्मण के साथ पूजा की जाती है। सम्मानसूचक शब्द "ज्यू/जिउ" देवता की सजीव उपस्थिति को दर्शाता है और ओडिशा के मंदिरों के नामकरण में यह आम है। कलिंग मंदिर परंपरा में निर्मित, इसमें संभवतः एक रेखा देउला (विमान) और एक जगमोहन (सभा कक्ष) शामिल है। वर्तमान में यह आंशिक रूप से संरक्षित/परिवर्तित है, जिसमें बाद में मरम्मत और स्थानीय जीर्णोद्धार किए गए हैं; मूल पत्थर के तत्व और अनुपात मध्ययुगीन निर्माण का संकेत देते हैं। आसपास के क्षेत्र में स्थापत्य के अवशेष मिलते हैं जो एक पुराने पवित्र परिसर का संकेत देते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

1st June 2015

1st June 2015

1st June 2015

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Marijitpur

ମାରିଜିତପୁର

मारिजितपुर

District
ଜିଲ୍ଲା
जिला

Jajpur

ଯାଜପୁର

जाजपुर

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE