Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Akhandalesvara Temple
ଆଖଣ୍ଡଳେଶ୍ୱର ମନ୍ଦିର ବିଷୟରେ
अखंडलेश्वर मंदिर के बारे में
A Sacred Haven of Shiva and Ancient Devotion
ଶିବ ଏବଂ ପ୍ରାଚୀନ ଭକ୍ତିର ପବିତ୍ର ଆଶ୍ରୟ
शिव और प्राचीन भक्ति का पवित्र धाम
Akhandalesvar Siva temple is situated in Village Prataparudrapur which preserves the ruins of this temple. With in the temple premises are to be found numerous Brahmanical idols of Ganesh, Kartikeya, Parvati, Vishnu, Narasimha, Varaha and Astika-Jaratkaru. An image carved standing on a double-petalled lotus pedestal with both the arms broken and heavily loaded in jata is often identified with Jayadeva, the author of the Gitagovinda. The figure is attended by two other sages holding offerings in hands. They too, are carved standing on separate lotus pedestals. The attendant on the right side is bearded and heavily clad in jata.
ଆଖଣ୍ଡଳେଶ୍ୱର ଶିବ ମନ୍ଦିର ପ୍ରତାପରୁଦ୍ରପୁର ଗ୍ରାମରେ ଅବସ୍ଥିତ; ଯାହା ଏହି ମନ୍ଦିରର ଧ୍ୱଂସାବଶେଷକୁ ସଂରକ୍ଷିତ ରଖିଛି। ମନ୍ଦିର ପରିସରରେ ଗଣେଶ, କାର୍ତ୍ତିକେୟ, ପାର୍ବତୀ, ବିଷ୍ଣୁ, ନରସିଂହ, ବରାହ ଏବଂ ଆସ୍ତିକ-ଜରତ୍କାରୁଙ୍କ ଅନେକ ବ୍ରାହ୍ମଣୀୟ ମୂର୍ତ୍ତି ଦେଖିବାକୁ ମିଳେ। ଏଠାରେ ଦୁଇ ପାଖୁଡ଼ା ବିଶିଷ୍ଟ ପଦ୍ମ ବେଦୀରେ ଖୋଦିତ ଏକ ପ୍ରତିମା ରହିଛି; ଯାହାର ଉଭୟ ହାତ ଭଙ୍ଗା ଏବଂ ମୁଣ୍ଡରେ ଘନ ଜଟା ଦେଖିବାକୁ ମିଳେ। ଏହି ପ୍ରତିମା ସାଧାରଣତଃ ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କର ବୋଲି ଅନୁମାନ କରାଯାଏ। ଏହି ପ୍ରତିମାର ଦୁଇ ପାର୍ଶ୍ଵରେ ଅନ୍ୟ ଦୁଇଜଣ ଋଷି ହାତରେ ନୈବେଦ୍ୟ ଧରି ଦଣ୍ଡାୟମାନ ଅଛନ୍ତି। ସେମାନେ ମଧ୍ୟ ପୃଥକ ପଦ୍ମ ବେଦୀରେ ଖୋଦିତ। ଡାହାଣ ପାର୍ଶ୍ୱରେ ଥିବା ଋଷିଙ୍କର ଦାଢ଼ି ଏବଂ ମୁଣ୍ଡରେ ଘନ ଜଟା ରହିଛି।
अखंडलेश्वर शिव मंदिर प्रतापरुद्रपुर गांव में है, जहां मंदिर के खंडहर बचे हैं। मंदिर की जगह में गणेश, कार्तिकेय, पार्वती, विष्णु, नरसिंह, वराह और आस्तिक-जरत्कारु की कई ब्राह्मण मूर्तियां हैं। दो पंखुड़ियों वाले कमल के आसन पर बनी एक मूर्ति, जिसके दोनों हाथ टूटे हुए हैं और उन पर जटा का बोझ है, शायद गीत गोविंद के लेखक जयदेव से जुड़ी है। इस मूर्ति में दो और साधु हैं, जिनके हाथों में प्रसाद है। उन्हें भी अलग-अलग कमल के आसनों पर बनाया गया है। दाईं ओर का नौकर दाढ़ी वाला है और उसने मोटी जटा पहनी हुई है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 15th August 1982.

୧୫ ଅଗଷ୍ଟ ୧୯୮୨ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

15 अगस्त 1982 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.23° N
Longitude: 85.98° E

ଅକ୍ଷାଂଶ: 20.23° N
ଦ୍ରାଘିମାଂଶ: 85.98° E

अक्षांश: 20.23° N
देशांतर: 85.98° E

Locality
ସ୍ଥାନ
स्थान

Bhubaneswar

ପ୍ରତାପରୁଦ୍ରପୁର

प्रतापरुद्रपुर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

10th-11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10वीं-11वीं शताब्दी ईस्वी