Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Sculpture Shed Ayodhya (Museum)
ଭାସ୍କର୍ଯ୍ୟ ଗୃହ ଅଯୋଧ୍ୟା (ସଂଗ୍ରହାଳୟ) ବିଷୟରେ
अयोध्या में मूर्तिकला शेड (संग्रहालय) के बारे में
Sculpture Shed Ayodhya (Museum), Baleshwar
ଭାସ୍କର୍ଯ୍ୟ ଗୃହ ଅଯୋଧ୍ୟା (ସଂଗ୍ରହାଳୟ), ବାଲେଶ୍ୱର
मूर्तिकला शेड अयोध्या (संग्रहालय), बालेश्वर
The Sculptureshed is located in the village of Ayodhya (also known as Ajodhya) in the Balasore district of Odisha, India. The Odisha State Archaeology constructed the shed to preserve and protect the numerous scattered ancient sculptures found in the area. The museum shed houses several Jaina sculptures collected from local villagers and the surrounding area, including images of Risabhanatha, Parsvanatha, Ambika with Yaksha Gomedha, and Chaumukha. The area is one of the richest sites for Jain remains in the state. The presence of these sculptures, along with other ancient temples in the village like the 11th-century Marichi Temple, highlights the area's rich historical and religious heritage, reflecting a blend of Brahminical, Buddhist, and Jaina traditions. The site is an important location for understanding the ancient history and diverse religious development of Odisha.
ଏହି ସ୍ଥାପତ୍ୟ ସଂଗ୍ରହାଳୟ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅଯୋଧ୍ୟା ଗ୍ରାମରେ ଅବସ୍ଥିତ। ଏହି ଅଞ୍ଚଳରେ ମିଳିଥିବା ବହୁ ସଂଖ୍ୟକ ପ୍ରାଚୀନ ମୂର୍ତ୍ତି ଓ ଭାସ୍କର୍ଯ୍ୟକୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ଗୃହଟି ନିର୍ମାଣ କରାଯାଇଥିଲା। ଏହି ଗୃହରେ ସ୍ଥାନୀୟ ଗ୍ରାମବାସୀ ଏବଂ ଆଖପାଖ ଅଞ୍ଚଳରୁ ସଂଗୃହୀତ ବିଭିନ୍ନ ଜୈନ ଭାସ୍କର୍ଯ୍ୟ ସଂରକ୍ଷିତ ହୋଇ ରହିଛି। ସେଗୁଡ଼ିକ ମଧ୍ୟରେ ଋଷଭନାଥ, ପାର୍ଶ୍ୱନାଥ, ଯକ୍ଷ ଗୋମେଧଙ୍କ ସହ ଅମ୍ବିକା ଏବଂ ଚୌମୁଖ ଆଦିଙ୍କ ମୂର୍ତ୍ତି ଅନ୍ତର୍ଭୁକ୍ତ। ଏହି ଅଞ୍ଚଳ ଓଡ଼ିଶାରେ ଥିବା ଅନ୍ୟତମ ଜୈନ ସମୃଦ୍ଧ ସ୍ଥଳୀ ଭାବେ ପରିଚିତ। ଏହି ଭାସ୍କର୍ଯ୍ୟଗୁଡ଼ିକ ସହିତ ଗ୍ରାମରେ ଥିବା ଅନ୍ୟାନ୍ୟ ପ୍ରାଚୀନ ମନ୍ଦିର, ଯଥା ଏକାଦଶ ଶତାବ୍ଦୀର ମରୀଚି ମନ୍ଦିର, ଏହି ଅଞ୍ଚଳର ସମୃଦ୍ଧ ଐତିହାସିକ ଓ ଧାର୍ମିକ ଐତିହ୍ୟକୁ ପ୍ରତିଫଳିତ କରେ। ଏଠାରେ ହିନ୍ଦୁ, ବୌଦ୍ଧ ଓ ଜୈନ ପରମ୍ପରାର ଏକ ସମନ୍ୱିତ ରୂପ ଦେଖିବାକୁ ମିଳେ। ଓଡ଼ିଶାର ପ୍ରାଚୀନ ଇତିହାସ ଏବଂ ବିବିଧ ଧାର୍ମିକ ପରମ୍ପରାର ବିକାଶକୁ ବୁଝିବା ପାଇଁ ଏହି ସ୍ଥଳୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଭାବେ ବିବେଚିତ ହୁଏ ।
मूर्तिकला अभयारण्य ओडिशा राज्य के बालासोर जिले के अयोध्या गांव में स्थित है। ओडिशा राज्य पुरातत्व विभाग ने इस अभयारण्य का निर्माण क्षेत्र में बिखरी हुई असंख्य प्राचीन मूर्तियों के संरक्षण के लिए किया है। इस अभयारण्य में स्थानीय ग्रामीणों और आसपास के क्षेत्रों से एकत्रित कई जैन मूर्तियां रखी गई हैं, जिनमें ऋषभनाथ, पार्श्वनाथ, यक्ष गोमेध सहित अंबिका और चौमुख की मूर्तियां शामिल हैं। यह क्षेत्र राज्य में जैन अवशेषों के सबसे समृद्ध स्थलों में से एक है। इन मूर्तियों की उपस्थिति, साथ ही गांव में स्थित अन्य प्राचीन मंदिर जैसे 11वीं शताब्दी का मरीची मंदिर, इस क्षेत्र की समृद्ध ऐतिहासिक और धार्मिक विरासत को उजागर करते हैं, जो ब्राह्मण, बौद्ध और जैन परंपराओं के मिश्रण को दर्शाते हैं। यह स्थल ओडिशा के प्राचीन इतिहास और विविध धार्मिक विकास को समझने के लिए एक महत्वपूर्ण स्थान है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu, Buddhist & Jain antiquities

ହିନ୍ଦୁ, ବୌଦ୍ଧ ଓ ଜୈନ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ

हिंदू, बौद्ध और जैन प्राचीन वस्तुएँ

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

3rd February 2013

3rd February 2013

3rd February 2013

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Nilagiri

ନୀଳଗିରି,

नीलगिरी

District
ଜିଲ୍ଲା
जिला

Baleshwar

ବାଲେଶ୍ୱର

बालेश्वर

Date / Period
ତାରିଖ / କାଳ
तिथि / काल

9th – 10th Century CE

9th – 10th Century CE

9th – 10th Century CE