Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Madhavananda Temple
ମାଧବାନନ୍ଦ ମନ୍ଦିର ବିଷୟରେ
माधवानंद मंदिर के बारे में
Madhavananda Temple, Madhab, Niali, cuttack
ମାଧବାନନ୍ଦ ମନ୍ଦିର, ମାଧବ, ନିଆଳି, କଟକ
माधवानंद मंदिर, माधब, नियाली, कटक
The Madhavananda Temple (Madhava Temple) at Madhab, Niali is a historic Vaishnavite shrine. The temple constructed by the Eastern Ganga dynasty. Dedicated to Lord Vishnu in his Madhava form, it illustrates Kalingan temple architecture and holds deep ritual and cultural significance in the region’s Vaishnava traditions. The temple famous for its Prathamastami rituals in connection to Jagannath temple at Puri. The site is in ancient Prachi Valley, Niali of Cuttack District. The site is 40km away from District HQ. The temple is full-fledged Kalingan style of Architecture. The site is architecturally important, the temple consist of Viman, Mukhasala, Bhogamandap and Natamandap. This is an important sacred place of Vaisnavite cult. The date of the site goes back to 12th-13th CAD. Both architectural and Tourism point of view the site is needs preservation for future posterity.
କଟକ ଜିଲ୍ଲାର ନିଆଳିସ୍ଥିତ ମାଧବ ଗ୍ରାମରେ ଅବସ୍ଥିତ ମାଧବାନନ୍ଦ ମନ୍ଦିର ବୈଷ୍ଣବ ପରମ୍ପରାର ଏକ ପ୍ରାଚୀନ ଐତିହାସିକ ମନ୍ଦିର। ପୂର୍ବ ଗଙ୍ଗ ବଂଶର ଶାସନ କାଳରେ ନିର୍ମିତ ଏହି ମନ୍ଦିରଟି ଭଗବାନ ବିଷ୍ଣୁଙ୍କ ମାଧବ ରୂପଙ୍କୁ ଉତ୍ସର୍ଗୀକୃତ। ଏହା କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଉତ୍କୃଷ୍ଟ ନିଦର୍ଶନ ହେବା ସହିତ ଏହି ଅଞ୍ଚଳର ବୈଷ୍ଣବ ପରମ୍ପରାରେ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ମନ୍ଦିରଟି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ସମ୍ପୃକ୍ତ ପ୍ରଥମାଷ୍ଟମୀ ନୀତି ପାଇଁ ବିଶେଷ ଭାବେ ପ୍ରସିଦ୍ଧ। ଏହା ପ୍ରାଚୀନ ପ୍ରାଚୀ ଉପତ୍ୟକାର ନିଆଳି ଅଞ୍ଚଳରେ ଅବସ୍ଥିତ ଏବଂ କଟକ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଛି। ମନ୍ଦିରଟି ସମ୍ପୂର୍ଣ୍ଣ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ଏହାର ସ୍ଥାପତ୍ୟରେ ବିମାନ, ମୁଖଶାଳା, ଭୋଗମଣ୍ଡପ ଏବଂ ନାଟମଣ୍ଡପ ପରି କଳିଙ୍ଗ ମନ୍ଦିର ସ୍ଥାପତ୍ୟର ପ୍ରମୁଖ ଅଂଶଗୁଡ଼ିକ ବିଦ୍ୟମାନ। ଏହି ମନ୍ଦିରଟି ବୈଷ୍ଣବ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପ୍ରମୁଖ ପବିତ୍ର ତୀର୍ଥସ୍ଥଳ। ଇତିହାସବିଦ୍‌ମାନଙ୍କ ମତାନୁସାରେ, ଏହି ମନ୍ଦିରର ନିର୍ମାଣ ଖ୍ରୀଷ୍ଟାବ୍ଦ ଦ୍ୱାଦଶ–ତ୍ରୟୋଦଶ ଶତାବ୍ଦୀରେ ହୋଇଥିଲା। ସ୍ଥାପତ୍ୟ କଳା, ଐତିହାସିକ ମୂଲ୍ୟ ଏବଂ ପର୍ଯ୍ୟଟନ ସମ୍ଭାବନା ଦୃଷ୍ଟିରୁ ଏହି ମନ୍ଦିରର ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ, ଯାହାଦ୍ୱାରା ଏହାର ଐତିହ୍ୟ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରହିପାରିବ।
माधव जिले के नियाली में स्थित माधवानंद मंदिर (माधव मंदिर) एक ऐतिहासिक वैष्णव तीर्थस्थल है। इस मंदिर का निर्माण पूर्वी गंगा राजवंश द्वारा कराया गया था। भगवान विष्णु के माधव रूप को समर्पित यह मंदिर कलिंगन मंदिर वास्तुकला का उत्कृष्ट उदाहरण है और इस क्षेत्र की वैष्णव परंपराओं में इसका गहरा धार्मिक और सांस्कृतिक महत्व है। यह मंदिर पुरी के जगन्नाथ मंदिर से जुड़े प्रथमाष्टमी अनुष्ठानों के लिए प्रसिद्ध है। यह स्थल कटक जिले के नियाली जिले की प्राचीन प्राची घाटी में स्थित है। यह स्थल जिला मुख्यालय से 40 किलोमीटर दूर है। मंदिर पूरी तरह से कलिंगन शैली की वास्तुकला का उदाहरण है। वास्तुकला की दृष्टि से यह स्थल महत्वपूर्ण है, जिसमें विमान, मुखशाला, भोगमंडप और नटमंडप शामिल हैं। यह वैष्णव संप्रदाय का एक महत्वपूर्ण पवित्र स्थान है। इस स्थल का निर्माण 12वीं-13वीं शताब्दी ईस्वी सन् में हुआ था। वास्तुकला और पर्यटन दोनों दृष्टियों से इस स्थल को भावी पीढ़ियों के लिए संरक्षित करना आवश्यक है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Vaishnavite religious Center and Maternal home of lord Jagannath

ବୈଷ୍ଣବ ଧାର୍ମିକ କେନ୍ଦ୍ର ଏବଂ ପ୍ରଭୁ ଜଗନ୍ନାଥଙ୍କ ମାତୃଗୃହ

वैष्णव धार्मिक केंद्र और भगवान जगन्नाथ का मातृ निवास

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th April 2016

6th April 2016

6th April 2016

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Madhab, Niali

ମାଧବ, ନିଆଳି

माधब, नियाली

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

12th/13th Century CE

12th/13th Century CE

12th/13th Century CE