Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Biranchinarayana Temple
ବିରଞ୍ଚିନାରାୟଣ ମନ୍ଦିର ବିଷୟରେ
बिरांचिनारायण मंदिर के बारे में
Biranchinarayana Temple, Buguda, Ganjam
ବିରଞ୍ଚିନାରାୟଣ ମନ୍ଦିର, ବୁଗୁଡ଼ା, ଗଞ୍ଜାମ
बिरंचिनारायण मंदिर, बुगुडा, गंजाम
The Biranchinarayana Temple in Buguda is one of Odisha’s most intriguing Sun temples, revered for its wooden architecture, elaborate carvings, and sacred solar worship traditions. Built in the late 18th century by King Srikara Bhanjadeva, it remains a living heritage site that combines spiritual importance with artistic beauty — often called the “Wooden Konark” for its distinctive style and connection to Surya worship in the region. Sun Orientation: Unlike the famed Konark Sun Temple, which faces east to receive the morning sun, the Biranchinarayana Temple faces west so that the setting sun’s rays fall on the feet of the Surya idol. Samba Dashami: An important festival dedicated to Surya Deva, celebrated with rituals and large crowds. Magha Saptami & Makara Sankranti: Marking key points in the solar calendar with traditional prayers. Rath Yatra & Other Hindu Festivals: These draw devotees from across the region and reinforce the temple’s role in local religious life.
ବୁଗୁଡ଼ାର ବିରଞ୍ଚିନାରାୟଣ ମନ୍ଦିର ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ସୂର୍ଯ୍ୟ ମନ୍ଦିର, ଯାହା ଏହାର ସ୍ୱତନ୍ତ୍ର କାଠ ନିର୍ମାଣଶୈଳୀ, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ପବିତ୍ର ସୂର୍ଯ୍ୟ ଉପାସନା ପରମ୍ପରା ପାଇଁ ପ୍ରସିଦ୍ଧ। ୧୮ଶ ଶତାବ୍ଦୀର ଶେଷଭାଗରେ ରାଜା ଶ୍ରୀକର ଭଞ୍ଜଦେବଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର ଆଜି ମଧ୍ୟ ଏକ ଜୀବନ୍ତ ଐତିହ୍ୟ ସ୍ଥଳୀ ଭାବେ ରହିଛି। ଆଧ୍ୟାତ୍ମିକ ମହତ୍ତ୍ୱ ସହିତ ଏହାର କଳାତ୍ମକ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ। ଏହାର ସ୍ୱତନ୍ତ୍ର ସ୍ଥାପତ୍ୟଶୈଳୀ ଏବଂ ଅଞ୍ଚଳର ସୂର୍ଯ୍ୟ ଉପାସନା ସହିତ ଗଭୀର ସମ୍ପର୍କ ଯୋଗୁଁ ଏହାକୁ ପ୍ରାୟତଃ “କାଠର କୋଣାର୍କ” ବୋଲି କୁହାଯାଏ। ଓଡ଼ିଶାର ଅଧିକାଂଶ ପାରମ୍ପରିକ ମନ୍ଦିର ତୁଳନାରେ ଏହି ମନ୍ଦିରର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ପ୍ରାଧାନତଃ କାଠରେ ନିର୍ମିତ। ମନ୍ଦିରଟି ସାତୋଟି ଘୋଡ଼ା ଦ୍ୱାରା ଟଣାଯାଉଥିବା ରଥ ଆକୃତିରେ ନିର୍ମିତ, ଯାହା ସୂର୍ଯ୍ୟଦେବଙ୍କ ଦିବ୍ୟ ରଥର ପ୍ରତୀକ। ମନ୍ଦିରର ଛାତ ୪୬ଟି ସ୍ତମ୍ଭ ଉପରେ ନିର୍ଭରଶୀଳ। ସ୍ତମ୍ଭଗୁଡ଼ିକରେ ଅତ୍ୟନ୍ତ ସୂକ୍ଷ୍ମ କାଠ କାରୁକାର୍ଯ୍ୟ ଏବଂ ପୌରାଣିକ କାହାଣୀକୁ ଚିତ୍ରିତ କରୁଥିବା ରଙ୍ଗିନ ଚିତ୍ରକଳା ଦେଖିବାକୁ ମିଳେ। ମନ୍ଦିରର ଭିତର ଓ ବାହାର ଅଂଶର କଳାକୃତିରେ ରାମାୟଣ, କୃଷ୍ଣଲୀଳା, ବିଷ୍ଣୁଙ୍କ ବିଭିନ୍ନ ଅବତାର, ବାଦ୍ୟକାର ଏବଂ ସାଧାରଣ ଜୀବନର ବିଭିନ୍ନ ଦୃଶ୍ୟ ଚିତ୍ରିତ ହୋଇଛି। ଏହା ମନ୍ଦିରକୁ ଏକ ଆଧ୍ୟାତ୍ମିକ ସ୍ଥଳୀ ସହିତ ଏକ ଗୁରୁତ୍ୱପୂର୍ଣ୍ଣ କଳାକେନ୍ଦ୍ରରେ ପରିଣତ କରିଛି। ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାତଃକାଳୀନ ସୂର୍ଯ୍ୟକିରଣ ପାଇବା ପାଇଁ ପୂର୍ବାଭିମୁଖୀ ହୋଇଥିବାବେଳେ, ବିରଞ୍ଚିନାରାୟଣ ମନ୍ଦିର ପଶ୍ଚିମାଭିମୁଖୀ। ଫଳରେ ଅସ୍ତମିତ ସୂର୍ଯ୍ୟଙ୍କ କିରଣ ସୂର୍ଯ୍ୟଦେବଙ୍କ ମୂର୍ତ୍ତିର ପାଦପଦ୍ମ ଉପରେ ପଡ଼ିଥାଏ। ସାମ୍ବ ଦଶମୀ: ସୂର୍ଯ୍ୟଦେବଙ୍କୁ ସମର୍ପିତ ଏକ ପ୍ରମୁଖ ପର୍ବ। ଏହି ଅବସରରେ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୁଏ। ମାଘ ସପ୍ତମୀ ଓ ମକର ସଂକ୍ରାନ୍ତି: ସୂର୍ଯ୍ୟ ପଞ୍ଜିକାର ଗୁରୁତ୍ୱପୂର୍ଣ୍ଣ ଦିନଗୁଡ଼ିକୁ ଚିହ୍ନିତ କରୁଥିବା ଏହି ପର୍ବରେ ପାରମ୍ପରିକ ପୂଜା ଓ ପ୍ରାର୍ଥନା କରାଯାଏ। ରଥଯାତ୍ରା ଓ ଅନ୍ୟାନ୍ୟ ହିନ୍ଦୁ ପର୍ବ: ବିଭିନ୍ନ ପର୍ବପର୍ବାଣୀରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ସମାଗମ ହୋଇଥାଏ, ଯାହା ସ୍ଥାନୀୟ ଧାର୍ମିକ ଜୀବନରେ ମନ୍ଦିରର ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିଥାଏ।
बुगुडा में स्थित बिरंचिनारायण मंदिर ओडिशा के सबसे आकर्षक सूर्य मंदिरों में से एक है, जो अपनी लकड़ी की वास्तुकला, विस्तृत नक्काशी और पवित्र सूर्य पूजा परंपराओं के लिए प्रसिद्ध है। 18वीं शताब्दी के उत्तरार्ध में राजा श्रीकरा भंजदेव द्वारा निर्मित, यह एक जीवंत धरोहर स्थल है जो आध्यात्मिक महत्व और कलात्मक सुंदरता का संगम है। अपनी विशिष्ट शैली और क्षेत्र में सूर्य पूजा से जुड़ाव के कारण इसे अक्सर "लकड़ी का कोणार्क" कहा जाता है। सूर्य की दिशा: प्रसिद्ध कोणार्क सूर्य मंदिर के विपरीत, जो सुबह की धूप प्राप्त करने के लिए पूर्व की ओर उन्मुख है, बिरंचिनारायण मंदिर पश्चिम की ओर उन्मुख है ताकि डूबते सूरज की किरणें सूर्य प्रतिमा के चरणों पर पड़ें। सांबा दशमी: सूर्य देव को समर्पित एक महत्वपूर्ण त्योहार, जो अनुष्ठानों और भारी भीड़ के साथ मनाया जाता है। माघ सप्तमी और मकर संक्रांति: पारंपरिक प्रार्थनाओं के साथ सौर कैलेंडर के महत्वपूर्ण बिंदुओं को चिह्नित करते हैं। रथ यात्रा और अन्य हिंदू त्योहार: ये त्योहार पूरे क्षेत्र से भक्तों को आकर्षित करते हैं और स्थानीय धार्मिक जीवन में मंदिर की भूमिका को मजबूत करते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

wooden architecture/architrave

କାଠର ସ୍ଥାପତ୍ୟ/ତୋରଣ-ଶିରୋଭାଗ

लकड़ी की वास्तुकला/आर्किट्रेव

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

17th May 2018

17th May 2018

17th May 2018

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Buguda

ବୁଗୁଡ଼ା

बुगुड़

District
ଜିଲ୍ଲା
जिला

Ganjam

ଗଞ୍ଜାମ

गंजाम

Date / Period
ତାରିଖ / କାଳ
तिथि / काल

18th Century CE

18th Century CE

18th Century CE