Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhibisanesvara Temple
ଭିଭୀଷଣେଶ୍ୱର ମନ୍ଦିର ବିଷୟରେ
भिभीषणेश्वर मंदिर के बारे में
Where Legend, Devotion, and 11th Century Heritage Unite
ପୌରାଣିକ କଥା, ଭକ୍ତି ଓ ୧୧ ଶତାବ୍ଦୀର ଐତିହ୍ୟର ସଙ୍ଗମ
जहाँ पौराणिक कथा, भक्ति और 11वीं शताब्दी की विरासत का संगम होता है
The temple dates back to around the 11th century A.D., roughly from the period when the Lingaraj Temple complex was built. It is a small historic Shiva shrine, and Dakara Bibhisaneswar is understood as a manifestation of Lord Shiva — the name referring to “Bibhisaneswara” or Lord of Vibhishana. According to local people, the shrine was built (or associated) with Vibhishana — the brother of Ravana from the Ramayana — who is said to have sought refuge and blessings of Lord Shiva here. Over time the temple went through renovation in the 1970s, and parts of the original structure (especially the vimana above the sanctum) retain ancient sculpture features while other parts have been repaired or rebuilt.
ଏହି ମନ୍ଦିର ପ୍ରାୟ ୧୧ଶ ଶତାବ୍ଦୀର; ଯାହାକି ଲିଙ୍ଗରାଜ ମନ୍ଦିର ନିର୍ମାଣ ସମୟରୁ ଆରମ୍ଭ ହୋଇଥିଲା। ଏହା ଏକ ଛୋଟ ଐତିହାସିକ ଶିବ ମନ୍ଦିର। ଡକରା ବିଭୀଷଣେଶ୍ୱର ନାମଟି ଭଗବାନ ଶିବଙ୍କ ଏକ ରୂପକୁ ବୁଝାଇ ଥାଏ। ଏହାର ଅର୍ଥ "ବିଭୀଷଣେଶ୍ୱର" କିମ୍ବା ବିଭୀଷଣଙ୍କ ଇଶ୍ଵର। ସ୍ଥାନୀୟ ଲୋକଙ୍କ ମତରେ, ଏହି ମନ୍ଦିରଟି ରାମାୟଣର ରାବଣଙ୍କ ଭାଇ ବିଭୀଷଣଙ୍କ ସହିତ ଜଡ଼ିତ। ବିଶ୍ଵାସ କରାଯାଏ ସେ ଏଠାରେ ଭଗବାନ ଶିବଙ୍କ ଆଶ୍ରୟ ଏବଂ ଆଶୀର୍ବାଦ ଲୋଡ଼ିଥିଲେ। ସମୟ ସହିତ ୧୯୭୦ ଦଶକରେ ମନ୍ଦିରର ନବୀକରଣ କରାଯାଇଥିଲା। ତଥାପି ମୂଳ ଗଠନର କିଛି ଅଂଶ (ବିଶେଷକରି ଗର୍ଭଗୃହ ଉପରେ ଥିବା ବିମାନ) ଏହାର ପ୍ରାଚୀନ ଭାସ୍କର୍ଯ୍ୟ ବଜାୟ ରଖିଥିବା ବେଳେ ଅନ୍ୟ ଅଂଶଗୁଡ଼ିକର ମରାମତି କିମ୍ବା ପୁନଃନିର୍ମାଣ କରାଯାଇଛି।
यह मंदिर 11वीं सदी का है, लगभग उसी समय का जब लिंगराज मंदिर बना था। यह एक छोटा ऐतिहासिक शिव मंदिर है, और माना जाता है कि विभीषणेश्वर भगवान शिव का ही एक रूप हैं। "विभीषणेश्वर" नाम का मतलब है "भगवान विभीषण"। स्थानीय लोगों के अनुसार, यह मंदिर रामायण के रावण के भाई विभीषण ने बनवाया था (या उनसे जुड़ा था) - जिनके बारे में कहा जाता है कि उन्होंने यहां भगवान शिव की शरण और आशीर्वाद लिया था। मंदिर को 1970 के दशक में नबीकरण किया गया था, और मूल गठनके कुछ हिस्सों (खासकर गर्भगृह के ऊपर का बीवन) में उनकी पुरानी बनावट बनी हुई है, जबकि दूसरे हिस्सों की मरम्मत या उन्हें फिर से बनाया गया है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 5th May 1985.

୫ ମଇ ୧୯୮୫ରେ ଓଡ଼ିଶା ସରକାର ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

5 मई 1985 को ओडिशा सरकार द्वारा संरक्षित हिन्दू स्मारक घोषित।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.246"N
Longitude: 85.835"E

ଅକ୍ଷାଂଶ: 20.246"N
ଦ୍ରାଘିମାଂଶ: 85.835"E

अक्षांश: 20.246"N
देशांतर: 85.835"E

Locality
ସ୍ଥାନ
स्थान

Dakara

ଡାକରା

डाकरा

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

10th-11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10वीं–11वीं शताब्दी ईस्वी