Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhairangesvara Shiva temple
ଭୃଙ୍ଗେଶ୍ୱର ଶିବ ମନ୍ଦିର ବିଷୟରେ
भृंगेश्वर शिव मंदिर के बारे में
An Ancient Shrine of Shiva on the Sacred Banks of the Daya
ଦୟା ନଦୀ କୂଳରେ ଅବସ୍ଥିତ ଶିବଙ୍କ ପ୍ରାଚୀନ ପବିତ୍ର ଧାମ
दया नदी के तट पर स्थित शिव का प्राचीन पवित्र धाम
The Bhringeswara Shiva temple is an 8th century Hindu temple situated on the foothills of Dhauli and the left bank of the Daya River, in the southeastern outskirts of Bhubaneswar in the village Khatuapada. The temple is facing towards west and the presiding deity is a circular yoni pitha with a hole at the centre. The temple is made of light grey sandstone. The temple is renovated one from bottom to the top by employing the earlier materials. This temple is now under the protection of Odisha State Archaeology. Various rituals and festivals like Shivratri, Kartik Purnima, Raja Sankranti, Jalasaya ceremony are observed here.
ଭୃଙ୍ଗେଶ୍ୱର ଶିବ ମନ୍ଦିର ହେଉଛି ୮ମ ଶତାବ୍ଦୀର ଏକ ହିନ୍ଦୁ ମନ୍ଦିର। ଏହା ଧଉଳି ପାଦଦେଶରେ ଏବଂ ଦୟା ନଦୀର ବାମ କୂଳରେ, ଭୁବନେଶ୍ୱରର ଦକ୍ଷିଣ-ପୂର୍ବ ଉପକଣ୍ଠ ଖଟୁଆପଡ଼ା ଗ୍ରାମରେ ଅବସ୍ଥିତ। ମନ୍ଦିରଟି ପଶ୍ଚିମ ଆଡକୁ ମୁହଁ କରିଛି ଏବଂ ଏଠାରେ ମୁଖ୍ୟ ଦେବତା ଭାବେ ଏକ ବୃତ୍ତାକାର ଯୋନିପୀଠ ସ୍ଥାପିତ ହୋଇଛି; ଯାହାର ମଧ୍ୟଭାଗରେ ଏକ ଗର୍ତ୍ତ ଅଛି। ମନ୍ଦିରଟି ହାଲୁକା ଧୂସର ବାଲିପଥରରେ ନିର୍ମାଣ ହୋଇଛି। ପୂର୍ବରୁ ଥିବା ସାମଗ୍ରୀ ବ୍ୟବହାର କରି ମନ୍ଦିରଟିକୁ ତଳୁ ଉପର ପର୍ଯ୍ୟନ୍ତ ପୁନଃନିର୍ମାଣ କରାଯାଇଛି। ଏହି ମନ୍ଦିର ବର୍ତ୍ତମାନ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁରକ୍ଷା ଅଧୀନରେ ଅଛି। ଏଠାରେ ଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ରଜ ସଂକ୍ରାନ୍ତି, ଜଳଶୟ ଉତ୍ସବ ଭଳି ବିଭିନ୍ନ ରୀତିନୀତି ଏବଂ ପର୍ବ ପାଳନ କରାଯାଏ।
भृंगेश्वर शिव मंदिर 8वीं सदी का एक हिंदू मंदिर है जो भुवनेश्वर के दक्षिण-पूर्वी बाहरी इलाके, धौली पहाड़ियों की तलहटी में और दया नदी के बाएं किनारे पर, खटुआपाड़ा गांव में है। मंदिर का मुख पश्चिम की ओर है और मुख्य देवता एक गोल योनि पिंटा है जिसके बीच में एक छेद है। मंदिर हल्के भूरे बलुआ पत्थर से बना है। मंदिर को ऊपर से नीचे तक ओरिजिनल मटीरियल का इस्तेमाल करके फिर से बनाया गया है। मंदिर अभी ओडिशा राज्य पुरातत्व के संरक्षण में है। यहां शिवरात्रि, कार्तिक पूर्णिमा, राजा संक्रांति और जलाशय उत्सव जैसे कई रीति-रिवाज और त्योहार मनाए जाते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 18th September 1984.

୧୮ ସେପ୍ଟେମ୍ବର ୧୯୮୪ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

18 सितम्बर 1984 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.192883°N
Longitude: 85.836089°E

ଅକ୍ଷାଂଶ: 20.192883°N
ଦ୍ରାଘିମାଂଶ: 85.836089°E

अक्षांश: 20.192883°N
देशांतर: 85.836089°E

Locality
ସ୍ଥାନ
स्थान

Dhauli, Bhubaneswar

ଧଉଳି, ଭୁବନେଶ୍ୱର

धौली, भुवनेश्वर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

11th C.A.D

୧୧ଶ ଖ୍ରୀଷ୍ଟାବ୍ଦ

11वीं शताब्दी ईस्वी