Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Khiresvara Temple
ଖୀରେଶ୍ୱର ମନ୍ଦିର ବିଷୟରେ
खिरेश्वर मंदिर के बारे में
Khiresvara Temple, Badakhira, Salipur, cuttack
ଖୀରେଶ୍ୱର ମନ୍ଦିର, ବଡ଼ଖିରା, ସାଲେପୁର, କଟକ
खिरेश्वर मंदिर, बदखिरा, सलीपुर, कटक
The Khiresvara Temple is an ancient Hindu shrine dedicated to Lord Shiva located in Badakhira village near Salipur in Cuttack district of Odisha. It is officially recognised as a State Protected Monument by the Government of Odisha, indicating its historical and archaeological significance within the region’s temple heritage. The Kalinga style of temple architecture — the classical medieval temple tradition of Odisha. Typical features of such temples, which would likely apply to Khiresvara, it includes Vimana (sanctum tower): Curvilinear tower over the shrine (rekha deula), Jagamohana (mandapa): Pyramidal hall in front of the sanctum with tiered roofs (pidha deula). It is made of carved stone blocks with sculptural detailing of parsvadevatas (side deities) and decorative elements in niches and pilasters. Kalinga architecture of the 10th–11th centuries represents a mature phase of temple design in Odisha closely related to the temples of Bhubaneswar.
ଖୀରେଶ୍ୱର ମନ୍ଦିର ହେଉଛି ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର କଟକ ଜିଲ୍ଲାର ସାଲେପୁର ନିକଟସ୍ଥ ବଡ଼ଖିରା ଗ୍ରାମରେ ଅବସ୍ଥିତ। ଏହାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଂରକ୍ଷିତ ସ୍ମାରକି ଭାବେ ଘୋଷଣା କରାଯାଇଛି, ଯାହା ଏହାର ଐତିହାସିକ, ପୁରାତତ୍ତ୍ୱିକ ଓ ସାଂସ୍କୃତିକ ଗୁରୁତ୍ୱକୁ ପ୍ରତିପାଦିତ କରେ। ଏହି ମନ୍ଦିରଟି ଓଡ଼ିଶାର ଶାସ୍ତ୍ରୀୟ ମଧ୍ୟଯୁଗୀୟ ମନ୍ଦିର ନିର୍ମାଣ ପରମ୍ପରାର ପ୍ରତୀକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ଏହି ଶୈଳୀର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ବିମାନ ଏବଂ ଜଗମୋହନ ବିଶେଷ ଉଲ୍ଲେଖନୀୟ। ମନ୍ଦିରଟି ଖୋଦିତ ପଥର ଖଣ୍ଡରେ ନିର୍ମିତ ହୋଇଥିବାବେଳେ, ଏହାର ପାର୍ଶ୍ୱଦେବତାଙ୍କ ମୂର୍ତ୍ତି ଏବଂ ସୁନ୍ଦର ଅଳଙ୍କାରିକ ଶିଳ୍ପଖୋଦନ ଦେଖିବାକୁ ମିଳେ। ଖ୍ରୀଷ୍ଟାବ୍ଦ ଦଶମ–ଏକାଦଶ ଶତାବ୍ଦୀର କଳିଙ୍ଗ ସ୍ଥାପତ୍ୟ ଓଡ଼ିଶାର ମନ୍ଦିର ନିର୍ମାଣ କଳାର ଏକ ପରିପକ୍ୱ ପର୍ଯ୍ୟାୟକୁ ପ୍ରତିନିଧିତ୍ୱ କରେ। ଖୀରେଶ୍ୱର ମନ୍ଦିରର ସ୍ଥାପତ୍ୟ ଭୁବନେଶ୍ୱରର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଏକ ଐତିହାସିକ ସ୍ମାରକ ।
खिरेश्वर मंदिर ओडिशा के कटक जिले में सालिपुर के पास बदाखीरा गांव में स्थित भगवान शिव को समर्पित एक प्राचीन हिंदू तीर्थस्थल है। इसे ओडिशा सरकार द्वारा राज्य संरक्षित स्मारक के रूप में मान्यता प्राप्त है, जो इस क्षेत्र की मंदिर विरासत में इसके ऐतिहासिक और पुरातात्विक महत्व को दर्शाता है। यह मंदिर कलिंग शैली की वास्तुकला का उदाहरण है, जो ओडिशा की शास्त्रीय मध्यकालीन मंदिर परंपरा है। खिरेश्वर मंदिर में भी ऐसी ही विशिष्ट विशेषताएं पाई जाती हैं, जिनमें विमान (गर्भगृह का शिखर): गर्भगृह के ऊपर घुमावदार शिखर (रेखा देउला), जगमोहन (मंडप): गर्भगृह के सामने पिरामिडनुमा हॉल जिसमें सीढ़ीदार छतें (पिधा देउला) हैं, शामिल हैं। यह नक्काशीदार पत्थर के ब्लॉकों से बना है, जिसमें पार्श्वदेवताओं (सहवर्ती देवताओं) की मूर्तियां और आले व स्तंभों में सजावटी तत्व उकेरे गए हैं। 10वीं-11वीं शताब्दी की कलिंग वास्तुकला ओडिशा में मंदिर डिजाइन के एक परिपक्व चरण का प्रतिनिधित्व करती है, जो भुवनेश्वर के मंदिरों से निकटता से संबंधित है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Vaishnavite religious Center

ବୈଷ୍ଣବ ଧାର୍ମିକ କେନ୍ଦ୍ର

वैष्णव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

7th June 2015

7th June 2015

7th June 2015

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Badakhira, Salipur

ବଡ଼ଖିରା, ସାଲେପୁର

बदखिरा, सलीपुर

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

11th Century CE

11th Century CE

11th Century CE