Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhawanisankara Temple
ଭବାନୀ ଶଙ୍କର ମନ୍ଦିର ବିଷୟରେ
भवानी शंकर मंदिर के बारे में
A Sacred Union of Shiva & Shakti in the Heart of Ekamra Kshetra
ଏକାମ୍ର କ୍ଷେତ୍ରର ହୃଦୟରେ ଶିବ-ଶକ୍ତିର ପବିତ୍ର ଏକତା
एकाम्र क्षेत्र के हृदय में शिव और शक्ति का पवित्र संगम
The Bhabani Shankar Temple in Bhubaneswar's Old Town, near Bindu Sagar pond, is an ancient Hindu shrine dedicated to Lord Shiva (Shankar) and Goddess Parvati (Bhabani) as a unique combined deity, featuring beautiful Ganga-era architecture and significant sculptures, with a complex including other small temples and archaeological finds from the tank, representing the rich spiritual heritage of Ekamra Kshetra. Sculptures of deities like Kartikeya, Siva-Parvati, and Buddha were discovered from Bindu Sagar Tank and preserved here, indicating a rich past.
ପୁରୁଣା ଭୁବନେଶ୍ୱରର ବିନ୍ଦୁ ସାଗର ସରୋବର ନିକଟରେ ଥିବା ଭବାନୀ ଶଙ୍କର ମନ୍ଦିର ହେଉଛି ଏକ ପ୍ରାଚୀନ ହିନ୍ଦୁ ମନ୍ଦିର। ଏହି ମନ୍ଦିରଟି ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ଉତ୍ସର୍ଗୀକୃତ। ଏଥିରେ ଗଙ୍ଗ ଯୁଗର ସୁନ୍ଦର ସ୍ଥାପତ୍ୟ, ବହୁ ପ୍ରାଚୀନ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିର ଦେଖିବାକୁ ମିଳେ। ବିନ୍ଦୁ ସାଗରରୁ ମିଳିଥିବା କିଛି ପୁରାତନ ପ୍ରତ୍ନତାତ୍ତ୍ୱିକ ଅବଶେଷ ମଧ୍ୟ ଏଠାରେ ସଂରକ୍ଷିତ ରହିଛି। ଏହି ମନ୍ଦିର ଏକାମ୍ର କ୍ଷେତ୍ରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରତିନିଧିତ୍ୱ କରେ। ବିନ୍ଦୁ ସାଗରରୁ ମିଳିଥିବା କାର୍ତ୍ତିକେୟ, ଶିବ-ପାର୍ବତୀ ଏବଂ ବୁଦ୍ଧଙ୍କ ଭଳି ଦେବତାଙ୍କ ମୂର୍ତ୍ତି ମଧ୍ୟ ଏଠାରେ ସଂରକ୍ଷିତ ହୋଇଛି; ଯାହା ଏକ ସମୃଦ୍ଧ ଅତୀତକୁ ସୂଚିତ କରେ।
भवानी शंकर मंदिर, भुवनेश्वर के पुराने शहर में बिंदु सागर तालाब के पास है। यह भगवान शिव और देवी पार्वती को समर्पित एक पुराना हिंदू मंदिर है। इसमें गंगा के ज़माने की खूबसूरत बनावट और ज़रूरी मूर्तियां हैं। साथ ही, दूसरे छोटे मंदिरों और कुंडों से मिली चीज़ें भी हैं, जो एक मुश्किल, अलग-अलग इलाके की समृद्ध आध्यात्मिक विरासत को दिखाती हैं। कार्तिकेय, शिव-पार्वती और बुद्ध जैसे देवताओं की मूर्तियां बिंदु सागर से मिली थीं और उन्हें यहां संभालकर रखा गया है, जो एक समृद्ध अतीत का संकेत है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 12th December 1983.

୧୨ ଡିସେମ୍ବର ୧୯୮୩ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

2 दिसम्बर 1983 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.24° N
Longitude: 85.83° E

ଅକ୍ଷାଂଶ: 20.24° N
ଦ୍ରାଘିମାଂଶ: 85.83° E

अक्षांश: 20.24° N
देशांतर: 85.83° E

Locality
ସ୍ଥାନ
स्थान

Old Town, Bhubaneswar

ପୁରୁଣା ଭୁବନେଶ୍ୱର

ओल्ड टाउन, भुवनेश्वर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

10th-11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10वीं–11वीं शताब्दी ईस्वी